ଅନ୍‌ଲାଇନ୍‌ ଶିକ୍ଷାର ଅଜଣା ଦିଗ । ୨୭% ବିଦ୍ୟାର୍ଥୀଙ୍କ ଫୋନ୍‌ ନାହିଁ । ୨୮% ଭୋଗୁଛନ୍ତି ବିଜୁଳି ସମସ୍ୟା

କନକ ବ୍ୟୁରୋ : ମହାମାରୀ କୋଭିଡ୍‌ ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଏଥିଯୋଗୁଁ ଚଳିତବର୍ଷ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ଶିକ୍ଷାଗ୍ରହଣ ସୁଯୋଗ ହରାଇବାକୁ ପଡ଼ିଛି। ତେବେ କେତେକାଂଶରେ ଏହାର ଭରଣା ପାଇଁ ସରକାର ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ଉପଲବ୍‌ଧ…

ରାଜ୍ୟରେ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ । ଚିନ୍ତା ବଢାଉଛି ଖୋର୍ଦ୍ଧା, ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୫୨୪ ପଜିଟିଭ ।…

କନକ ବ୍ୟୁରୋ : ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮ଶହ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଟି ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ୨୮ ଶହ ୯୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭ଶହ ୯୨ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୧ଶହ ୬ଜଣ ଅଛନ୍ତି । ଖୋର୍ଦ୍ଧାରେ…

ପୁଣି ରେକର୍ଡ ଟେଷ୍ଟିଂ । ୨୪ ଘଂଟାରେ ରାଜ୍ୟରେ ୫୩ ୪୭୮ କରୋନା ନମୁନା ପରୀକ୍ଷା । ଆଂଟିଜେନ ଟେଷ୍ଟ ୪୭ ହଜାରରୁ ଅଧିକ ।…

କନକ ବ୍ୟୁରୋ : ରାଜ୍ୟରେ ପୁଣି ରେକର୍ଡ ଟେଷ୍ଟ ହୋଇଛି । ୨୪ ଘଂଟାରେ   ସର୍ବାଧିକ ୫୩ ହଜାର ୪୭୮ ନମୁନା ପରୀକ୍ଷା କରାଯାଇଛି ।  ଏଥିରୁ ୪୭ ହଜାର ୫୧୨  ଆଂଟିଜେନ ଟେଷ୍ଟ ହୋଇଥିବାବେଳେ  ୫ ହଜାର ୮ ଶହ ୪୯ ଆରଟିପିସିଆର  ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି…

ହୋଟେଲରେ ରହିପାରିବେ କରୋନା ଆକ୍ରାନ୍ତ । କେବଳ ମାଗଣା ଚିକିତ୍ସା ମିଳିବ ହୋଟେଲରେ, ରହିବା ଓ ଖାଇବା ଖର୍ଚ୍ଚ ନିଜେ…

କନକ ବ୍ୟୁରୋ : ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ରାଜଧାନୀ ତୁଳନାରେ ବାହାର ଜିଲ୍ଲାର ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ଏବେ କୋଭିଡ୍‌ କେୟାର ହୋମ୍ ବା କୋଭିଡ୍‌ କେୟାର ସେଣ୍ଟରରେ ରଖାଯାଉଛି । କିଛି ଲୋକ ହୋମ୍ ଆଇସୋଲେସନରେ ରହୁଛନ୍ତି। କିନ୍ତୁ ଦିନକୁ ଦିନ…

ଗୃହରକ୍ଷୀଙ୍କ ଦୈନିକ ଭତ୍ତା ଏଣିକି ୫୩୩ ଟଙ୍କା । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଲାଗୁ ହେବ

କନକ ବ୍ୟୁରୋ : ଗୃହରକ୍ଷୀମାନଙ୍କୁ ଦୈନିକ ୫୩୩ ଟଙ୍କା ଭତ୍ତା ପ୍ରଦାନ କରିବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହାକୁ ଲାଗୁ କରିବା ଲାଗି କୁହାଯାଇଛି। ଏ ବାବଦ ବକେୟା ଅର୍ଥ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ।…

ନିଯୁକ୍ତି ଆଶାୟୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ । ନକଲି ନିଯୁକ୍ତି ୱେବସାଇଟ୍ ଖୋଲି ଲୁଟୁଛନ୍ତି ସାଇବର ଠକ ।…

କନକ ବ୍ୟୁରୋ : ଆପଣ ନିଯୁକ୍ତି ଆଶାରେ ସାଇନ୍‌ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍‌ ଜର୍ମାନିରୁ ନିୟନ୍ତ୍ରଣ କରାଯାଉଛି। ଆଉ ପ୍ରାର୍ଥୀଙ୍କ…