ନୂଆଦିଲ୍ଲୀ ଆସନରୁ ଜିତିଲେ ବାଂଶୁରୀ ସ୍ବରାଜ, ଆପ୍ ପ୍ରାର୍ଥୀ ସୋମନାଥ ଭାରତୀ ପରାଜିତ ।

640

କନକ ବ୍ୟୁରୋ :ରାଜଧାନୀ ଦିଲ୍ଲୀର ଲୋକସଭା ସିଟରେ ବିଜୟୀ ହୋଇଛନ୍ତି ବାଂଶୁରୀ ସ୍ୱରାଜ । ଦିବଗଂତ ନେତା ସୁଷମା ସ୍ୱରାଜଙ୍କ ଝିଅ । ସେ ପ୍ରଥମଥର ପାଇଁ ନିବାଚନ ଲଢିଥିଲେ ।ସେ ନିକଟତମ ପ୍ରତିନ୍ଦ୍ୱନ୍ଦୀ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସୋମନାଥ ଭାରତୀଙ୍କୁ ପରାଜିତ କରିଥିଲେ । ରାଜଧାନୀ ଦିଲ୍ଲୀରେ ୫୫.୪୩ ପ୍ରତିଶତ ମତଦାନ ହୋଇଥିଲା ।ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କୁ ହରାଇ ୪ଲକ୍ଷ ୫୩ ହଜାର ୧୮୫ ଭୋଟ ସେ ପାଇଛନ୍ତି ।