Browsing Category

ଅନ୍ୟାନ୍ୟ

ଡିଏମକେ ନେତା କାନିମୋଝିଙ୍କ ଘରେ ଆୟକର ବିଭାଗର ଚଢଉ । ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଦଳର ମୁଖ୍ୟ ଷ୍ଟାଲିନ

କନକ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିବା ପରେ ଗତକାଲି ବିଳମ୍ବିତ ରାତିରେ ଡିଏମକେ ନେତ୍ରୀ କାନିମୋଝିଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। କାନିମୋଝିଙ୍କ ବାସଭବନରେ ବିପୁଳ ପରିମାଣରେ ନଗଦ ଟଙ୍କା ଗଚ୍ଛିତ ଥିବା ନେଇ ସୂଚନା ମିଳିବା ପରେ ଆୟକର ବିଭାଗ ଏହି ଚଢ଼ଉ କରିଛି।…
Read More...

ନିର୍ବାଚନ କମିସନଙ୍କ ପରେ ମାୟାବତୀଙ୍କୁ ‘ସୁପ୍ରିମ୍’ ଝଟକା ! ଜାରି ରହିବ ୪୮ ଘଂଟିଆ ପ୍ରଚାର କଟକଣା

କନକ ବ୍ୟୁରୋ : ଲୋକସଭା ନିର୍ବାଚନ-୨୦୧୯ର ପ୍ରଚାର ପାଇଁ ବିଏସପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାୟାବତୀଙ୍କ ପ୍ରଚାରରେ କଟକଣା ଜାରି କରାଯାଇ ୪୮ ଘଣ୍ଟା ପର୍ଯ୍ୟନ୍ତ ସେ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ…
Read More...

ମୋଦିଙ୍କ ଉପରେ ଦିଦି ଖପ୍ପା ! ମମତା କହିଲେ, ଚଳିତ ନିର୍ବାଚନରେ ମୋଦିଙ୍କ ମୁହଁରେ ଲ୍ୟୁକୋପ୍ଲାଷ୍ଟ ଲଗାଇବେ ଜନତା

କନକ ବ୍ୟୁରୋ : ସପ୍ତଦଶ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦେଶର ନିର୍ବାଚନୀ ମାହୋଲ ସେତିକି ସରଗରମ ହୋଇ ଉଠିଛି । ଗୋଟିଏ ପଟେ ମୋଦି ସରକାର ସତ୍ତା ବଂଚାଇବା ପାଇଁ ଚେଷ୍ଟାକରୁଛନ୍ତି । ଅନ୍ୟପଟେ ବିରୋଧୀ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକାଠି ହୋଇଛନ୍ତି । ଏହି ମର୍ମରେ ପଶ୍ଚିମବଙ୍ଗ…
Read More...

‘ମୁସଲିମ’ କାର୍ଡ ଖେଳି ଫସିଲେ ମାୟାବତୀ ! ବିଏସପି ସୁପ୍ରିମୋଙ୍କୁ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

କନକ ବ୍ୟୁରୋ: ମୁସଲିମ କାର୍ଡ ଖେଳି ଅଡୁଆରେ ପଡିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ୟୁପିର ଦେବବନ୍ଦ ଠାରେ ମହାମେଂଟର ରାଲିକୁ ସମ୍ବୋଧିତ କରି ଧାର୍ମିକ ଧ୍ରୁବୀକରଣ କରିବାକୁ ଉଦ୍ୟମ କରିଛନ୍ତି । ଯାହାକୁ ଗମ୍ଭୀରତାର ସହ ନେଇ ନିର୍ବାଚନ କମିସନ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ।…
Read More...

ନା ୧୫ ଲକ୍ଷ ନା ୭୨ ହଜାର ! ଗରିବୀ ହଟାଇବା ପାଇଁ ନିଜସ୍ୱ ଫର୍ମୁଲା ଦେଲେ ମାୟାବତୀ ।

କନକ ବ୍ୟୁରୋ : କେନ୍ଦ୍ରୀୟ ଯୋଜନା ଏବଂ କଂଗ୍ରେସର ପ୍ରତିଶ୍ରୁତିକୁ ମାୟାବତୀଙ୍କ ଟାର୍ଗେଟ୍ । ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ଟାର୍ଗେଟ କରିବା ସହ ବସପା ସୁପ୍ରିମୋ ମାୟାବତୀ କହିଛନ୍ତି, ପ୍ରତି ଆକାଉଣ୍ଟକୁ ମୋଦି ୧୫ଲକ୍ଷ ଟଙ୍କା ଦେବା ଭଳି…
Read More...

ଟିଡିପି ଜାରି କଲା ଇସ୍ତାହାର ପତ୍ର: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କ୍ଷମତାକୁ ଫେରିଲେ ଗରିବଙ୍କୁ…

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ଯେ, ଟିଡିପି କ୍ଷମତାକୁ ଫେରିଲେ ଗରିବମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ଦେବ । ଗତକାଲି ଚନ୍ଦ୍ରବାବୁ ନାଇଡୁ ନିଜର ଘୋଷଣା ପତ୍ର ଜାରି କରବା ଅବସରରେ ଏହି…
Read More...

ପ୍ରୟାଗରାଜରୁ ନିର୍ବାଚନ ଲଢ଼ିବେ ଆମ ଆଦମୀ ପାର୍ଟିର ପ୍ରଥମ କିନ୍ନର ପ୍ରାର୍ଥୀ

ଆମ ଆଦମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ସଦସ୍ୟ ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା…
Read More...

ଆଉ ୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟି । ବରେଲିରୁ ମଙ୍ଗ ଧରିବେ ଭଗବତ ଶରଣ ଗଙ୍ଗୱାର

କନକ ବ୍ୟୁରୋ: ଆଉ ୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସମାଜବାଦୀ ପାର୍ଟି । ଉତରପ୍ରଦେଶର ମୁରାଦାବାଦ ଆସନରୁ ନାସିର କୁରୈସୀ, ବରେଲିରୁ ଭଗବତ ଶରଣ ଗଙ୍ଗୱାର , ଉନ୍ନାଓରୁ ପୂଜା ପାଲ. ଝାନ୍ସିରୁ ଶ୍ୟାମ ସୁନ୍ଦର ଯାଦବ ଏବଂ କୁଶୀନଗରରୁ ନଥୁନୀ ପ୍ରସାଦ କୁଶବାହାଙ୍କୁ ପ୍ରାର୍ଥୀ କରିଛି ଦଳ ।…
Read More...

ଓୱୈସିିଙ୍କ ଟାର୍ଗେଟରେ ମୋଦି: କହିଲେ, ପୁଲୱାମା ହମଲା ବେଳେ ବିଫ୍ ବିରିଆନୀ ଖାଇ ଶୋଇଥିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲା ବେଳେ ବିଫ୍ ବିରିଆନୀ ଖାଇ ଆରାମରେ ଶୋଇଥିଲେ ପ୍ରଧାନମନ୍ତ୍ରୀ । କିଛି ଏଭଳି ଶବ୍ଦରେ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁସଲିମ୍ ନେତା ଅସଦ୍ଦୁଦ୍ଦିନ ଓୱୈସି । ହାଇଦ୍ରାବାଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଓୱୈସି କହିଛନ୍ତି ଯେତେବେଳେ…
Read More...

ସପା’ର ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଅଖିଳେଶ ଧରିବେ ପ୍ରଚାରର ମଙ୍ଗ, ହେଲେ ତାଲିକାରେ ରହିଲାନି…

କନକ ବ୍ୟୁରୋ: ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ସପା ତଥା ସମାଜବାଦୀ ପାର୍ଟି ଘୋଷଣା କରିଛି ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତେବେ ସପା ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ପ୍ରମୁଖ ମହାସଚୀବ ରାମ ଗୋପାଳ ଯାଦବଙ୍କ…
Read More...