Advertisment

Mukesh Sahu

ଲୋକଙ୍କ ପାଇଁ କଟକଣା, ହେଲେ ନେତାଙ୍କ ପାଇଁ ସାହାଣ ମେଲା । ସରକାରଙ୍କ ଗାଇଡଲାଇନ୍ ଭାଙ୍ଗି ସମାବେଶ କଲେ ବିଜେଡି-ବିଜେପି । post image

ପ୍ରାଇମ ଟାଇମ ବୁଲେଟିନ : ୨୫/୧୨/୨୦୨୧

ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ । ଓଲଟା ଯୁବତୀଙ୍କ ନାଁରେ ରୁଜୁ ହେଲା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୪ ଅଭିଯୁକ୍ତ । post image

ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ । ଓଲଟା ଯୁବତୀଙ୍କ ନାଁରେ ରୁଜୁ ହେଲା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୪ ଅଭିଯୁକ୍ତ ।

ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଲାଗିଲା ରୋକ୍ । ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । post image

ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଲାଗିଲା ରୋକ୍ । ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ ।

ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଅନୁଧ୍ୟାନ ପାଇଁ ୧୦ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍ । post image

ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଅନୁଧ୍ୟାନ ପାଇଁ ୧୦ଟି ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍ ।

ଲୋକଙ୍କ ପାଇଁ କଟକଣା, ହେଲେ ନେତାଙ୍କ ପାଇଁ ସାହାଣ ମେଲା । ସରକାରଙ୍କ ଗାଇଡଲାଇନ୍ ଭାଙ୍ଗି ସମାବେଶ କଲେ ବିଜେଡି-ବିଜେପି । post image

ଲୋକଙ୍କ ପାଇଁ କଟକଣା, ହେଲେ ନେତାଙ୍କ ପାଇଁ ସାହାଣ ମେଲା । ସରକାରଙ୍କ ଗାଇଡଲାଇନ୍ ଭାଙ୍ଗି ସମାବେଶ କଲେ ବିଜେଡି-ବିଜେପି ।

ଏସଆରସିଙ୍କ ଗାଇଡଲାଇନ ପରିବର୍ତ୍ତନକୁ ନେଇ ଉଠିଲା ପ୍ରଶ୍ନ । ବିଜେଡି ସମାବେଶ ପାଇଁ ବଦଳିଲା କି ନିୟମ ? post image

ଏସଆରସିଙ୍କ ଗାଇଡଲାଇନ ପରିବର୍ତ୍ତନକୁ ନେଇ ଉଠିଲା ପ୍ରଶ୍ନ । ବିଜେଡି ସମାବେଶ ପାଇଁ ବଦଳିଲା କି ନିୟମ ?

ଅଣ୍ଡର-୧୯ ଏସିଆ କପ୍: ଭାରତକୁ ୨ ୱିକେଟରେ ହରାଇଲା ପାକିସ୍ତାନ । post image

ଅଣ୍ଡର-୧୯ ଏସିଆ କପ୍: ଭାରତକୁ ୨ ୱିକେଟରେ ହରାଇଲା ପାକିସ୍ତାନ ।

୯୭ ବର୍ଷ ବୟସରେ ବି ପୂରା ଫିଟ୍ ଅଛନ୍ତି ନିରଞ୍ଜନ ମଉସା । ସବୁ କାମ ସହଜରେ କରିପାରୁଛନ୍ତି, ପ୍ରତିଦିନ ଯୋଗ କରି ନିଜକୁ ସୁସ୍ଥ ରଖିଛନ୍ତି । post image

୯୭ ବର୍ଷ ବୟସରେ ବି ପୂରା ଫିଟ୍ ଅଛନ୍ତି ନିରଞ୍ଜନ ମଉସା । ସବୁ କାମ ସହଜରେ କରିପାରୁଛନ୍ତି, ପ୍ରତିଦିନ ଯୋଗ କରି ନିଜକୁ ସୁସ୍ଥ ରଖିଛନ୍ତି ।

JSW ପ୍ରକଳ୍ପକୁ କିଏ ଦେଉଛି ସମର୍ଥନ କିଏ କରୁଛି ବିରୋଧ । ପୁଲିସ ସହ ଗ୍ରାମବାସୀ ମୁହାଁମୁହିଁ ହେବା ପରେ ବଦଳୁଛି ଚିତ୍ର । post image

JSW ପ୍ରକଳ୍ପକୁ କିଏ ଦେଉଛି ସମର୍ଥନ କିଏ କରୁଛି ବିରୋଧ । ପୁଲିସ ସହ ଗ୍ରାମବାସୀ ମୁହାଁମୁହିଁ ହେବା ପରେ ବଦଳୁଛି ଚିତ୍ର ।

ରାଜ୍ୟପାଳଙ୍କ ନଜରକୁ ଆସିଲା ସୁମିତ-ତପସ୍ୱିନୀ ବିବାଦ । ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । post image

ରାଜ୍ୟପାଳଙ୍କ ନଜରକୁ ଆସିଲା ସୁମିତ-ତପସ୍ୱିନୀ ବିବାଦ । ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

ସବସ୍କ୍ରାଇବ କରନ୍ତୁ