Advertisment

Pranjna Parimita Behera

କରୋନା କବଳରେ ଦିଲ୍ଲୀ । ମୁମ୍ବାଇକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ନୂଆ ୩ ହଜାର ୭ଶହ ୮୮ ମାମଲା, ୬୪ ନୂଆ ମୃତ୍ୟୁ । ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭୦ ହଜାର । post image

କରୋନା କବଳରେ ଦିଲ୍ଲୀ । ମୁମ୍ବାଇକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ନୂଆ ୩ ହଜାର ୭ଶହ ୮୮ ମାମଲା, ୬୪ ନୂଆ ମୃତ୍ୟୁ । ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭୦ ହଜାର ।

ପରିଣତ ବୟସରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଆଶ୍ରୟ । ଭୋକ ଉପାସରେ ଦିନ କାଟୁଛନ୍ତି କୋରେଇ ବ୍ଲକର ସୁଲୋଚନା । ସରକାରୀ ଯୋଜନା ସାତସପନ । ଗ୍ରାମବାସୀଙ୍କ ହାତ ଟେକାରେ ପୁରୁଛି ପେଟ ।  post image

ପରିଣତ ବୟସରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଆଶ୍ରୟ । ଭୋକ ଉପାସରେ ଦିନ କାଟୁଛନ୍ତି କୋରେଇ ବ୍ଲକର ସୁଲୋଚନା । ସରକାରୀ ଯୋଜନା ସାତସପନ । ଗ୍ରାମବାସୀଙ୍କ ହାତ ଟେକାରେ ପୁରୁଛି ପେଟ । 

ଗଲୱାନ ଘାଟିରେ ବଙ୍କର ତିଆରି କରୁଛି ଚୀନ୍ । ସାଟେଲାଇଟ୍ ଫଟୋରୁ ଜଣାପଡିଲା ଡ୍ରାଗନର ଚାଲ୍ । ପୂର୍ବ ଲଦାଖରେ ମୁତୟନ ଅଛନ୍ତି ଚୀନର ୧୦ ହଜାରରୁ ଅଧିକ ଯବାନ । ଭାରୀ ତୋପ ସହିତ ପ୍ରସ୍ତୁତ ହେଉଛି ସଶସ୍ତ୍ର ବାହିନୀ । post image

ଗଲୱାନ ଘାଟିରେ ବଙ୍କର ତିଆରି କରୁଛି ଚୀନ୍ । ସାଟେଲାଇଟ୍ ଫଟୋରୁ ଜଣାପଡିଲା ଡ୍ରାଗନର ଚାଲ୍ । ପୂର୍ବ ଲଦାଖରେ ମୁତୟନ ଅଛନ୍ତି ଚୀନର ୧୦ ହଜାରରୁ ଅଧିକ ଯବାନ । ଭାରୀ ତୋପ ସହିତ ପ୍ରସ୍ତୁତ ହେଉଛି ସଶସ୍ତ୍ର ବାହିନୀ ।

୫ ହଜାର ସେବାୟତଙ୍କ ହେବ କୋଭିଡ୍‌ ଟେଷ୍ଟ । ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ନୀତିକାନ୍ତି ।  ବାହୁଡ଼ାରେ ସେବାୟତଙ୍କ ସହ ପୁଲିସ ଟାଣିବେ ରଥ post image

୫ ହଜାର ସେବାୟତଙ୍କ ହେବ କୋଭିଡ୍‌ ଟେଷ୍ଟ । ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ନୀତିକାନ୍ତି । ବାହୁଡ଼ାରେ ସେବାୟତଙ୍କ ସହ ପୁଲିସ ଟାଣିବେ ରଥ

ନଦୀ ଉପରେ ସେତୁ ବାନ୍ଧିଲେ ପ୍ରବାସୀ : ପ୍ରାଶାସନିକ ଅଧିକାରୀ କି ରାଜନେତା, କେହି ବି ଶୁଣିଲେନି, ନିଜେ ଶ୍ରମଦାନ କରି ନଦୀ ଉପରେ ୫୦ ଫୁଟ ଉଚ୍ଚ ବାଉଁଶ ପୋଲ ଛିଡ଼ା କଲେ ଭିଟାମାଟିକୁ ଫେରିଥିବା ପ୍ରବାସୀ post image

ନଦୀ ଉପରେ ସେତୁ ବାନ୍ଧିଲେ ପ୍ରବାସୀ : ପ୍ରାଶାସନିକ ଅଧିକାରୀ କି ରାଜନେତା, କେହି ବି ଶୁଣିଲେନି, ନିଜେ ଶ୍ରମଦାନ କରି ନଦୀ ଉପରେ ୫୦ ଫୁଟ ଉଚ୍ଚ ବାଉଁଶ ପୋଲ ଛିଡ଼ା କଲେ ଭିଟାମାଟିକୁ ଫେରିଥିବା ପ୍ରବାସୀ

ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ସୂଚନା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ଫେରିଯିବ ମୌସୁମୀ । post image

ଓଡ଼ିଶାରେ ମୌସୁମୀ ଦୁର୍ବଳ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ରକ୍ଷକ ଯେବେ ଭକ୍ଷକ ସାଜେ . . .ସୁନ୍ଦରଗଡରେ ଅଭାବନୀୟ ଘଟଣା । ଦୁଷ୍କର୍ମ ପୀଡିତାଙ୍କୁ ଉଦ୍ଧାର କରି ଦୁଷ୍କର୍ମ କଲେ ଥାନା ଅଧିକାରୀ । ଥାନାରେ ଏତଲା ଦେଲେ ଶିଶୁ ମଙ୍ଗଳ ଅଧିକାରୀ । ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା । post image

ରକ୍ଷକ ଯେବେ ଭକ୍ଷକ ସାଜେ . . .ସୁନ୍ଦରଗଡରେ ଅଭାବନୀୟ ଘଟଣା । ଦୁଷ୍କର୍ମ ପୀଡିତାଙ୍କୁ ଉଦ୍ଧାର କରି ଦୁଷ୍କର୍ମ କଲେ ଥାନା ଅଧିକାରୀ । ଥାନାରେ ଏତଲା ଦେଲେ ଶିଶୁ ମଙ୍ଗଳ ଅଧିକାରୀ । ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ।

ଜୁଲାଇ ମାସରେ ଅଧିକ ରହିବ କରୋନା ସଂକ୍ରମଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ । ଅଧିକାଂଶ ଆକ୍ରାନ୍ତ ଲକ୍ଷଣବିହୀନ । ଅଧିକ ଟେଷ୍ଟ ହେଲେ ହୋଇପାରିବେ ଅଧିକ ସଂକ୍ରମିତ ଚିହ୍ନଟ ।  post image

ଜୁଲାଇ ମାସରେ ଅଧିକ ରହିବ କରୋନା ସଂକ୍ରମଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ । ଅଧିକାଂଶ ଆକ୍ରାନ୍ତ ଲକ୍ଷଣବିହୀନ । ଅଧିକ ଟେଷ୍ଟ ହେଲେ ହୋଇପାରିବେ ଅଧିକ ସଂକ୍ରମିତ ଚିହ୍ନଟ । 

ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ଥିବାରୁ ଶ୍ରୀକ୍ଷେତ୍ର ନଯିବାକୁ ଅନୁରୋଧ post image

ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ଥିବାରୁ ଶ୍ରୀକ୍ଷେତ୍ର ନଯିବାକୁ ଅନୁରୋଧ

ଗଞ୍ଜାମର ସମସ୍ତ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ୧୦ ଦିନ ପାଇଁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ,କିଛି ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ post image

ଗଞ୍ଜାମର ସମସ୍ତ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ୧୦ ଦିନ ପାଇଁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ,କିଛି ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ

ସବସ୍କ୍ରାଇବ କରନ୍ତୁ