Advertisment

Sarbeswar Mohapatra

ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୯୮ ଆକ୍ରାନ୍ତ ।

ଆକ୍ରାନ୍ତ ତୁଳନାରେ ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା । ଗତ ୫ ଦିନରେ ଆକ୍ରାନ୍ତ ହୋଇଛନ୍ତି ୬୪୨ ଜଣ, ହେଲେ ସୁସ୍ଥ ହୋଇଛନ୍ତି ୬୭୮ ଜଣ ଆକ୍ରାନ୍ତ, ସେପଟେ ବିଶେଷଜ୍ଞ କହୁଛନ୍ତି, ତଥାପି ସତର୍କ ରହିବା ଜରୁରୀ ନଚେତ ବଢିଯାଇପାରେ ସଂକ୍ରମଣ

ରଥଯାତ୍ରା ପ୍ରସ୍ତୁତି ନେଇ ନିଯୋଗମାନଙ୍କ ସହ ଆଲୋଚନା କଲା ମନ୍ଦିର ପ୍ରଶାସନ । ପହଣ୍ଡି, ରଥ ଟଣା ଆଲୋଚନା ସହ ନୀତି ନିର୍ଘଂଟ ପ୍ରସ୍ତୁତି ପାଇଁ ଦଇତାପତି ନିଯୋଗକୁ ନିର୍ଦ୍ଦେଶ

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି । କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଜୁଲାଇ, ଅଗଷ୍ଟରେ ସରୁଥିବା କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

କରୋନା ସଂକ୍ରମଣ ସମୟରେ ଭୁଲି ଗଲେ ସାମାଜିକ ଦୂରତା । ରାଉରକେଲାରେ ଶବ ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ଜନସମୂଦ୍ର , ପ୍ରଶ୍ନ ଉଠିଲା ନିୟମ ଉଂଲଘନ ବେଳେ କୁଆଡେ ଗଲା ପୁଲିସ

ଦିଲ୍ଲୀ ଉପରାଜ୍ୟପାଳଙ୍କ କଡା ନିର୍ଦ୍ଦେଶ । ଏଣିକି ଦିଲ୍ଲୀ ଡାକ୍ତରଖାନାରେ ଶଯ୍ୟା ଓ କଠୋରୀ ଚାର୍ଜ ସମ୍ପର୍କରେ ଦିଆଯିବ ସ୍ପଷ୍ଟ ସୂଚନା

କରୋନା ରିପୋର୍ଟରେ ସାଙ୍ଘାତିକ ତ୍ରୁଟି । ଦିନରେ ନେଗେଟିଭ ରାତିରେ ଆସିଲା ପଜିଟିଭ ରିପୋର୍ଟ

ମହାରାଷ୍ଟ୍ରରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ପ୍ରଚାରିତ ଖବରକୁ ଅସ୍ୱୀକାର କଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ । ଗଂଜାମରୁ ସର୍ବାଧିକ ୫୯ ଜଣ ହେଲେ ସୁସ୍ଥ

ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ୫,୦୦୦ ଟଙ୍କାର ଆର୍ଥିକ ସହାୟତା

କରୋନା ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ । ସୁରକ୍ଷା ସଂପର୍କୀତ ପ୍ରୋଟୋକଲ ନେଇ ନବୀନ କଲେ ଆଲୋଚନା : କୋଭିଡ୍ ଚିକିତ୍ସା ବେଳେ ସୁରକ୍ଷା ଅବଲମ୍ବନ କରବାକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଲେ ଟିପ୍ସ

ରାଜ୍ୟରେ ପୁଣି ବର୍ଷା ସମ୍ଭାବନା : ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ଲଘୁଚାପ; ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Advertisment
ସବସ୍କ୍ରାଇବ କରନ୍ତୁ