Advertisment
Manini Pattanayak profile image

Manini Pattanayak

ହାଜର ହେବେ ଦୀପାଳି-ବିଶାଳ

ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ ।

ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ । ଜଣେ ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ..

କଣାସ ଝାଡ଼ାବାନ୍ତି: ହାଜର ହେବେ ସଚିବ

ଦୟାନଦୀର ଦୂଷିତ ପାଣି ପିଇ ମୃତ୍ୟୁ ଅଭିଯୋଗ ଘଟଣା ।  ଆଜି ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ହାଜର ହେବେ ଅଧିକାରୀ ।

ମାଛ ଗୋଟାକୁ ଲକ୍ଷେ ଟଙ୍କା

ମାଛ କଲା ଲକ୍ଷପତି । ଜାଲରେ ପଡିଥିବା ୨ କୁଇଣ୍ଟାଲ ମାଛକୁ ବିକି ମାଲାମାଲ ମତ୍ସ୍ୟଜୀବୀ ।

ବାହା ହେଉଥିଲେ ସ୍ବାମୀ, ଉଠାଇନେଲା ସ୍ତ୍ରୀ

ପ୍ରଥମ ସ୍ତ୍ରୀ, ସନ୍ତାନକୁ ଛାଡି ଦ୍ବିତୀୟ ବିବାହ କରୁଥିଲା ସ୍ବାମୀ: ବିବାହ ବେଦୀରୁ ସ୍ବାମୀକୁ ଉଠାଇ ଆଣିଲା ପତ୍ନୀ ।

ମାସକର ଶିଶୁକୁ ୪୦ ଚେଙ୍କ

ଆଜି ବି ଅନ୍ଧବିଶ୍ବାସରେ ବନ୍ଧା ମଣିଷ, ଅସୁସ୍ଥ ଥିବା ମାସକର ଶିଶୁକୁ ୪୦ରୁ ଅଧିକ ଚେଙ୍କ ଦେଲେ ବାପା ମା'..

ଖଲ୍ଲିକୋଟରେ ଧରାପଡ଼ିଲେ ରାଜଧାନୀ ଚୋର

ଖଲ୍ଲିକୋଟରେ ଧରାପଡ଼ିଲେ ଭୁବନେଶ୍ବର ଲୁଟେରା । ଚୋରି କରିବାକୁ ଯାଇଥିବାବେଳେ କାବୁ କଲେ ଗ୍ରାମବାସୀ ।

ମହଙ୍ଗା ପଡ଼ିଲା ଡିପଫେକ ମହଙ୍ଗା ପଡ଼ିଲା ଡିପଫେକ

ଯୁବକଙ୍କୁ ମହଙ୍ଗା ପଡିଲା ଡିପଫେକ ଭିଡ଼ିଓ । ମହିଳାଙ୍କ ଫଟୋକୁ ଡିପଫେକ୍ ଏଡିଟିଙ୍ଗ କରି ଗିରଫ ହେଲେ ଯୁବକ ।

୯ଦିନରେ ୪୦୦ ଲକ୍ଷପତି ଦିଦି

ସରିଲା ସୁଭଦ୍ରାଶକ୍ତି ମେଳା, ୯ ଦିନରେ ୪00 ମହିଳା ବନିଲେ ଲକ୍ଷପତି ଦିଦି ।

ସେମିରେ ଭାରତ-ଅଷ୍ଟ୍ରେଲିଆ ଟକ୍କର

ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ । ଟିମ ଇଣ୍ଡିଆର ସ୍ପିନ ବୋଲିଂ ଆଗରେ ହାର ମାନିଲା କିୱି ଟିମ ..

ସବସ୍କ୍ରାଇବ କରନ୍ତୁ