Advertisment

smruti sangita giri

ରାଉରକେଲାର ନାଲାରୋଡ୍ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା: କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଲା ରୋଡର କିଛି ଅଞ୍ଚଳକୁ ସିଲ୍ କଲା ପ୍ରଶାସନ । ସେପଟେ ଦଶରଥପୁର ବ୍ଲକର ୨ଟି ପଂଚାୟତର ୪ଟି ଗାଁକୁ ଅବରୋଧ ଅଂଚଳ ଘୋଷଣା

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ନେଇ ସରକାରଙ୍କ ବଡ ନିଷ୍ପତି । ବସ୍ ଯୋଗେ ଗୁଜରାଟରୁ ଆସିବେ ଓଡିଆ ଶ୍ରମିକ । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ମୋଦି ବୁଝାଇଲେ ଅକ୍ଷୟ ତୃତୀୟାର ଅର୍ଥ । କରୋନା ଲଢେଇ ଭିତରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ କ୍ଷୟର ଅର୍ଥ ବିନାଶ, ହେଲେ ଯାହା କେବେ ନଷ୍ଟ ହୁଏନି ତାହା ହେଲା ଅକ୍ଷୟ

‘ମନ କୀ ବାତ’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । କରୋନା ବିରୋଧରେ ଚାଲିଛି ମହାଯଜ୍ଞ...ଲୋକେ କରୁଛନ୍ତି ଲଢେଇ । ନିଜର ସାଧ୍ୟମତେ କରୁଛନ୍ତି ସହଯୋଗ

ସପ୍ତାହେ ହେଲା ବାଲେଶ୍ୱର ଲକ୍ଷ୍ମଣନାଥ ଫାଟକରେ ଫସିଛନ୍ତି ୧୫ରୁ ଅଧିକ ଡ୍ରାଇଭର । କୋଲକାତାରୁ ଫେରିଥିବାରୁ ସୀମାରେ ପୁରାଇ ଦେଉନି ଜଳେଶ୍ୱର ପୋଲିସ, ଭୋକ ଉପାସରେ କଟୁଛି ଦିନ

ସରକାରଙ୍କୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ଚିନ୍ତା । ଗୁଜରାଟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ବାଲେଶ୍ୱର, ଭଦ୍ରକ ଓ ଯାଜପୁରରୁ ହଟିଲା ସଟଡାଉନ୍ କଟକଣା । ସର୍ତ୍ତମୂଳକ ଭାବେ ଖୋଲିବ ଲାଇସେନ୍ସ ପ୍ରାପ୍ତ ଦୋକାନ । ହେଲେ କଂଟେନମେଂଟ ଅଂଚଳରେ ପୂର୍ବଭଳି ରହିବ କଟକଣା

ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଗଞ୍ଜାମର କାଇଞ୍ଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା

୩୦ ଏପ୍ରିଲରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା: ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା: ଓଡିଶା ପାଇଁ ନାହିଁ ବିପଦ ହେଲେ କାଳବୈଶାଖୀ ପାଇଁ ରାଜ୍ୟରେ ୪୮ ଘଂଟା ବର୍ଷା ଅନୁମାନ

ଦେଶରେ କରୋନା ନେଲା ୮୨୪ ଲୋକଙ୍କ ଜୀବନ । ୨୬ ହଜାର ୪୯୬ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ ୩୨୩ ଜଣ ଲୋକଙ୍କ ମୃତ୍ୟୁ

ସବସ୍କ୍ରାଇବ କରନ୍ତୁ