Browsing Category

ପୁନଶ୍ଚ ପୃଥିବୀ

ଦେଶର ବଢୁଛି, ରାଜ୍ୟରେ ହ୍ରାସ ପାଉଛି ବାଘ ସଂଖ୍ୟା। ପଢନ୍ତୁ କଣ ରହିଛି ସ୍ଥିତି…

କନକ ବ୍ୟୁରୋ: ବିଶ୍ୱରେ ବର୍ତ୍ତମାନ ଅନେକ ଜୀବଙ୍କ ପ୍ରଜାତି ବିଲୁପ୍ତ ହୋଇଥିବା ବେଳେ ଅନେକ ବିଲୁପ୍ତ ହେବାର ଦ୍ୱାରଦେଶରେ ପହଞ୍ଚିସାରିଛନ୍ତି । ନିକଟ ଅତୀତରେ ଅନେକ ପଶୁ ଏହିଭଳି ସ୍ଥିତିରେ ରହିଥିବା ବେଳେ ସମୟ ଅନୁସାରେ ସେମାନେ ବିଲୁପ୍ତ ମଧ୍ୟ ହୋଇଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ପ୍ରକୃତି…
Read More...

ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରୁଛନ୍ତି ‘ବୃକ୍ଷବନ୍ଧୁ ବିଶ୍ୱନାଥ’। ସୃଷ୍ଟି କରିଚାଲିଛନ୍ତି ଜଙ୍ଗଲ ।

କନକ ବ୍ୟୁରୋ : ସାରା ବିଶ୍ୱ ବର୍ତ୍ତମାନ ବିଷମ ପରିସ୍ଥିତି ଦେଇ ଗତି କରୁଛି । ପ୍ରତ୍ୟେକ ଦିନ ଅନେକ ପରିବର୍ତ୍ତନ ଘଟିଚାଲିଛି । କେତେବେଳେ ତାପମାତ୍ରା ବୃଦ୍ଧି ତ କେତେବେଳେ ସୁନାମୀ, ଭୂମିକମ୍ପର ମଧ୍ୟ ସାମ୍ନାକରୁଛି ମାନବ ସମାଜ । ଏଥିପାଇଁ ଆମେ ନିଜେହିଁ ଦାୟୀ । ତେବେ ଜଳବାୟୁ ପରିବର୍ତ୍ତନର…
Read More...

ଲୁଣା ଜଙ୍ଗଲ ଅଭିବୃଦ୍ଧିରେ ଭିତରକନିକା ଶ୍ରେଷ୍ଠ। ୨ ବର୍ଷରେ ସୃଷ୍ଟି ହୋଇଛି ୭.୭୬ ବର୍ଗ କିଲୋମିଟର ଜଙ୍ଗଲ।

କନକ ବ୍ୟୁରୋ: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ୟୁରୋପ ମହାଦେଶରେ ଦେଖାଯାଇଛି କେଉଁଭଳି ତାପମାତ୍ରା ବୃଦ୍ଧିପାଇଛି । ଖାଲି ୟୁରୋପରେ କାହିଁକି ଆମ ରାଜ୍ୟରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଅଞ୍ଚଳରେ ସମୁଦ୍ରର…
Read More...

ଗଛ ଲଗାଇଲେ ପିଲାଙ୍କୁ ପରୀକ୍ଷାରେ ମିଳିବ ମାର୍କ। ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ।

କନକ ବ୍ୟୁରୋ : ଦିନକୁ ଦିନ ପୃଥିବୀର ତାପମାତ୍ରା ବଢିଚାଲିଛି । ଜଙ୍ଗଲ ନଷ୍ଟ ହେଉଥିବାରୁ ବାୟମଣ୍ଡଳରେ ଉତ୍ତାପ ବଢିଚାଲିଛି । ତେବେ ଏଭଳି ଏକ ଜଟିଳ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପ୍ରୟାସ ଆରମ୍ଭ କରିଛି । ଜିଲ୍ଲାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅର୍ଥାତ…
Read More...

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେଉଛନ୍ତି ପକ୍ଷୀ । ବିଶ୍ୱରେ ହ୍ରାସପାଉଛି ପକ୍ଷୀଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଦିନକୁ ଦିନ କମିଚାଲିଛି ପକ୍ଷୀଙ୍କ ସଂଖ୍ୟା । ପରିବେଶ ସମ୍ବନ୍ଧୀୟ ଅଧ୍ୟୟନରୁ ଜଣାପଡିଛି ବିଶ୍ୱରେ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି । ଅନେକ ପ୍ରଜାତି ବିଲୁପ୍ତ ଅବସ୍ଥାରେ ପହଞ୍ଚିସାରିଛନ୍ତି । ଯଦି ସଠିକ ପଦକ୍ଷେପ ନିଆଯିବନାହିଁ ତେବେ ମହାବିନାଶର ପ୍ରଥମ ଲହର ଦେଖିବାକୁ ପାଇବା…
Read More...

ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବଢିଚାଲିଛି ବିଶ୍ୱ ତାପମାତ୍ରା । 

କନକ ବ୍ୟୁରୋ: ତାପମାତ୍ରା ବୃଦ୍ଧି ବିଶ୍ୱପାଇଁ ବର୍ତ୍ତମାନ ସବୁଠାର ଚିନ୍ତାର କାରଣ । ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ବା ତାପମାତ୍ରା ବୃଦ୍ଧି ଲୋକଙ୍କ ପାଇଁ ସମସ୍ୟା ବଢାଇଚାଲିଛି । ଏହି ଜଳବାୟୁ ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଉପରେ ବି ଅନେକ ପ୍ରଭାବ ପକାଉଛି ।  ୨୦୨୧ରେ ଦି ଲାନସେଟରେ…
Read More...

ହୁତୁହୁତୁ ହୋଇ ଜଳିଚାଲିଛି ଜଙ୍ଗଲ । ନିଆଁର ଆଁ ଭିତରେ ଛାରଖାର ଦେବଗିରିର ସବୁଜିମା । କିଏ ଲଗାଉଛି ନିଆଁ ?

କନକ ବ୍ୟୁରୋ: ଖରା ବଢୁଛି, ଜଙ୍ଗଲ ଜଳୁଛି । ଦିନକୁ ଦିନ ହୁତୁହୁତୁ ହୋଇ ଜଳିଚାଲିଛି ଜଙ୍ଗଲ । ନିଆଁର ଆଁ ଭିତରେ ଛାରଖାର ହେଉଛି ସବୁଜିମା ଅରଣ୍ୟ । ଜଙ୍ଗଲ ଜଳିବା ଫଳରେ ଗଛ, ଲତା, ପଶୁ ପକ୍ଷୀ, ଜୀବଜନ୍ତୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ପ୍ରବଳ ଖରାକୁ ବଣ ଭିତରର ଆକସ୍ମିକ ଅଗ୍ନିକାଣ୍ଡ…
Read More...

ଯେତେ ଗଛ ଲଗାଇବ, ସେତେ ସୁନ୍ଦର ପ୍ରକୃତି ପାଇବ । ସୋସିଆଲ ମିଡିଆର ଫଟୋ ଦେଲା ପରିବେଶ ସୁରକ୍ଷାର ଶିକ୍ଷା…

କନକ ବ୍ୟୁରୋ: କୁହାଯାଏ ବାପା ଯେଉଁ କର୍ମ କରିଥାନ୍ତି ତାହା ପୁଅମାନେ ପ୍ରାପ୍ତ ହୁଅନ୍ତି । ଅର୍ଥାତ ଭଲ କର୍ମ କରିଥିଲେ ଭଳ ଫଳ ମିଳେ, ଖରାପ କାମ କରିଥିଲେ ପୁଅକୁ କାଳ ହୁଏ । ବାପ-ପୁଅ ସମ୍ପର୍କକୁ ନେଇ ଅନେକ କଥାନଥା, କାହାଣୀ ତ ଆପଣ ଶୁଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ କେଉଁ କାହାଣୀ…
Read More...

ଗାଁ ଗଣ୍ଡାରୁ ହଜି ହଜି ଯାଉଛି ବରଗଛ । ଆଉ ଖରାଦିନେ ଛକଛକରେ ମିଳୁନି ଗଛର ଛାଇ… କିଏ ଏଥିପାଇଁ ଦାୟୀ ?…

କନକ ବ୍ୟୁରୋ: ବରଗଛର କଥା ଉଠିଲେ ଆଖି ସାମ୍ନାରେ ଆଙ୍କି ହୋଇଯାଏ ଗାଁର ଚିତ୍ର । ଗାଁ ମଝିର, ଗାଁ ମୁଣ୍ଡର ବୁଢ଼ା ବରଗଛ ହେଉ କି ଥୁଣ୍ଟା ବରଗଛ । ଛାଏଁ ଛାଏଁ ଆଖିରେ ନାଚିଯାଏ ପ୍ରତିଛବି । ବରଗଛ ବାଟୋଇର ବିଶ୍ରାମସ୍ଥଳ, ଥକି ପଡିଥିବା ଫେରିବାଲାର ବଳ । ନିଛାଟିଆ ରାସ୍ତାର ଏକମାତ୍ର ଆଶା । ବରଗଛ…
Read More...

ବଲିଉଡ ସିନେମା ବନେଇଦେଲା ବାର୍ଡମ୍ୟାନ୍ । ୨.୦ ଫିଲ୍ମ ଦେଲା ପ୍ରେରଣା । ଘରେ ରଖିଛନ୍ତି ୫୦୦ରୁ ଅଧିକ ପକ୍ଷୀ ।

କନକ ବ୍ୟୁରୋ: ବଲିଉଡ ସିନେମା ବନେଇଦେଲା ବାର୍ଡମ୍ୟାନ୍ । ପକ୍ଷୀଙ୍କୁ ପ୍ରେମ କରି ସେମାନଙ୍କୁ ସୁରକ୍ଷା ଦେବାକୁ ସଙ୍କଳ୍ପ କରାଇଲା ସିନେମା । ଅକ୍ଷୟ କୁମାରଙ୍କ ୨.୦ ଏବଂ ରଜନୀକାନ୍ତଙ୍କ ରୋବର୍ଟ ଫିଲ୍ମ ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ପ୍ରେରଣା ଯୋଗାଇଲା । ଆଉ ତାପରେ ପକ୍ଷୀଙ୍କୁ ଆଦରିବା ଆରମ୍ଭ…
Read More...