Advertisment
ପ୍ରାଇମ୍ ଟାଇମ୍ ବୁଲେଟିନ୍ : ୦୨/୦୪/୨୦୧୯

ପ୍ରମିଳାଙ୍କ ଠାରୁ ଆରମ୍ଭ, ଚନ୍ଦ୍ରାଣୀଙ୍କ ପାଖରେ ଶେଷ । ଦକ୍ଷିଣରୁ ଉତ୍ତର, ୨୧ ଆସନରୁ ୭ ମହିଳାଙ୍କୁ ମୈଦାନକୁ ଓହ୍ଲାଇଲେ ନବୀନ । ପୂରା ହେଲା ବିଜେଡି ସୁପ୍ରିମୋଙ୍କ ପ୍ରତିଶୃତି

ପୁଣି ନୂଆ ବିଧାୟକ ପ୍ରାର୍ଥୀ ଦେଖିଲା ଭୁବନେଶ୍ୱର ଉତ୍ତର । ୩ଟି ନିର୍ବାଚନରେ ୩ଥର ପ୍ରାର୍ଥୀ ବଦଳାଇଲା ବିଜେଡି, ଏଥର ସୁଶାନ୍ତଙ୍କୁ ସାମ୍ନା କରିବେ ଅପରାଜିତା ।

କେନ୍ଦୁଝର ପାଇଁ ନୂଆ ମୁହଁ ଭରସା ! ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକସଭା ଟିକେଟ ଦେଲେ ବିଜେଡ଼ି ସୁପ୍ରିମୋ

ବୁନୁଙ୍କୁ ଭରସିଲେ ନବୀନ । ଭୁବନେଶ୍ୱର ମଧ୍ୟରୁ ଶଙ୍ଖ ଟିକେଟରେ ଲଢିବେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ।

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ୨ଟି ଲୋକସଭା ଓ ୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ୱର ମଧ୍ୟରୁ ପୂର୍ବତନ ମେୟରଙ୍କୁ ମୈଦାନକୁ ଓହ୍ଲାଇଲା ଦଳ

ଦଳ ଛାଡିବାର ନୂଆ ଧାରା । ଟିକେଟ ମିଳିବା ପରେ ବିଜେପି ଛାଡୁଛନ୍ତି ପ୍ରାର୍ଥୀ, ବିଜେଡି ମୁଖପାତ୍ର କହିଲେ, ପଦ୍ମ ଛାଡି ଶଙ୍ଖ ଧରିବା ଅପେକ୍ଷାରେ ଆହୁରି ୧୨ ପ୍ରାର୍ଥୀ ।

ବିଜେପୁରରେ ବିଜୟ ବାନା ଉଡାଇବା ପାଇଁ ନବୀନଙ୍କ ରଥର ସାରଥୀ ସାଜିବେ ଅନୁପ ଓ ରୀତା । ଦଳପତିଙ୍କ ପାଇଁ କରିବେ ପ୍ରଚାର, ବରଗଡରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ବିଜେଡି 

ଘସିପୁରା ଆସନରୁ ନାମାଙ୍କନ ଭରିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ବିରାଟ ରାଲିରେ ଉପଜିଲ୍ଲପାଳ ଅଫିସକୁ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବଦ୍ରି ପାତ୍ର

ନିର୍ବାଚନ ନେଇ ବିଜେଡି ସୁପ୍ରିମୋଙ୍କ ଦମ୍ଭୋକ୍ତି । ୨୦୧୪ ଅପେକ୍ଷା ଏଥର ଭଲ କରିବ ବିଜେଡି ।

ବିଜେପିରୁ ଟିକେଟ୍ ନେଇଥିଲେ, ବିଜେଡିରେ ମିଶିଲେ । ‘ପଦ୍ମ’ ଛାଡି ‘ଶଂଖ’ ଧରିଲେ କାକଟପୁରର ଟାଣୁଆ ସଂଗଠକ । ସବୁଜ ଶିବିରରେ ତୁରଷାକାନ୍ତି ବେହେରା

ସବସ୍କ୍ରାଇବ କରନ୍ତୁ