Browsing Category

ଖଟି ଖବର

ମିଡ଼ିଆ ଦେଖିଲେ ମହାରଥୀଙ୍କୁ ଡ଼ର ଲାଗୁଛି ?

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଦବଙ୍ଗ ନେତା ବୋଲାଉଥିବା ମହାରଥୀଙ୍କୁ ଏବେ ଘାରିଛି ମିଡ଼ିଆ ଡ଼ର । ଯେଉଁଠି ସାମ୍ବାଦିକମାନଙ୍କୁ ଦେଖୁଛନ୍ତି ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ତ ଦୂରର କଥା ସେମାନଙ୍କ ଠାରୁ ଲୁଚିବାକୁ ଚେଷ୍ଟା କରୁଛନ୍ତି ମହାରଥୀ । ଏହାର ଅନେକ କିଛି କାରଣ ରହିଛି…
Read More...

ଯେବେ ହାତକୁ କୃଷି ବିଭାଗ ଆସିଛି, ମହାରଥୀଙ୍କ ଟେନସନ ବଢିଛି । ଚଷାପୁଅଙ୍କୁ ଶୁଝୁନି ଚାଷୀ ବିଭାଗ?

ସବୁବେଳେ ନିଜକୁ ଚଷାପୁଅ ବୋଲାଉଥିବା ମହାରଥୀଙ୍କୁ କିନ୍ତୁ କୃଷି ବିଭାଗ ବିଲକୁଲ ଶୁଝୁନି । ଯେବେ ଯେବେ ଏହି ବିଭାଗ ମହାରଥୀଙ୍କ ନିକଟକୁ ଆସିଛି, ତାଙ୍କର ଟେନସନ ବଢିଛି । ହାଲକୁ ସେ ପିପିଲି ରାୟ ସଂକ୍ରାନ୍ତରେ ଦେଇଥିବା ବୟାନ ପୁଣି ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲାଇ ଦେଇଛି । ଏପରିକି ସେ…
Read More...

ଯାହା ହୋଇଛି ଭୁଲିଯିବା, ୧୯ରେ ସାଥୀ ହୋଇଯିବା! ଜାଣନ୍ତୁ କାହିଁକି ଗୋଟିଏ ମଞ୍ଚରେ ଏକାଠି ହେଲେ ଧର୍ମେନ୍ଦ୍ର-ଅରୁଣ 

କନକ ବ୍ୟୁରୋ :ଦିନ ଚାଲିଯାଇଛି, କିନ୍ତୁ ଚିହ୍ନ ଛାଡିଯାଇଛି ।  ନୂଆବର୍ଷରେ ସୋସିଆଲ ମିଡିଆରେ ନୂତନବର୍ଷର ଅଭିନନ୍ଦନ ପୋଷ୍ଟ ବଦଳରେ ଭାଇରାଲ ହେଉଛି ଦୁଇ ରାଜନୈତିକ ବିରୋଧୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ । ଯେଉଁଥିରେ ଗୋଟିଏ ମଞ୍ଚରେ ଦୁଇ…
Read More...

ପୂର୍ତ୍ତ ସଚିବଙ୍କ ‘ପଲିଟିକ୍ସ’ ପୋଷ୍ଟର । ୨୦୧୯ରେ ବିଜେଡି ଟିକେଟରେ ଆସିବେ କି ମୈଦାନକୁ?

ରାଜନୀତିକୁ ଆସିବାକୁ ମନ ବଳାଇଲେଣି ପୂର୍ତ୍ତ ସଚିବ ନଳିନୀ ପ୍ରଧାନ । ରେଢାଖୋଲରେ ବିକାଶ ସମାବେଶ ନାଁରେ ଲାଗିଥିବା କିଛି ପୋଷ୍ଟର ଏବେ ଆସିଛି ଚର୍ଚ୍ଚାର ଘେରକୁ । ଯେଉଁଥିରେ ସରକାରୀ ଅଧିକାରୀଙ୍କ ଫଟୋ ଅନେକଙ୍କୁ ତାଜୁବ କରିଦେଇଛି । ନୂଆବର୍ଷର ଅଭିନନ୍ଦନ ନାଁରେ ନେତାଙ୍କର ପତିଆରା ଦେଖାଇବାର…
Read More...

ସାମ୍ବାଦିକ ସମ୍ମିଳନୀରୁ ବଡ ସଂକେତ, ଶକ୍ତି ବଢାଉଛନ୍ତି ଅପରାଜିତା!

କନକ ବ୍ୟୁରୋ : ପୋଷ୍ଟର ବୟ ନୁହେଁ ପୋଷ୍ଟର ଲେଡି ସାଜିପାରନ୍ତି ବିଜେପି ଚେହେରା । ଆଉ ଏଥିପାଇଁ ଶକ୍ତି ସଂଗ୍ରହରେ ଲାଗି ପଡିଛନ୍ତି ପ୍ରଶାସିକାରୁ ପଲିଟିସିଆନ ପାଲଟିଥିବା ଅପରାଜିତା ଷଡଙ୍ଗୀ । ଏକଥା ଆମେ କହୁନୁ ବରଂ ଚା’ ଖଟିରେ ଏବେ ଏହା ହଟ ଟପିକ ପାଲଟିଛି । ଖାସକରି ମହାରଥୀଙ୍କ ବୟାନକୁ…
Read More...

୨୦୧୯ରେ କିଏ ଗଢିବ ସରକାର? ନବୀନ ଓ କେସିଆରଙ୍କ ହାତରେ ରହିବ କି ଚାବିକାଠି

କନକ ବ୍ୟୁରୋ : ଓଡିଶାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ୨୦୧୯ ନିର୍ବାଚନ ପୂର୍ବରୁ କେସିଆରଙ୍କ ଓଡିଶା ଗସ୍ତକୁ ନେଇ ଏବେ ଜାତୀୟ ରାଜନୀତିେରେ ଚର୍ଚ୍ଚା ଜୋର ଧରିଛି । ଓଡିଶାକୁ କେସିଆର ଆସୁଛନ୍ତି କାହିଁକି? ଏଭଳି ଏକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି । ଆଉ ସବୁଠୁ ବଡ କଥା ହେଲା…
Read More...

ନବୀନ ନୁହେଁ ପ୍ରବୀଣ! ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ବଦଳାଇଦେଲା ଫେକ୍ ଆକାଉଣ୍ଟ

କନକ ବ୍ୟୁରୋ : ପ୍ରବୀଣ ପଟ୍ଟନାୟକ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏକଥା ଆମେ କହୁନୁ ଚା’ ଖଟିରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି । ୨ ଦିନ ହେଲା ଓଡିଶାରେ ଯେଉଁଭଳି ପାଗ ରହୁଛି ସେଥିରେ ଗରମ ଚା’ କପେ ନ ପିଇଲେ ଦେହରେ ବଳ ଆସୁନି । ପୁରା ଅଳସୁଆ ଅଳସୁଆ ଲାଗୁଛି । ତେଣୁ ଅଳସୁଆପଣକୁ…
Read More...

ମିଶନ୍ ୨୦୧୯ ! ଧର୍ମେନ୍ଦ୍ରଙ୍କ ଜନ ସମ୍ପର୍କ ପଦଯାତ୍ରା, ସେପଟେ ଅପରାଜିତାଙ୍କ ଜନ ପରାମର୍ଶ ପଦଯାତ୍ରା, କାହାକୁ ମିଳିବ…

କନକ ବ୍ୟୁରୋ: ଗତ ଡିସେମ୍ବର ୧୧ ତାରିଖରେ ଆସିଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ବିଜେପିକୁ ଲାଗିଛି ବଡ଼ ଝଟକା । କାରଣ ବିଜେପି ଶାସିତ ୩ ରାଜ୍ୟରୁ ପଦ୍ମ ପାଖୁଡ଼ା ଖସିଲା ଭଳି ଗାଦି ଛଡ଼ାଇ ନେଇଛି କଂଗ୍ରେସ । ସେଥିପାଇଁ ଏବେ ଓଡ଼ିଶା ଉପରେ ବେଶ୍ ଫୋକସ କରୁଛି ବିଜେପି । ଯେଉଁଥି ପାଇଁ…
Read More...

ସଙ୍କଟରେ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ! ଦଳ ବିରୋଧୀ କାର୍ଯ୍ୟ ପାଇଁ ଓଡ଼ିଶାରୁ ଦିଲ୍ଲୀ ସମସ୍ତେ ଖପ୍ପା ।

କନକ ବ୍ୟୁରୋ: କଂଗ୍ରେସରେ ଧୀରେ ଧୀରେ ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଏବେ ବଡ଼ ସସପେନ୍ସ । କାରଣ ବାରମ୍ବାର ଦଳରେ ରହି ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି ଦଳର ଇସ୍ତାହାର କମିଟି ପଦରୁ ବାଦ୍ ପଡ଼ିଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏହାକୁ…
Read More...

ସସପେନ୍ସ ବଢ଼ାଉଛି ଡିସେମ୍ବର ୨୬ । ନେତା କରିପାନ୍ତି ଦଳବଦଳ,ଫୋକସରେ ପ୍ରତିଷ୍ଠା ଦିବସ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ଡିସେମ୍ବର ୨୬ । ଏହି ଦିନଟିକୁ ବିରୋଧୀମାନେ ଚାତକ ପରି ଅପେକ୍ଷା କରିବା ସହ ରାଜ୍ୟବାସୀ ମଧ୍ୟ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି । ଏହା କୌଣସି ପର୍ବ ନହେଲେ ମଧ୍ୟ ଏହି ଦିନଟିକୁ ରାଜ୍ୟ ରାଜନୀତିର ବଡ଼ ଦିନ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି ।…
Read More...