ଦିବ୍ୟାଙ୍ଗଙ୍କ ପାଇଁ ମୋଟରାଇଜ ଟ୍ରାଇସାଇକେଲ । ଥରେ ଚାର୍ଜ କଲେ ଗଡିଯିବ ୫୦ କିଲୋମିଟର । ଜାଣନ୍ତୁ କେତେ ଅଛି ମୂଲ୍ୟ ?

କନକ ବ୍ୟୁରୋ: ହାତରେ ପେଡାଲ ମାରି ମାରି ଆଉ ରାସ୍ତାରେ ପରିଶ୍ରମ କରିବେନି ଦିବ୍ୟାଙ୍ଗ କି ଉଠାଣି ଜାଗାରେ ଦମ ଲଗାଇ ଅଣନିଶ୍ୱାସୀ ହୋଇଯିବେନି ଦିବ୍ୟାଙ୍ଗ ବ୍ୟକ୍ତି । କାରଣ ସେମାନଙ୍କ ସବୁ ସମସ୍ୟାର ସମାଧାନ କରିବ ଏ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ । ଯେଉଁଥିଲେ ବାଇକ ଭଳି ଚାବି ଅନ କରି ଖାଲି…

ଶୀତ: କାହା ପାଇଁ କମ୍ବଳ ତଳର ସୁଖନିଦ୍ରାର ସୁଯୋଗ, କାହା ପାଇଁ ତାଲିବାନୀ ଶାସନଠୁ କମ ନୁହେଁ । ଫୁଙ୍ଗୁଳା ଫୁଟପାଥରୁ…

କନକ ବ୍ୟୁରୋ: ଶୀତ ଆସିଛି... ତମ ସହରକୁ, ମୋ ସହରକୁ । ନିପଟ ମଫସଲିର ଗାଁ ଗହୀରକୁ । ଶୀତ ଆସିଛି ବୋଲି ତ ଓଠ ଖୋଜୁଛି ଓଷୁମ ଚା । ଦେହକୁ ଦରକାର ହେଉଛି ସାଲ, ସ୍ୱେଟର । ରାତିର ବୟସ ବଢିବା କ୍ଷଣି ବଳଶାଳୀ ହୁଏ ଶୀତ । ଶୀତ ୧୪୪ ଲଗାଏ, କାଲୁଆ କାକର ସହ ଜାଡ ବି ଜାରି କରେ କର୍ଫ୍ୟୁ । ସାଧାରଣ…

ଜିତିଗଲା କ୍ୟାନସର, ହାରିଗଲା କୁନିଝିଅ । କର୍କଟ ସହ ଲଢି ଲଢି ସବୁଦିନ ପାଇଁ ଆଖି ବୁଜିଦେଲା ୬ ବର୍ଷର ଆୟେସା ।

କନକ ବ୍ୟୁରୋ: ତା ଆଖିର ଅସୁମାରୀ ଆଶା ସବୁଦିନ ପାଇଁ ଉଭେଇଗଲା । ତା ମନରେ ବସା ବାନ୍ଧିଥିବା ସୁନେଲୀ ଭବିଷ୍ୟତର ସ୍ୱପ୍ନ ସମାଧି ନେଇଗଲା । ଜୀବନ- ମୃତ୍ୟୁ ମଝିରେ ରହି ମୃତ୍ୟୁକୁ ଜିତିବାର ଯେଉଁ ଯୁଦ୍ଧ କରୁଥିଲା ସେହି ଯୁଦ୍ଧରେ ସେ ସବୁଦିନ ପାଇଁ ହାରିଗଲା । ଜିତିଗଲା କ୍ୟାନସର, ହାରିଗଲା…

ବାହାଘରର ୬ ମାସ ପରେ ମଥାରୁ ଲିଭିଗଲା ସିନ୍ଦୂର । ଗୁଡି ସୂତା କାଟିଦେଲା ସ୍ୱାମୀଙ୍କ ବେକ । ସ୍ତ୍ରୀ ଆଗରେ ଚାଲିଗଲେ…

କନକ ବ୍ୟୁରୋ: ଦିନେ ସମ୍ପର୍କର ସୂତାରେ ଛନ୍ଦାଛନ୍ଦି ହୋଇ ଆରମ୍ଭ ହୋଇଥିଲା ନୂଆ ସଂସାର । ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରୁ ଲିଭିନି ବାହାଘର ତାରିଖ କି ଲିଭିନି ଦୁହିଁଙ୍କ ନାଁ । ସସ୍ମିତାଙ୍କ ପାଖରେ ଲେଖାଅଛି ଜୟନ୍ତଙ୍କ ନାଁ । ହେଲେ ସତ ସତିକା ଜୀବନରେ…

ବେକ କାଟିଦେଲା ଗୁଡି ସୂତା । ସ୍ତ୍ରୀ ଆଗରେ ଆଖି ବୁଜିଲା ସ୍ୱାମୀ । କଟକ ପୀରବଜାର ଅଞ୍ଚଳରେ ଅଘଟଣ ।

କନକ ବ୍ୟୁରୋ: ଗୁଡି ସୂତାରେ ବେକକଟି ଯୁବକ ମୃତ । କଟକ ଜଗତପୁର ପୀରବଜାର ଅଞ୍ଚଳରେ ଅଘଟଣ । ବାଇକରେ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଲାଗିଗଲା ସୂତା । ଗୁଡି ସୂତା ଲାଗି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଗତପୁର ଥାନାରେ ଏତଲା । ତେବେ କଟକ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ…

ଅଳିଆ ଉଠାଉଛନ୍ତି, ପରିବେଶର ଯତ୍ନ ନେଉଛନ୍ତି । ମହିଳାମାନେ ସାଜିଛନ୍ତି ସ୍ୱଚ୍ଛତାର ସାକ୍ଷାତ ଦେବୀ, ସ୍ୱଚ୍ଛ ସବାରୀର…

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଏବେ ସବୁଠି ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ପ୍ରକୃତି, ପରିବେଶ ସନ୍ତୁଳନ ହରାଇଲେ ତାର ସିଧାସଳଖ ପ୍ରଭାବ ପଡୁଛି ମଣିଷ ସମାଜ ଉପରେ ଆଉ ପ୍ରାକୃତିକ ବିପର୍ଯ୍ୟୟର ସଜା ଭୋଗୁଛି ମଣିଷ । ଯେତେ ସଚେତନତା ସୃଷ୍ଟି କଲେ ବି ସୁଧୁରୁ ନାହାନ୍ତି କେହି । ତେଣୁ…