Advertisment

Sunil Bhuyan

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଇରାନ ସେନା ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର ଅଭିଯାନ, ରାଷ୍ଟ୍ରପତିଙ୍କ ସହ ହୋଇପାରୁନି ସମ୍ପର୍କ । post image

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଇରାନ ସେନା ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର ଅଭିଯାନ, ରାଷ୍ଟ୍ରପତିଙ୍କ ସହ ହୋଇପାରୁନି ସମ୍ପର୍କ ।

ଆଜି ପୁରୀରେ ମୋଦିଙ୍କ ରୋଡ ସୋ’ । ମହାପ୍ରଭୁଙ୍କ ଦର୍ଶନ ପରେ ବିଶାଳ ରୋଡ ସୋ’ କରିବେ ମୋଦି । post image

ଆଜି ପୁରୀରେ ମୋଦିଙ୍କ ରୋଡ ସୋ’ । ମହାପ୍ରଭୁଙ୍କ ଦର୍ଶନ ପରେ ବିଶାଳ ରୋଡ ସୋ’ କରିବେ ମୋଦି ।

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ପଡିବ ଭୋଟ୍, ଫୋକସରେ ରହିବ ମୁଖ୍ୟମନ୍ତ୍ରୀ ଲଢୁଥିବା ୨ ଆସନ । post image

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ପଡିବ ଭୋଟ୍, ଫୋକସରେ ରହିବ ମୁଖ୍ୟମନ୍ତ୍ରୀ ଲଢୁଥିବା ୨ ଆସନ ।

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି, ଓଡ଼ିଶାବାସୀ ଜବାବ ଦେବେ । post image

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି, ଓଡ଼ିଶାବାସୀ ଜବାବ ଦେବେ ।

କେନ୍ଦ୍ରମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ନମ୍ବର-୧ କରିବେ କହୁଛନ୍ତି । ପ୍ରଥମେ ସ୍ଥିର କରନ୍ତୁ କେଉଁ ରାଜ୍ୟକୁ ନମ୍ବର-୧ କରିବେ? ବ୍ରହ୍ମଗିରିରୁ ବିଜେପି ନେତାଙ୍କୁ ବାଣ ମାରିଲେ ପାଣ୍ଡିଆନ ।  post image

କେନ୍ଦ୍ରମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ନମ୍ବର-୧ କରିବେ କହୁଛନ୍ତି । ପ୍ରଥମେ ସ୍ଥିର କରନ୍ତୁ କେଉଁ ରାଜ୍ୟକୁ ନମ୍ବର-୧ କରିବେ? ବ୍ରହ୍ମଗିରିରୁ ବିଜେପି ନେତାଙ୍କୁ ବାଣ ମାରିଲେ ପାଣ୍ଡିଆନ । 

କୃଷ୍ଣପ୍ରସାଦରୁ ବିଜେପି ନେତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ଏ ଅଞ୍ଚଳର ବିକାଶ ପାଇଁ ଥରୁଟିଏ ମଧ୍ୟ ସିଏମଓକୁ ଯାଇନାହାନ୍ତି ବିଜେପି ବିଧାୟକ । post image

କୃଷ୍ଣପ୍ରସାଦରୁ ବିଜେପି ନେତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ଏ ଅଞ୍ଚଳର ବିକାଶ ପାଇଁ ଥରୁଟିଏ ମଧ୍ୟ ସିଏମଓକୁ ଯାଇନାହାନ୍ତି ବିଜେପି ବିଧାୟକ ।

ବିଜେପି ନେତା ବସି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ କରିବେ ନମ୍ବର-୧?  କେନ୍ଦ୍ର ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ତେରଛା ବାଣ । post image

ବିଜେପି ନେତା ବସି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ କରିବେ ନମ୍ବର-୧?  କେନ୍ଦ୍ର ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ତେରଛା ବାଣ ।

ଅନୁଗୁଳରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ନବୀନଙ୍କ ପ୍ରତି ଅନୁଗୁଳବାସୀଙ୍କ ଭଲପାଇବା ଦେଖି କେନ୍ଦ୍ରମନ୍ତ୍ରୀ ଡରିକି ସମ୍ବଲପୁରକୁ ପଳାଇଲେ ।  post image

ଅନୁଗୁଳରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ନବୀନଙ୍କ ପ୍ରତି ଅନୁଗୁଳବାସୀଙ୍କ ଭଲପାଇବା ଦେଖି କେନ୍ଦ୍ରମନ୍ତ୍ରୀ ଡରିକି ସମ୍ବଲପୁରକୁ ପଳାଇଲେ । 

ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । ସଭାମଞ୍ଚରୁ ଦେଲେ ଚ୍ୟାଲେଞ୍ଜ, କହିଲେ ୧୦ ବର୍ଷରେ ସମ୍ବଲପୁରବାସୀଙ୍କ ପାଇଁ କଣ କରିଛନ୍ତି ତାହାର ଉତ୍ତର ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ । post image

ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । ସଭାମଞ୍ଚରୁ ଦେଲେ ଚ୍ୟାଲେଞ୍ଜ, କହିଲେ ୧୦ ବର୍ଷରେ ସମ୍ବଲପୁରବାସୀଙ୍କ ପାଇଁ କଣ କରିଛନ୍ତି ତାହାର ଉତ୍ତର ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ ।

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର । କହିଲେ, ଜୁଲାଇରୁ ଆସିବନି ବିଜୁଳି ବିଲ୍‌, ବିରୋଧୀଙ୍କୁ କଲେ ଜୋରଦାର ଟାର୍ଗେଟ । post image

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର । କହିଲେ, ଜୁଲାଇରୁ ଆସିବନି ବିଜୁଳି ବିଲ୍‌, ବିରୋଧୀଙ୍କୁ କଲେ ଜୋରଦାର ଟାର୍ଗେଟ ।

ସବସ୍କ୍ରାଇବ କରନ୍ତୁ