Advertisment

ନ୍ୟୁଜ୍

ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।  post image

ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ  । post image

କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ  ।

୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା  । post image

୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା  ।

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ । post image

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ ।

ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ । post image

ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ ।

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର post image

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ post image

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ  । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା post image

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା

ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ post image

ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ

ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି post image

ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି

ସବସ୍କ୍ରାଇବ କରନ୍ତୁ