Advertisment

Rasmita Nayak

ରୋଚକ ହେଉଛି ସୋର ରାଜନୀତି । ନାମାଙ୍କନ ଦାଖଲ କଲେ ବିଜେପି ନେତା ରାଜୁ ଦାସ । ସେପଟେ ପ୍ରାର୍ଥିପତ୍ର ଦାଖଲ ପାଇଁ ସମର୍ଥକଙ୍କ ସହ ରାଲିରେ ଆସିଲେ ପର୍ଶୁରାମ ଧଡ଼ା post image

ରୋଚକ ହେଉଛି ସୋର ରାଜନୀତି । ନାମାଙ୍କନ ଦାଖଲ କଲେ ବିଜେପି ନେତା ରାଜୁ ଦାସ । ସେପଟେ ପ୍ରାର୍ଥିପତ୍ର ଦାଖଲ ପାଇଁ ସମର୍ଥକଙ୍କ ସହ ରାଲିରେ ଆସିଲେ ପର୍ଶୁରାମ ଧଡ଼ା

ବିଜେପିର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେଡି ପ୍ରତିକ୍ରିୟା । କହିଲେ,ସମସ୍ତ ୨୮ ବିଧାନସଭାରେ ବାଜି ମାରିବ ବିଜୁ ଜନତା ଦଳ । post image

ବିଜେପିର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେଡି ପ୍ରତିକ୍ରିୟା । କହିଲେ,ସମସ୍ତ ୨୮ ବିଧାନସଭାରେ ବାଜି ମାରିବ ବିଜୁ ଜନତା ଦଳ ।

ପ୍ରଥମ ପର୍ଯ୍ୟାୟ ଭୋଟ ଦେଲା ଓଡିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ପ୍ରତିଶତ ମତଦାନ । ସେପଟେ ସୁନାବେଡାରୁ ହେଲିକପ୍ଟର ଯୋଗେ ଷ୍ଟ୍ରଙ୍ଗରୁମ୍ ଗଲା ଇଭିଏମ୍ । post image

ପ୍ରଥମ ପର୍ଯ୍ୟାୟ ଭୋଟ ଦେଲା ଓଡିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ପ୍ରତିଶତ ମତଦାନ । ସେପଟେ ସୁନାବେଡାରୁ ହେଲିକପ୍ଟର ଯୋଗେ ଷ୍ଟ୍ରଙ୍ଗରୁମ୍ ଗଲା ଇଭିଏମ୍ ।

ଧୀର ମତଦାନ ପ୍ରକ୍ରିୟାକୁ ନେଇ ମାଲକାନଗିରିରେ ଅସନ୍ତୋଷ । ମତଦାନ କେନ୍ଦ୍ରରୁ ଭୋଟର ଫେରିଯାଉଥିବା ଅଭିଯୋଗ । ସେପଟେ ଭୋଟ୍ ପାଇଁ ଖାଁ ଖାଁ ମାଲକାନଗିରିର ରାସ୍ତାଘାଟ । post image

ଧୀର ମତଦାନ ପ୍ରକ୍ରିୟାକୁ ନେଇ ମାଲକାନଗିରିରେ ଅସନ୍ତୋଷ । ମତଦାନ କେନ୍ଦ୍ରରୁ ଭୋଟର ଫେରିଯାଉଥିବା ଅଭିଯୋଗ । ସେପଟେ ଭୋଟ୍ ପାଇଁ ଖାଁ ଖାଁ ମାଲକାନଗିରିର ରାସ୍ତାଘାଟ ।

ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବିରେ ଭୋଟ ବର୍ଜନ ନିଷ୍ପତି । ସେପଟେ କଳାହାଣ୍ଡି କୋକସରାରେ ନିଜ ଗାଁରେ ବୁଥ୍ ନଥିବାରୁ ଭୋଟ ଦେଲେ ନାହିଁ ଭୋଟର । post image

ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବିରେ ଭୋଟ ବର୍ଜନ ନିଷ୍ପତି । ସେପଟେ କଳାହାଣ୍ଡି କୋକସରାରେ ନିଜ ଗାଁରେ ବୁଥ୍ ନଥିବାରୁ ଭୋଟ ଦେଲେ ନାହିଁ ଭୋଟର ।

ଭୋଟ୍ ଦେଉଛି ଓଡିଶା, ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ । post image

ଭୋଟ୍ ଦେଉଛି ଓଡିଶା, ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ।

ଭୋଟ ଦେଉଛି ଓଡିଶା । କୋଟିଆରେ ରେକର୍ଡ ସଂଖ୍ୟକ ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ । post image

ଭୋଟ ଦେଉଛି ଓଡିଶା । କୋଟିଆରେ ରେକର୍ଡ ସଂଖ୍ୟକ ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ।

ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମହିଳା କାର୍ଡ । ସୋସିଆଲ ମିଡିଆରେ ଜାରି କଲେ ଭିଡିଓ । post image

ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମହିଳା କାର୍ଡ । ସୋସିଆଲ ମିଡିଆରେ ଜାରି କଲେ ଭିଡିଓ ।

କଳାହାଣ୍ଡି କେସିଙ୍ଗାରେ ଭୋଟ୍ ବର୍ଜନ । ରାଜସ୍ୱ ଗାଁ ଘୋଷଣା ନକରାଇବାକୁ ନେଇ ମତଦାନ କେନ୍ଦ୍ରକୁ ଗଲେନି ବାହାଦୂରପଦର ଗ୍ରାମବାସୀ । ସେପଟେ ବିଭିନ୍ନ ସମସ୍ୟା ନେଇ କୋରାପୁଟ ଗ୍ରାମବାସୀ ଦେଲେନି ଭୋଟ । post image

କଳାହାଣ୍ଡି କେସିଙ୍ଗାରେ ଭୋଟ୍ ବର୍ଜନ । ରାଜସ୍ୱ ଗାଁ ଘୋଷଣା ନକରାଇବାକୁ ନେଇ ମତଦାନ କେନ୍ଦ୍ରକୁ ଗଲେନି ବାହାଦୂରପଦର ଗ୍ରାମବାସୀ । ସେପଟେ ବିଭିନ୍ନ ସମସ୍ୟା ନେଇ କୋରାପୁଟ ଗ୍ରାମବାସୀ ଦେଲେନି ଭୋଟ ।

ନବରଙ୍ଗପୁର ପ୍ରଶାସନ ତରଫରୁ ଭୋଟରଙ୍କ ପାଇଁ ତିଆରି ହେଇଛି ଇକୋ ଫ୍ରେଣ୍ଡଲି ବୁଥ୍ । ଖଜୁରୀ ଗଛରେ ତିଆରି ହେଇଛି ଛାଉଣୀ । ଝୁଲୁଛି ବାୟା ଚଢେଇ ବସା । post image

ନବରଙ୍ଗପୁର ପ୍ରଶାସନ ତରଫରୁ ଭୋଟରଙ୍କ ପାଇଁ ତିଆରି ହେଇଛି ଇକୋ ଫ୍ରେଣ୍ଡଲି ବୁଥ୍ । ଖଜୁରୀ ଗଛରେ ତିଆରି ହେଇଛି ଛାଉଣୀ । ଝୁଲୁଛି ବାୟା ଚଢେଇ ବସା ।

ସବସ୍କ୍ରାଇବ କରନ୍ତୁ