Browsing Tag

ପଦ୍ମପୁର ଫାଇଟ୍

ବାପା ଥିଲେ ଏମିତି ଜନସମର୍ଥନ ଦେଖି ଖୁସି ହୋଇଥାନ୍ତେ-ବର୍ଷା

କନକ ବ୍ୟୁରୋ: ବାପା ଥିଲେ ଆଜି ଏମିତି ଜନସମର୍ଥନ ଦେଖି ବହୁତ ଖୁସି ହୋଇଥାନ୍ତେ । ହେଲେ ବାପା ନାହାନ୍ତି କିନ୍ତୁ ପଦ୍ମପୁର ମୋ ପରିବାର । ତେଣୁ ମୋ ପାଇଁ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନିଜେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଆଉ ଆପଣମାନଙ୍କ ଆଶୀର୍ବାଦ ମୁଁ କାମନା କରୁଛି ବୋଲି ଛଳ ଛଳ…

କଥାରେ ନୁହେଁ କାମରେ ବିଶ୍ୱାସ କରେ । ମଞ୍ଚରେ କାହାକୁ କଲେନି ଟାର୍ଗେଟ, ବର୍ଷାଙ୍କ ପାଇଁ ଭୋଟ ମାଗିଲେ ନବୀନ ।

କନକ ବ୍ୟୁରୋ : ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିବା ସହ ନବୀନ କହିଛନ୍ତି,…

ପଦ୍ମପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରିବେ…

କନକ ବ୍ୟୁରୋ : ପଦ୍ମପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରିବେ ପ୍ରଚାର । ହେଲିକପ୍ଟର ଯୋଗେ ପଦ୍ମପୁରରେ ପହଞ୍ଚିଛନ୍ତି ନବୀନ । ପର୍ଯ୍ୟାୟକ୍ରମେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନିର୍ବାଚନୀ ସଭାକୁ କରିବେ ସମ୍ବୋଧିତ ।…

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ । କହିଲେ, ପଦ୍ମପୁର ଜିଲ୍ଲା ଘୋଷଣା ନେଇ ମିଛ…

କନକ ବ୍ୟୁରୋ : ବଢୁଛି ବିଜେଡି-ବିଜେପି ବିବାଦ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଯବାବ ଦେଲେ ଧାମନଗରର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଗତକାଲି ସସ୍ମିତ ଟୁଇଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଥିଲେ, ଗତ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ…

ପଦ୍ମପୁରରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ୩ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ…

କନକ ବ୍ୟୁରୋ : ପଦ୍ମପୁରରେ ଆଜି ପାୱାର ସୋ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ତିନି ତିନି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଧିତ କରିବେ ନବୀନ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ…

କାଲି ପଦ୍ମପୁରରେ ପାୱାର ଶୋ କରିବ ବିଜେଡି : ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଚାଲିଛି । ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ସବୁ ଦଳର ହେଭିୱେଟ ନେତା ପଦ୍ମପୁରରେ ଡେରା ପକାଇ ଜନସମର୍ଥନକୁ ନିଜ ସପକ୍ଷକୁ ଆଣିବା ପାଇଁ ସମସ୍ତ ବଳ ଖଟାଇ…