Advertisment

ନ୍ୟୁଜ୍

ଏନଏସି ମାନ୍ୟତା ଦାବିରେ ଆଜି ବୌଦ୍ଧ ମନମୁଣ୍ଡା ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଛି ୧୨ ଘଣ୍ଟା ବନ୍ଦ ପାଳନ, ସମର୍ଥନ କଲେ ସ୍ଥାନୀୟ ଲୋକ । post image

ଏନଏସି ମାନ୍ୟତା ଦାବିରେ ଆଜି ବୌଦ୍ଧ ମନମୁଣ୍ଡା ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଛି ୧୨ ଘଣ୍ଟା ବନ୍ଦ ପାଳନ, ସମର୍ଥନ କଲେ ସ୍ଥାନୀୟ ଲୋକ ।

ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସୋସିଆଲ ମିଡ଼ିଆରେ ହେଲା ଭାଇରାଲ, ବୋର୍ଡ କହିଲା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ । post image

ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସୋସିଆଲ ମିଡ଼ିଆରେ ହେଲା ଭାଇରାଲ, ବୋର୍ଡ କହିଲା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ ।

ଜ୍ଞାନବାପୀରେ ଜାରି ରହିବ ପୂଜା । ଆହ୍ଲାବାଦ ହାଇକୋର୍ଟ ଦେଲେ ବଡ ରାୟ । post image

ଜ୍ଞାନବାପୀରେ ଜାରି ରହିବ ପୂଜା । ଆହ୍ଲାବାଦ ହାଇକୋର୍ଟ ଦେଲେ ବଡ ରାୟ ।

ଜ୍ଞାନବାପୀ ମାମଲା: ହିନ୍ଦୁ ପକ୍ଷଙ୍କ ପୂଜା ନେଇ ଆଜି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି । post image

ଜ୍ଞାନବାପୀ ମାମଲା: ହିନ୍ଦୁ ପକ୍ଷଙ୍କ ପୂଜା ନେଇ ଆଜି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ।

୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର । ନିତି ଆୟୋଗ ଜାରି କଲା ରିପୋର୍ଟ । ଲୋକଙ୍କ ଆର୍ଥିକ ସ୍ଥିତିରେ ହୋଇଛି ଅଭିବୃଦ୍ଧି । post image

୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର । ନିତି ଆୟୋଗ ଜାରି କଲା ରିପୋର୍ଟ । ଲୋକଙ୍କ ଆର୍ଥିକ ସ୍ଥିତିରେ ହୋଇଛି ଅଭିବୃଦ୍ଧି ।

କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲୁଥିବା ଅଭିଯୋଗ । post image

କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲୁଥିବା ଅଭିଯୋଗ ।

ବଜାରରେ ଗଞ୍ଜେଇ ଚକୋଲେଟ୍ । ଚକଲେଟରେ ଗଞ୍ଜେଇ ବିକ୍ରି କରିି ହାଇଦ୍ରାବାଦରୁ ଓଡ଼ିଆ ଯୁବକ ଗିରଫ ।ଟାର୍ଗେଟରେ ଦିନ ମଜୁରିଆ ଓ ସ୍କୁଲ ଛାତ୍ରଛାତ୍ରୀ । post image

ବଜାରରେ ଗଞ୍ଜେଇ ଚକୋଲେଟ୍ । ଚକଲେଟରେ ଗଞ୍ଜେଇ ବିକ୍ରି କରିି ହାଇଦ୍ରାବାଦରୁ ଓଡ଼ିଆ ଯୁବକ ଗିରଫ ।ଟାର୍ଗେଟରେ ଦିନ ମଜୁରିଆ ଓ ସ୍କୁଲ ଛାତ୍ରଛାତ୍ରୀ ।

ସାଇବର ଠକଙ୍କ ନୂଆ ତରିକା । OLX ରେ ବିଜ୍ଞାପନ ଦେଇ ଲୁଟିଲେ ଟଙ୍କା । post image

ସାଇବର ଠକଙ୍କ ନୂଆ ତରିକା । OLX ରେ ବିଜ୍ଞାପନ ଦେଇ ଲୁଟିଲେ ଟଙ୍କା ।

ଆଜି ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି । ଆଧୁନିକ ଓ ଦ୍ରୁତ ରେଳ ସେବା ଉପରେ ମୋଦି ସରକାରଙ୍କ ଗୁରୁତ୍ୱ । post image

ଆଜି ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି । ଆଧୁନିକ ଓ ଦ୍ରୁତ ରେଳ ସେବା ଉପରେ ମୋଦି ସରକାରଙ୍କ ଗୁରୁତ୍ୱ ।

ସୁନା ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ କଲେ ରେକର୍ଡ । post image

ସୁନା ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ କଲେ ରେକର୍ଡ ।

ସବସ୍କ୍ରାଇବ କରନ୍ତୁ