Advertisment
Manini Pattanayak profile image

Manini Pattanayak

maoist 44

ଛତିଶଗଡ଼ ବିଜାପୁରରେ ଏନ୍‌କାଉଣ୍ଟର ପରର ଭୟଙ୍କର ଦୃଶ୍ୟ । ଜଙ୍ଗଲ ଭିତରେ ଛିନ୍‌ଛତ୍ର ହୋଇ ଯାଇଛି ମାଓ କ୍ୟାମ୍ପ ।

ରାଜଧାନୀରେ ବଡ଼ ଦୁର୍ଘଟଣା

ଟଙ୍କପାଣୀ ରୋଡ୍‌ ସାଇ ମନ୍ଦିର ନିକଟରେ ବାଇକ୍‌କୁ ପିଟିଲା କାର । ଘଟଣାସ୍ଥଳରେ ୩ ବାଇକ୍ ଆରୋହୀ ମୃତ ।

ସାରା ବିଶ୍ବରେ ସୁନା ମହଙ୍ଗା

ସାରା ବିଶ୍ବରେ ବଢୁଛି ସୁନା ଦର । ୮୮ହଜାର ପାର କଲା ୨୪ କ୍ୟାରେଟ୍ ସୁନା ।

ପଶିଲା BMW  କାର

ବାଡ଼ ଭାଙ୍ଗି ଘରେ ପଶିଗଲା BMW କାର  । ଶୋଇଥିବାବେଳେ ପଶିଗଲା କାର   ।

୭୦ଥର ଛୁରି ଭୁଷିଲା ନାତି

ସମ୍ପତି ଲୋଭରେ ଜେଜେବାପାଙ୍କୁ ୭୦ଥର ଛୁରି ଭୁଷିଲା ନାତି । ମା’କୁ ବି ଛାଡିଲାନି ଅଭିଯୁକ୍ତ ପୁଅ ।

ଏପଟେ ବୁଡ, ସେପଟେ ଭିଡ଼

ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ପ୍ରୟାଗରାଜରେ ପ୍ରବଳ ଭିଡକୁ ନେଇ ଯୋଗୀ ସରକାରଙ୍କ ଉପରେ ସପାର ପ୍ରଶ୍ନ ।

ଦିଲ୍ଲୀରେ ଚାଲିବ କାହାର ଦରବାର?

ଦିଲ୍ଲୀରେ ୨୭ ବର୍ଷ ପରେ ସରକାର ଗଢ଼ିବ ବିଜେପି । କିଏ ହେବ ରାଜଧାନୀର ମୁଖ୍ୟମନ୍ତ୍ରୀ, ସାରା ଦେଶର ନଜର..

ନାଚି ନାଚି ଟଳି ପଡ଼ିଲେ

ନାଚୁ ନାଚୁ ଟଳିପଡ଼ିଲେ ଯୁବତୀ । ସମ୍ପର୍କୀୟଙ୍କ ବିବାହ ସମାରୋହରେ ନାଚୁଥିବା ବେଳେ ଚାଲିଗଲା ଜୀବନ ।

ବିସ୍ଥାପନ ବିରୋଧରେ ଆନ୍ଦୋଳନ

ଏନଟିପିସି ପାୱାର ପ୍ଲାଣ୍ଟ ଆଗରେ ଧାରଣା । ବିସ୍ଥାପନ ବିରୋଧରେ ପ୍ଲାଣ୍ଟକୁ ବନ୍ଦ କଲେ ସ୍ଥାନୀୟ ଲୋକ ।

ନବ ବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ।

ସବସ୍କ୍ରାଇବ କରନ୍ତୁ