Browsing Category

ସ୍ପେଶାଲ୍ ରିପୋର୍ଟ

କିମିଆ କରିଛି କଏଦୀଙ୍କ କଳା : ୨ ବର୍ଷ ଭିତରେ ଜେଲକୁ ପାର୍କର ରୂପ ଦେଲେ କଏଦୀ … ସାଧୁରାମଙ୍କ କଳାକୁ ସାଧୁବାଦ…

ରଙ୍ଗତୁଳୀର ସ୍ପର୍ଶରେ ଜେଲ ପରିସରକୁ ବଦଳାଇଛନ୍ତି ଜଣେ କଏଦୀ । ଡ଼୍ରଗ୍ସ କାରବାର ମାମଲାରେ ଉଦୟପୁର ସେଣ୍ଟ୍ରାଲ୍ ଜେଲରେ ବନ୍ଦୀ ଥିବା କଏଦୀ ନମ୍ବର ୨୫୯ କୁ ନୂତନ ପରିଚୟ ଦେଇଛନ୍ତି ଜେଲ୍ ପ୍ରଶାସନ । ଏନଡ଼ିପିଏସ୍ ମାମଲାରେ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀ ସାଧୁରାମଙ୍କ ପ୍ରତିଭାକୁ…
Read More...

ଆଧାର ସହ ସଂପତି ଲିଙ୍କ୍ ହେବ ବାଧ୍ୟତାମୂଳକ ! ବ୍ୟାଙ୍କ ଆକାଉଂଟ ଭଳି ଏବେ ଜମିବାଡି କାଗଜପତ୍ରକୁ ବି କରାଯିବ ଆଧାର…

କନକ ବ୍ୟୁରୋ: ଆପଣଙ୍କ ପାଖରେ ରହିଛି କେତେ ଧନ ସରକାରଙ୍କୁ ଜଣାଇବାକୁ ବାଧ୍ୟତାମୂଳକ ! ଖାଲି ସାଧାରଣ ଜନତା ନୁହଁନ୍ତି ଦେଶର ବଡ ବଡ ନେତା, ମନ୍ତ୍ରୀ, କର୍ମଚାରୀ ଏବଂ ଏମାନଙ୍କ ଅଧିନରେ ଆସୁଥିବା ପରିବାର ସଦସ୍ୟଙ୍କ ସଂପତିକୁ ବି ବାଧ୍ୟତାମୂଳକ ଭାବେ ଆଧାରକାର୍ଡ ସହ ସଂଯୋଗ କରିପାରନ୍ତି ସରକାର…
Read More...

ଏଣିକି ବାପାମାଆଙ୍କୁ ନିର୍ଯାତନା ଦେଇ କୌଣସି ବି ପରିସ୍ଥିତିରେ ଖସିପାରିବେନି ପୁଅ-ବୋହୂ, ଝିଅ-ଜ୍ୱାଇଁ କି ନାତି-ନାତୁଣୀ…

କନକ ବ୍ୟୁରୋ: ଚଳନ୍ତି ପ୍ରତିମା ହେଉଛନ୍ତି ବାପାମାଆ ଆଉ ବାପାମାଆଙ୍କ ସେବା କରିବାର ଅର୍ଥ ସାକ୍ଷାତ୍ ଭଗବାନଙ୍କ ସେବା କରିବା । ହେଲେ ଏହା ଜାଣି ମଧ୍ୟ କିଛି ସନ୍ତାନ ଏଭଳି ବି ଅଛନ୍ତି ଯେଉଁମାନେ କି ନିଜ ଜନ୍ମକଲା ବାପାମାଆଙ୍କ ସେବା କରିବା ତ ଦୂରର କଥା ବରଂ ତାଙ୍କୁ ଆଡ ଆଖିରେ ବି…
Read More...

ପୋଷ୍ଟ ଅଫିସର ଶାନଦାର୍ ସ୍କିମ୍: ଶହେ ଟଙ୍କା ଭରନ୍ତୁ ଲକ୍ଷପତି ବନନ୍ତୁ…! କମ୍ ଟଙ୍କାରେ ବଡ ସଂଚୟର ସୁବିଧା…

କନକ ବ୍ୟୁରୋ: ସମସ୍ତେ ଚାହାଁନ୍ତି ରୋଜଗାର କରୁଥିବା ଟଙ୍କା ମଧ୍ୟରୁ କିଛି ଟଙ୍କା ସେଭିଂ କରି ରଖିବା ପାଇଁ । କିନ୍ତୁ ପ୍ରତିଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ କାରଣ ପାଇଁ ଟଙ୍କା ସଂଚୟ କରିବା ସମ୍ଭପର ହୋଇନଥାଏ ।  ସେହିଭଳି କିଛି ଲୋକ ନିଜ ରୋଜଗାର ଟଙ୍କାରୁ  କିଛି କିଛି ପଇସା ସେଭିଂ କରିବା…
Read More...

ଧୋନୀ କରିବେ କୁକୁଡ଼ା ଚାଷ : ପଡ଼ିଆରୁ କୁକୁଡ଼ା ଫାର୍ମିଂ , ଆନ୍ତର୍ଜତୀୟ କ୍ରିକେଟକୁ ଅଲବିଦା ପରେ ଏବେ କୁକୁଡା ଚାଷରେ…

କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ନୂଆ ନୂଆ ରୁଚିକୁ ଆପଣାଉଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । କ୍ରିକେଟରରୁ -ଯବାନ , ଯବାନରୁ –କିଷାନ୍ ଆଉ ଏବେ କଡ଼କନାଥ୍ କୁକୁଡ଼ା ଚାଷ ପ୍ରେମରେ ଧୋନି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ପରିଚୟ କଡ଼କନାଥ୍ କୁକୁଡ଼ାକୁ…
Read More...

ନୂଆ ରୂପରେ ଭାରତକୁ ଫେରୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଭାରତ ପାଇଁ ଖୁବଶୀଘ୍ର…

କନକ ବ୍ୟୁରୋ : ଭାରତ ଆସୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ପୁଣି ମୋବାଇଲରେ ଚାଲିବ ପବଜିର ଜଲୱା । ୱିନର ୱିନର, ଚିକେନ୍ ଡିନର । ଭାରତୀୟ ବ୍ୟାଟେଲଗ୍ରାଉଣ୍ଡରେ ପୁଣି ଚାଲିବ ପବଜିର ରାଜ୍ । ପୁଣି ଯୁବବର୍ଗଙ୍କୁ ପାଗଳ କରିବ ପବଜି, ଆଉ ଚିକେନ୍ ଡିନର । ଭାରତରେ…
Read More...

କରୋନା ପରେ ଚୀନରେ ବ୍ୟାପିଲା ‘ବ୍ରୁସିଲେସିସ୍ ଭୁତାଣୁ’ : ୬ ହଜାରରୁ ଅଧିକ ଲୋକ ହେଲେଣି ସଂକ୍ରମିତ । ଜାଣନ୍ତୁ କେମିତି…

ସମ୍ପୁର୍ଣ୍ଣ ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା କରୋନା ଭାଇରସର ପ୍ରଭାବରୁ ଲୋକ କିଛି ମାତ୍ରାରେ ଆଶ୍ୱସ୍ତି ପାଇଥିବା ବେଳେ ଏବେ ପୁଣି ଆଉ ଗୋଟିଏ ଭାଇରସ୍ ଚୀନରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ ପାଖାପାଖି ୬ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଭୁତାଣୁ ବ୍ୟାପିବା…
Read More...

ଆପଣଙ୍କ ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ଅଛି କି? ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ ।

କନକ ବ୍ୟୁରୋ : ଏବେ ପ୍ରତିଟି କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ପଡୁଛି । ନୂଆ ଗ୍ୟାସ୍ କନେକ୍ସନ ଠାରୁ ଆରମ୍ଭ କରି ବ୍ୟାଙ୍କ ସମ୍ବନ୍ଧୀୟ କାମରେ ଆଧାରକାର୍ଡ ନହେଲେ କାମ ଆଗକୁ ବଢୁନାହିଁ । ତେବେ ପୂର୍ବରୁ ହୋଇଥିବା ଆଧାରକାର୍ଡରେ ସମସ୍ତ ତଥ୍ୟ ଉପଲବ୍ଧ ନଥିବାରୁ କିଛି ସ୍ଥାନରେ…
Read More...

ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ଆଜି ବି ରିଜର୍ଭ ବ୍ୟାଙ୍କର ତଥ୍ୟ ଅସ୍ପଷ୍ଟ । ବିଜେପି କହିଲା ସଂଯୋଗ, ବିରୋଧୀଙ୍କ ମତ…

କନକ ବ୍ୟୁରୋ :ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ୪ ବର୍ଷ ତଳେ ଅର୍ଥାତ ନଭେମ୍ବର ୮ ତାରିଖ ୨୦୧୬ ମସିହା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଘୋଷଣା କରିଥିଲେ କି ଆଉ ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଚଳିବ ନାହିଁ । ଏହାର ଉର୍ଦ୍ଦେଶ୍ୟ ବାବଦରେ ସେ କହିଥିଲେ କି ଏପରି କରିବା…
Read More...

କି କର୍ମ କରିଥିଲେ ନେହେରୁ । ଆମେରିକାରେ ଟ୍ରମ୍ପଙ୍କ ପରାଜୟ ପାଇଁ କିଭଳି ନେହେରୁ ଦାୟୀ ? ଏନେଇ କିଛି ରୋଚକ କଥା

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ଯେତିକି ଉତ୍ସୁକତା ଦେଖା ଦେଇଥିଲା ତା ଠାରୁ ଅଧିକ ଉତ୍ସୁକ ଥିଲେ ଭାରତୀୟ ମାନେ । ଏହାର ମୁଖ୍ୟ କାରଣ ଥିଲା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ସେଠିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବା । ନିର୍ବାଚନ ସରିଲା ଓ ଫଳା…
Read More...