Advertisment

smruti sangita giri

ରାଜଧାନୀର ସାଲିଆ ସାହିରୁ କରୋନା ସଂକ୍ରମିତ ଠାବ: ଭୁବନେଶ୍ୱରରେ ଆଜି ୧୩ ଆକ୍ରାନ୍ତ ଚିହ୍ନଟ; ଆଇଗିଣିଆ, ଲକ୍ଷ୍ମୀସାଗର ଓ ଡୁମଡୁମାରୁ ଜଣେ ଲେଖାଏଁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ

ସଟଡାଉନରେ ପେଟ୍ରୋଲ ପମ୍ପ ଖୋଲା: ୧୧ ଜିଲ୍ଲାରେ ସଟଡାଉନ ବେଳେ ଖୋଲା ରହିବ ପେଟ୍ରୋଲ ପମ୍ପ; ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଂଜୟ ଲାଠଙ୍କ ସୂଚନା

କରୋନା କଟକଣା ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା: ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ସଟଡାଉନରେ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିତା ଜାରି: ଅତି ଜରୁରୀ ଥିଲେ ଯାତ୍ରା କରିବାକୁ ମିଳିବ ଅନୁମତି; ଔଷଧ ଦୋକାନୀଙ୍କ ପାଇଁ ପୁରୁଣା ପୋଲିସ ପାସ, ଟ୍ରେଡ୍ ଲାଇସେନ୍ସ ଜରୁରୀ

ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା: ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ; ପ୍ରତିନିଧି ମୁଦିରସ୍ତ ତୁଳାଇଲେ ସେବା

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ଖୋର୍ଦ୍ଧାର ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ । ମଧୁମେହ ଓ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ

ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତୀ । ମହାପ୍ରଭୁଙ୍କ ହାତୀବେଶକୁ ଅପେକ୍ଷା

୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ: ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୨୪, ୬ ଜଣ ସ୍ଥାନୀୟ ଲୋକ ଚିହ୍ନଟ; ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ପାର୍ । ଦିନକରେ ସର୍ବାଧିକ ୯ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୩ ମୃତ

କେବେ ସୁଧୁରିବ ପାକିସ୍ତାନ? ଇସଲାମାବାଦର ଭାରତୀୟ ଦୂତାବାସର କୁଟନୀତିଜ୍ଞଙ୍କୁ ଡରାଇବାକୁ ଆଇଏସଆଇର ଉଦ୍ୟମ

ସବସ୍କ୍ରାଇବ କରନ୍ତୁ