Advertisment
Manini Pattanayak profile image

Manini Pattanayak

ଆଖି ବୁଜିଲା କଲରାପତରିଆ

ଅଜ୍ଞାତ ଗାଡ଼ି ଧକ୍କାରେ ଆଖି ବୁଜିଲା କଲରାପତରିଆ । ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ।

ଭିଜିଲାନ୍ସ ଜାଲରେ ୨ କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । କୃଷି ବିଭାଗର ଦୁଇ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ ।

ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲି ରାମଲାଲାଙ୍କ ଦର୍ଶନ କରିବେ ।

ପାଗଳ କୁକୁର ଆତଙ୍କ

ବାଲେଶ୍ବର ଭୋଗରାଇରେ ପାଗଳ କୁକୁର ଆତଙ୍କ । ଗୋଡାଇ ଗୋଡାଇ ୬ ଜଣଙ୍କୁ କାମୁଡି କଲାଣି ଘାଇଲା ।

ପଙ୍କଜ ଲୋଚନ ଓସିଏ ସଭାପତି ।

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ । ଏକମାତ୍ର ପ୍ରାର୍ଥୀ ଭାବେ  ଦାଖଲ କରିଥିଲେ ନାମାଙ୍କନ ।

ଟସ୍‌ ଜିତିଲା ପାକିସ୍ତାନ

ଚାମ୍ପିୟନ୍‌ ଟ୍ରଫି : ଟସ୍‌ ଜିତିଲା ପାକିସ୍ତାନ, ବୋଲିଂ କରିବ ଭାରତ ।

ଜାଗରରେ ଜଳିବ ଲକ୍ଷେ ଦୀପ

ମହାଶିବରାତ୍ରି ପାଇଁ ମହାଦେବ ମନ୍ଦିରରେ ପ୍ରସ୍ତୁତି । ଜାଗରରେ ଭୋଗରାଇ ଭୁଷଣ୍ଡେଶ୍ବରଙ୍କ ପୀଠରେ ଜଳିବ ୧ ଲକ୍ଷ ଦୀପ ।

କାଉଣ୍ଟଡାଉନ୍ ଆରମ୍ଭ

ଭାରତ ପାକିସ୍ତାନ ମ୍ୟାଚ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଦୁବାଇରେ ଦୁଇ ଏସୀୟ ମହାଶକ୍ତିଙ୍କ ମଧ୍ୟରେ ମହାମୁକାବିଲା ।

ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି

ତେଲେଙ୍ଗାନାରେ ସୁଡ଼ଙ୍ଗରେ ଫସିଛନ୍ତି ୮ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଆକାଶରେ ଉଡିଲା ଓଟୋ ।

ଆକାଶରେ ଉଡିଲା ଓଟ । ଭିଡିଓ କରିବାକୁ ଲାଗିଲେ ଲୋକେ ।

ସବସ୍କ୍ରାଇବ କରନ୍ତୁ