Advertisment

Sunil Bhuyan

କ୍ରିକେଟ କରିଦେଲା କୋଟିପତି । ବାପା ପାନ ଦୋକାନୀ, ପୁଅ ଏବେ ଆଇପିଏଲ ନିଲାମୀର ଚର୍ଚ୍ଚିତ ଚେହେରା । ଶୁଭମ ଦୁବେଙ୍କୁ ନେଇ ଜୋରଦାର ଚର୍ଚ୍ଚା ।

ପୁଣି ଫେରୁଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆତଙ୍କିତ ନୁହେଁ ସତର୍କ ରୁହ । ପ୍ରତି ୩ ମାସରେ କରୋନାକୁ ନେଇ ହସ୍ପିଟାଲରେ ହେଉ ମକଡ୍ରିଲ୍ । 

ଉପ-ରାଷ୍ଟ୍ରପତିଙ୍କୁ ଅପମାନ, ରାଷ୍ଟ୍ରପତିଙ୍କ ନିନ୍ଦା । ପ୍ରଧାନମନ୍ତ୍ରୀ ଫୋନରେ କହିଲେ, ୨୦ ବର୍ଷ ହେବ ମୁଁ ବି ସହୁଛି ଏମିତି ଅପମାନ ।

ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ । ଶିଶୁ ଅପହୃତ ପଛରେ ଥିଲା ବାପାଙ୍କ ହାତ, ଅପହରଣର ପୁରା କାହାଣୀ କହିଲେ ଭୁବନେଶ୍ୱର ଡିସିପି । 

ରାଉରକେଲାରେ ଡରାଇଲାଣି ହଇଜା । ୯ ଜଣଙ୍କ ମୃତ୍ୟୁ ଅଭିଯୋଗ, ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ସ୍ୱାସ୍ଥ୍ୟ ସଚିବ ।

ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର, ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ।

ବିଜେଡି କାର୍ଯ୍ୟକାରିଣୀରେ ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ମହାନଦୀ ଓ ପୋଲାଭରମ ଭଳି ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଲଢେଇ ଜାରି ରଖିବାକୁ ଆହ୍ୱାନ

୨୦୨୪ରେ ନିର୍ବାଚନ ଲଢିବେନି ପାଣ୍ଡିଆନ, କାର୍ଯ୍ୟକାରିଣୀ ବୈଠକରେ କଲେ ସ୍ପଷ୍ଟ । ୧୪୭ ଆସନରେ ଦଳ ପାଇଁ କରିବେ କାମ ।

ଆଜିଠୁ ରାଜସ୍ଥାନରେ ଭଜନଲାଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ, ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟୋକେଇରେ ନକଲି ଟଙ୍କା ରଖି ପ୍ରତିବାଦ କଲା ବିଜେପି । ଆଇଟି ରେଡରେ ଜବତ ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ସିବିଆଇ ତଦନ୍ତ ପାଇଁ କଲା ଦାବି ।

ସବସ୍କ୍ରାଇବ କରନ୍ତୁ