Advertisment
Manini Pattanayak profile image

Manini Pattanayak

ଏନକାଉଣ୍ଟର ପରେ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼ ବିଜାପୁରରେ ମାଓ ଏନକାଉଣ୍ଟର ଘଟଣା । ସର୍ଚ୍ଚ ଅପରେଶନରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ।

୩୧ ମାଓବାଦୀ ସଫା ।

ଛତିଶଗଡର ବିଜାପୁରରେ ବଡ ଏନକାଉଣ୍ଟର । ୩୧ ମାଓବାଦୀ ସଫା ।

ବାରବାଟୀ ବଡ଼ ଲଢ଼େଇ

ବାରବାଟୀରେ ବଡ ଲଢେଇ ।  ଟସ୍ ଜିତିଲା ଇଂଲଣ୍ଡ, ଫିଲ୍ଡିଂ କରିବ ଭାରତ ..

ମାତିଛି ପାଗଳା କୁକୁର

ପାଗଳା କୁକୁର ଆତଙ୍କ । ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଝୁଣୁଛି ।

ବାରବାଟୀରେ ପହଞ୍ଚିଲେ ଖେଳାଳି ବାରବାଟୀରେ ପହଞ୍ଚିଲେ ଖେଳାଳି

କଟକ ବାରବାଟୀରେ ପହଞ୍ଚିଲେ ଖେଳାଳି । କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସ୍‌ ଯୋଗେ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି  ।

   ବାହାରିଲେ ଖେଳାଳି

ମେଫେୟାରରୁ ବାହାରିଲା ଇଣ୍ଡିଆ ଟିମ୍‌ । ଏପଟେ ଷ୍ଟାଡିଅମ ଭିତରକୁ ପ୍ରବେଶ କରୁଛନ୍ତି ଦର୍ଶକ ।

ଇସ୍ତଫା ଦେଲେ ଆତିଶୀ

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର  ।

ଇସ୍ତଫା ଦେବେ ଆତିଶୀ

ଆପ ପରାଜୟ ପରେ ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଦେବେ ଇସ୍ତଫା ପତ୍ର  ।

ଆତଙ୍କ ଖେଳାଇଛି ଆହତ ଦନ୍ତା।

ଗ୍ରାମରେ ଆତଙ୍କ ଖେଳାଇଛି ଆହତ ଦନ୍ତା । ଗାଁ ମଝିରେ ପଶି ଲୋକଙ୍କୁ ଗୋଡାଉଛି ।

ମହାକୁମ୍ଭରେ ସ୍ନାନ କରିଲେ ୪୧ କୋଟି

ମହାକୁମ୍ଭରେ ଲାଗିଛି ଭିଡ ।  ଏପର୍ଯ୍ୟନ୍ତ ସ୍ନାନ କରିଲେଣି ୪୧ କୋଟି ଶ୍ରଦ୍ଧାଳୁ  ।

ସବସ୍କ୍ରାଇବ କରନ୍ତୁ