Advertisment

ନିର୍ବାଚନ ଖବର

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛି ଭାରତ । ପୁଲୱାମାର ଏକ ବୁଥରେ ଗ୍ରେନେଡ୍ ମାଡ କଲେ ଆତଙ୍କବାଦୀ, ଅନେକ ସ୍ଥାନରେ ଇଭିଏମ୍ ଅଚଳ । 

୧୯ ଯୁଦ୍ଧର ପଞ୍ଚମ ପାଳି । ବାଜିରେ ଲାଗିଛି ନେତାଙ୍କ ଭାଗ୍ୟ, ଭୋଟ୍ ଦେଉଛି ଭାରତ ।

ରାହୁଲ, ରାଜନାଥ, ସୋନିଆ ଏବଂ ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ ।

ସରିଲା ତୃତୀୟ ନିର୍ବାଚନ ପାଇଁ ପ୍ରଚାର ! ଆସନ୍ତାକାଲି ଭୋଟ ଗ୍ରହଣ, ମୈଦାନରେ ୪୧୭ ପ୍ରାର୍ଥୀ

ରାତି ପାହିଲେ ୧୯ ଯୁଦ୍ଧର ପଞ୍ଚମ ପର୍ଯ୍ୟାୟ ଲଢେଇ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ବାରଣାସୀ ନିର୍ବାଚନ ମଣ୍ଡଳୀର ଚିତ୍ର ହେଲା ସ୍ପଷ୍ଟ : ତେଜ ବାହାଦୁରଙ୍କ ପ୍ରାର୍ଥୀପତ୍ର ନାକଚ । ସପା ପ୍ରାର୍ଥୀ ଶାଳିନୀ ଯାଦବଙ୍କ ସହ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲଢ଼େଇ

ଆସୁଛି ‘ଫୋନି’ ବଢୁଛି ଇଭିଏମ୍ ସୁରକ୍ଷା ଚିନ୍ତା ! କେଉଁ କେଉଁ ସ୍ଥାନରୁ ଇଭିଏମକୁ ସ୍ଥାନାନ୍ତର କରାଯିବ ଇସିଆଇଙ୍କୁ ଅବଗତ କରାଇଲେ ସିଇଓ, ଆଦେଶକୁ ଅପେକ୍ଷା ।

ନେତା ପୁଅ ନେତା, ରାଜ୍ୟ ରାଜନୀତି ପରମ୍ପରାର ବହୁ ପୁରୁଣା । ନେତୃତ୍ୱର ମାପକାଠି ଯଦି ସଫଳତା, ତେବେ ନିର୍ଣ୍ଣାୟକ ହେବ ନିର୍ବାଚନ । 

୧୯ ଯୁଦ୍ଧରେ ଦଳ ବଦଳାଇଥିବା ହେଭିୱେଟ୍ ନେତାଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ଇଭିଏମରେ ସିଲ୍ ହୋଇଛି ଭାଗ୍ୟ ।

ସରିଲା ନିର୍ବାଚନ, ଚାଲିଛି ଆକଳନ । କାହା ହାତକୁ ଯିବ ଓଡିଶା ଶାସନ ? ମେ ୨୩ରେ ଖୋଲିବ ନେତାଙ୍କ ଭାଗ୍ୟର ପେଡି । 

ପାଟକୁରାବାସୀ ବାଛିଲେ ନେତା: ମତଦାନ ହାର ୭୩.୧୯%; ୨୪ରେ ଆସିବ ଫଳ

ପାଟକୁରା ନିର୍ବାଚନୀ ଆକାଶକୁ ଘେରିଲା ଆଶା ଆଶଙ୍କାର ବାଦଲ । ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ଘୁଂଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

Advertisment
ସବସ୍କ୍ରାଇବ କରନ୍ତୁ