Advertisment

Kanak News Bureau

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା । ଝାରସୁଗୁଡାରୁ ଅମିତା ବିଶ୍ୱାଳ, କେନ୍ଦ୍ରାପଡାରୁ ସିପ୍ରା ମଲ୍ଲିକ, ଓ ନିମାପଡାରୁ ସିଦ୍ଧାର୍ଥ ରାଉତରାୟଙ୍କୁ ଟିକେଟ୍ । post image

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା । ଝାରସୁଗୁଡାରୁ ଅମିତା ବିଶ୍ୱାଳ, କେନ୍ଦ୍ରାପଡାରୁ ସିପ୍ରା ମଲ୍ଲିକ, ଓ ନିମାପଡାରୁ ସିଦ୍ଧାର୍ଥ ରାଉତରାୟଙ୍କୁ ଟିକେଟ୍ ।

କେନ୍ଦୁଝର ଲୋକସଭା ସହ ତିନି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପଢ଼ନ୍ତୁ କାହାକୁ ମିଳିଲା କେଉଁଠି ଲଢ଼ିବାକୁ ଟିକେଟ୍... post image

କେନ୍ଦୁଝର ଲୋକସଭା ସହ ତିନି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପଢ଼ନ୍ତୁ କାହାକୁ ମିଳିଲା କେଉଁଠି ଲଢ଼ିବାକୁ ଟିକେଟ୍...

ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା? post image

ଭଙ୍ଗା ଦଦରା ଡଙ୍ଗା ଚଳାଚଳକୁ କିଏ ଅନୁମତି ଦେଇଥିଲା? ଲାଇସେନ୍ସ ନଥାଇ ଡଙ୍ଗା କେମିତି ଚଳାଚଳ କରୁଥିଲା?

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଦଳର ସୁପ୍ରିମୋ ନବୀନଙ୍କ ସହ ପ୍ରଚାର ମୈଦାନରେ ନଜର ଆସିବେ ଭି.କେ ପାଣ୍ଡିଆନ୍ । post image

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଦଳର ସୁପ୍ରିମୋ ନବୀନଙ୍କ ସହ ପ୍ରଚାର ମୈଦାନରେ ନଜର ଆସିବେ ଭି.କେ ପାଣ୍ଡିଆନ୍ ।

ଖରାରେ ଖଟୁଛନ୍ତି ଶ୍ରମିକ । ନିୟମକୁ ଖାତିର ନକରି ପ୍ରଚଣ୍ଡ ଖରାରେ ଚାଲିଛି ନିର୍ମାଣ କାମ । post image

ଖରାରେ ଖଟୁଛନ୍ତି ଶ୍ରମିକ । ନିୟମକୁ ଖାତିର ନକରି ପ୍ରଚଣ୍ଡ ଖରାରେ ଚାଲିଛି ନିର୍ମାଣ କାମ ।

ଆଜି ତାତି ଡେଇଁଲା ୪୫ ଡିଗ୍ରୀ । ବୌଦ୍ଧ ଓ ବାରିପଦା ପାଲଟିଲା ରାଜ୍ୟ ଉତ୍ତପ୍ତ ସହର, ୭ ଦିନ ଧରି ଜାରି ରହିଛି ଗ୍ରୀଷ୍ମ ଲହରି । କାଳବୈଶାଖୀ ଆଣିପାରେ ସାମୟିକ ଆଶ୍ୱସ୍ତି । post image

ଆଜି ତାତି ଡେଇଁଲା ୪୫ ଡିଗ୍ରୀ । ବୌଦ୍ଧ ଓ ବାରିପଦା ପାଲଟିଲା ରାଜ୍ୟ ଉତ୍ତପ୍ତ ସହର, ୭ ଦିନ ଧରି ଜାରି ରହିଛି ଗ୍ରୀଷ୍ମ ଲହରି । କାଳବୈଶାଖୀ ଆଣିପାରେ ସାମୟିକ ଆଶ୍ୱସ୍ତି ।

ବିଜେପିକୁ ଭରସା ଓଡ଼ିଶା ସମେତ ୬ଟି ରାଜ୍ୟ । ୪୦୦ ପାର୍ ଲକ୍ଷ୍ୟ ହାସଲ ପାଇଁ ୧୯୩ ଆସନ ଗୁରୁତ୍ୱପୂର୍ଣ୍ଣ । post image

ବିଜେପିକୁ ଭରସା ଓଡ଼ିଶା ସମେତ ୬ଟି ରାଜ୍ୟ । ୪୦୦ ପାର୍ ଲକ୍ଷ୍ୟ ହାସଲ ପାଇଁ ୧୯୩ ଆସନ ଗୁରୁତ୍ୱପୂର୍ଣ୍ଣ ।

ନିମାପଡ଼ାରୁ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ‘ପଦ୍ମ’କୁ ପର କରି ‘ହାତ’ ଧରିଥିବା ସୋନାଲୀ ସାହୁଙ୍କୁ ଖୋର୍ଦ୍ଧା ଟିକେଟ୍ । post image

ନିମାପଡ଼ାରୁ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ‘ପଦ୍ମ’କୁ ପର କରି ‘ହାତ’ ଧରିଥିବା ସୋନାଲୀ ସାହୁଙ୍କୁ ଖୋର୍ଦ୍ଧା ଟିକେଟ୍ ।

ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ । ତାତି ଛୁଇଁଲା ୪୫.୨ ଡିଗ୍ରୀ, ଆସନ୍ତାକାଲିଠୁ କମିପାରେ ତାତିର ପ୍ରଭାବ । post image

ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ । ତାତି ଛୁଇଁଲା ୪୫.୨ ଡିଗ୍ରୀ, ଆସନ୍ତାକାଲିଠୁ କମିପାରେ ତାତିର ପ୍ରଭାବ ।

କମିପାରେ ତାତି, ଅସହ୍ୟ ଗରମରୁ ମିଳିପାରେ ମୁକ୍ତି! କ’ଣ କହିଲା ପାଣିପାଗ କେନ୍ଦ୍ର ପଢ଼ନ୍ତୁ... post image

କମିପାରେ ତାତି, ଅସହ୍ୟ ଗରମରୁ ମିଳିପାରେ ମୁକ୍ତି! କ’ଣ କହିଲା ପାଣିପାଗ କେନ୍ଦ୍ର ପଢ଼ନ୍ତୁ...

ସବସ୍କ୍ରାଇବ କରନ୍ତୁ