Advertisment

Top 2

ବିଜେଡିରେ ମିଶିପାରନ୍ତି ବିଜୟଙ୍କ ପୁଅ । ଅରବିନ୍ଦ କହିଲେ, ସବୁ ଦଳ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି ।

କାଲି ନେତା ଛାଡିଥିଲେ ଦଳ, ଆଜି କଂଗ୍ରେସର ହାତ ଛାଡିଦେଲେ ଛାମୁଆ କର୍ମୀ । ଅଂଶୁମାନ କଂଗ୍ରେସ ଛାଡିବା ପରେ ରାଜନଗର ରାଜନୀତିରେ ବଡ ଧରଣର ହଲଚଲ ।

ଓଡ଼ିଶାରେ ପହଞ୍ଚିଲେ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ଧନ୍ୟବାଦ, ମହାପ୍ରଭୁଙ୍କର କଲେ ଆଶୀର୍ବାଦ ଭିକ୍ଷା ।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି । ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଦେବ ବିଜେଡି ।

ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାଁ ଘୋଷଣା କଲା ବିଜେପି । ୨୦୧୯ ଭଳି ବିଜେଡି ସମର୍ଥନରେ ହେବେ କି ସାଂସଦ?

ପ୍ରେମ ସୀମାହୀନ ସାଗର.... ପ୍ରେମ ଅଢେଇ ଅକ୍ଷରର ଅବୋଲକରା ଆବେଗ । ପ୍ରେମକୁ ଦିନରେ ବାନ୍ଧିହୁଏନା, ପ୍ରେମକୁ ଦେଖିହୁଏନା କି ଦେଖେଇ ହୁଏନା । ପ୍ରେମରେ ରାଗ ବି ପ୍ରେମ, ରୁଷିବା ବି ପ୍ରେମ, ଆଉ ଅଭିମାନ ବି ପ୍ରେମ ।  ।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭରିଲେ ନାମାଙ୍କନ ।

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା, ନୂଆ-ଓ ଛାତ୍ରବୃତ୍ତି ପାଇବେ +୩ ଓ ପିଜି ଛାତ୍ରଛାତ୍ରୀ ।  ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କା । 

ବିଜେଡି କପି ପେଷ୍ଟ ସରକାର ଚଳାଇଛି । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଶ୍ରେୟ ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର, ଲେଖାଶ୍ରୀ କହିଲେ ବିଜେପି ଏମିତି ହେବାକୁ ଦେବନି ।

୧୪୭ ଟିକେଟ ପାଇଁ ୨୫୦୦ରୁ ଅଧିକ ଆବେଦନ । କଂଗ୍ରେସ ଟିକେଟ ପାଇଁ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ । ଜାଣନ୍ତୁ ଟିକେଟ ବଣ୍ଟନ ନେଇ କଣ କହିଲେ ପିସିସି ସଭାପତି ।

ସବସ୍କ୍ରାଇବ କରନ୍ତୁ