Advertisment

Sarbeswar Mohapatra

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ରେକର୍ଡ ସଂଖ୍ୟକ କୋଭିଡ୍ ଟେଷ୍ଟ, ଭାଙ୍ଗିଲା ଦିନିକିଆ ସଂକ୍ରମଣ ରେକର୍ଡ : ଦିନକରେ ୨୯ ଶହ ୯୩ ନୂଆ ଆକ୍ରାନ୍ତ, ଚିନ୍ତା ବଢାଇଲା ଖୋର୍ଧା

ବିକାଶ ବାଟ ଓଗାଳିଛି କିଏ ? ଏବେ ବି ଗାଁ ଭିତରକୁ ନାହିଁ ନିତିଦିନିଆ ଯିବା ରାସ୍ତା, ଶବ ଆଣିବା ଲାଗି ଯାଇପାରିଲା ନାହିଁ ଗାଡି, ୩ କିମି କାନ୍ଧରେ ଶବ ବୋହିଲେ ସମ୍ପର୍କୀୟ

ବଗଲା ଜମି ବିକ୍ରି ପ୍ରସଙ୍ଗ : ଜିଲ୍ଲା ପ୍ରଶାସନ ଉପରେ ପ୍ରବଳ ବର୍ଷିଲେ ବିଜୟ ମହାପାତ୍ର : କହିଲେ, ସଠିକ୍ ତଦନ୍ତ କରନ୍ତୁ ସରକାର । ଲଜ ମାଲିକଙ୍କୁ ଜମି ଦିଆଗଲା କେମିତି କଲେ ପ୍ରଶ୍ନ

ଆଇଟିବିପି ଯବାନଙ୍କୁ ସତ ସଲାମ । ଆହତ ମହିଳାଙ୍କ ଚିକିତ୍ସା ପାଇଁ କାନ୍ଧରେ ବୋହି ଚାଲିଲେ ୧୫ କିମି ବାଟ

ସୋସିଆଲ ମିଡ଼ିଆରେ ଛାଇଗଲା ମୋଦୀଙ୍କ ମୟୂର ଭିଡ଼ିଓ । ପ୍ରଧାନମନ୍ତ୍ରୀ ବାସଭବନରେ ମୟୂର ସହ ବୁଲିଲେ ମୋଦୀ :  ଦାନା ଖୁଆଇଲେ, କବିତା ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ

ବାଲି ମାଫିଆଙ୍କ କବଜାରେ ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ପଠା । ନଦୀ ଗର୍ଭରୁ ବେଧଡକ ଖୋଲାଚାଲିଛି ବାଲି, ଥାନା ଅଧିକାରୀ ସହଯୋଗ କରୁଥିବାର ବାର୍ତାଳପର ଅଡିଓ ଭାଇରାଲ

କମିବ ପିଲାଙ୍କ ପାଠ୍ୟକ୍ରମ ।  ବିଶେଷଜ୍ଞ କମିଟିର ରିପୋର୍ଟ ଉପରେ ଚାଲିଛି ତର୍ଜମା, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ସପ୍ତାହ ଭିତରେ ଦ୍ୱର ହେବ ଦ୍ୱନ୍ଦ୍ୱ

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ଉତରବଙ୍ଗୋପସାଗର ଅଂଚଳରେ ଆସନ୍ତାକାଲି ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱରରେ ୫ଶହ ଟପିଲା ଆକ୍ରାନ୍ତ ସଂଖ୍ୟା । ଆଜି ୫୮୧ ପଜିଟିଭ ଚିହ୍ନଟ ।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ିବା ନେଇ ବରିଷ୍ଠ ଡାକ୍ତରଙ୍କ ମତ । ଭୁବନେଶ୍ୱରରେ ପିକରେ ଅଛି ସଂକ୍ରମଣ : ଆହୁରି ମାସେ ପର୍ଯ୍ୟନ୍ତ ରହିପାରେ ଏପରି ସ୍ଥିତି, ଟେଷ୍ଟିଂ ବଢ଼ୁଥିବାରୁ , ଚିହ୍ନଟ ହେଉଛନ୍ତି ଅଧିକ ରୋଗୀ

ହିଂଜିଳିରେ ଥାନା ଆଗରେ ବିରୋଧ ବେଳେ ପୋଲିସର ଲାଠିଚାର୍ଜ । ଗ୍ରାମବାସୀଙ୍କୁ ହଟେଇବାକୁ ଗୋଡେଇ ଗୋଡେଇ ପିଟିଲା : ବାଲି ଗାଡି ପୋଡି ଘଟଣାରେ ଅଟକ ୬ ଗ୍ରାମବାସୀଙ୍କୁ ମୁକ୍ତ କରିବା ଦାବିରେ ତେଜିଛି ଆନ୍ଦୋଳନ

ସବସ୍କ୍ରାଇବ କରନ୍ତୁ