Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

potato mission

ବିଧାନସଭାରେ ଆଳୁ ଝଡ । ଆଳୁ ମିଶନ ଫେଲ ପାଇଁ ପୂର୍ବ ସରକାରକୁ ଦାୟୀ କଲେ ଉପ-ମୁଖ୍ୟମନ୍ତ୍ରୀ ।

CBI

ଠିକାଦାର ଓ କନଷ୍ଟ୍ରକସନ ଡିଲ ମାମଲାରେ ନାଟକୀୟ ମୋଡ । ଟେଣ୍ଡର ଫିକ୍ସିଂ ପଛରେ ରାଜନୈତିକ, ପ୍ରଶାସନିକ ସମ୍ପୃକ୍ତି ସନ୍ଦେହ କରୁଛି ସିବିଆଇ ।

PREMIKA MUNDA KATILA

ପ୍ରେମିକାର ମୁଣ୍ଡ କାଟିଲା, ୬ଖଣ୍ଡ କରି ଏଣେ ତେଣେ ଫିଙ୍ଗିଲା । ପ୍ରେମିକା ଜେଲରେ ପୂରାଇଥିଲା ବୋଲି ଏମିତି ପ୍ରତିଶୋଧ ନେଲା ପ୍ରେମିକ ।

winter session end

ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ୧୬ଟି କାର୍ଯ୍ୟଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ।

mission shakti politics

ବିଧାନସଭାରେ ରାଜନୀତି, ରାଜରାସ୍ତାରେ ମହିଳା । ବିଜେଡି-ବିଜେପି ଦୋଷ ଲଦାଲଦି । କଂଗ୍ରେସ କହିଲା, ଭୂଲ ଚକ୍କରରେ ଫଳାଫଳ ଶୂନ୍...

GOVT QUARTER

ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ୧୪ ବିଧାୟକ । ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାଣନ୍ତୁ, କିଏ କିଏ ଛାଡିନାହାଁନ୍ତି କ୍ୱାର୍ଟର....

andhra trallar

କଟକଣା ମାନୁନି ଆନ୍ଧ୍ରା ଟ୍ରଲର। ଅବାଧରେ ଚାଲିଛି ମାଛମରା ।

NILAGIRI ELE

ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ । ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଗାଁ ଲୋକ ଓ ବନ ବିଭାଗ

shinde

ବିରୋଧୀଙ୍କ ଉପରେ ବର୍ଷିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ନିର୍ବାଚନ ଫଳାଫଳକୁ ନେଇ ଏମଭିଏ ବୟାନକୁ ନେଇ କଲେ ଟାର୍ଗେଟ ।

TEAM INDIA

ଦିନକରେ ଭାରତୀୟ କ୍ରିକେଟକୁ ତିନି ଝଟକା । ଅଷ୍ଟ୍ରେଲିଆ ବିପକ୍ଷରେ ହାରିଲେ ପୁରୁଷ, ମହିଳା ଦଳ । ସେପଟେ ଏସିଆ କପ୍ ଫାଇନାଲ ହାରିଲା ଯୁବ ଦଳ ।

ସବସ୍କ୍ରାଇବ କରନ୍ତୁ