Advertisment

Sunil Bhuyan

ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଋଣ, ମିଶନ ଶକ୍ତିର ମା’ଙ୍କୁ ଉଦ୍ୟୋଗୀ କରିବାକୁ ଉଦ୍ୟମ କରୁଛନ୍ତି ନବୀନ । ବିଜେଡି କହିଲା, ଦଳ ସହ ଅଛନ୍ତି ଓଡ଼ିଶାର ମହିଳା । post image

ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଋଣ, ମିଶନ ଶକ୍ତିର ମା’ଙ୍କୁ ଉଦ୍ୟୋଗୀ କରିବାକୁ ଉଦ୍ୟମ କରୁଛନ୍ତି ନବୀନ । ବିଜେଡି କହିଲା, ଦଳ ସହ ଅଛନ୍ତି ଓଡ଼ିଶାର ମହିଳା ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା । ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ । post image

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା । ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ।

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମହାନଗର ନିଗମର ମେୟରଙ୍କ ଦରମା ୫୦ ହଜାର, ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ।  post image

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମହାନଗର ନିଗମର ମେୟରଙ୍କ ଦରମା ୫୦ ହଜାର, ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି । 

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଦୁର୍ବଳ ହେଉଛି ଜେଜେପି । ଦ୍ୟୁଷନ୍ତଙ୍କ ହାତ ଛାଡିଲେ ଦଳର ୪ ବିଧାୟକ । post image

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଦୁର୍ବଳ ହେଉଛି ଜେଜେପି । ଦ୍ୟୁଷନ୍ତଙ୍କ ହାତ ଛାଡିଲେ ଦଳର ୪ ବିଧାୟକ ।

ଜେଏନୟୁ ପ୍ରଫେସର ନିବେଦିତା ମେନନଙ୍କୁ ସମ୍ବଲପୁର ଜିଏମ୍ କଲେଜରେ ବିରୋଧ ।ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଲା ଏବିଭିପି । post image

ଜେଏନୟୁ ପ୍ରଫେସର ନିବେଦିତା ମେନନଙ୍କୁ ସମ୍ବଲପୁର ଜିଏମ୍ କଲେଜରେ ବିରୋଧ ।ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଲା ଏବିଭିପି ।

ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ପାଇଲା ଏନଏସି ମାନ୍ୟତା । post image

ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ପାଇଲା ଏନଏସି ମାନ୍ୟତା ।

ଶାହ ନେବେ ଶେଷ ନିଷ୍ପତ୍ତି । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ମେଣ୍ଟକୁ ନେଇ ବଡ ଖବର । post image

ଶାହ ନେବେ ଶେଷ ନିଷ୍ପତ୍ତି । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ମେଣ୍ଟକୁ ନେଇ ବଡ ଖବର ।

ଆଇପିଏଲରୁ ବାଦ୍ ପଡିଲେ ମହମ୍ମଦ ସାମି, ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଡିଆକୁ ଓହ୍ଲାଇବେ ଋଷଭ ପନ୍ତ । post image

ଆଇପିଏଲରୁ ବାଦ୍ ପଡିଲେ ମହମ୍ମଦ ସାମି, ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଡିଆକୁ ଓହ୍ଲାଇବେ ଋଷଭ ପନ୍ତ ।

ସରପଞ୍ଚ ପାଇବେ ୧୦ ହଜାର, ଜିଲ୍ଲା ପରିଷଦ ସଭାପତିଙ୍କୁ ମିଳିବ ୩୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । post image

ସରପଞ୍ଚ ପାଇବେ ୧୦ ହଜାର, ଜିଲ୍ଲା ପରିଷଦ ସଭାପତିଙ୍କୁ ମିଳିବ ୩୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି ।

ମେଣ୍ଟ ନିଷ୍ପତ୍ତି ନବୀନ ନେବେ, ଆସନ ବୁଝାମଣାକୁ ନେଇ ଚାଲିଛି ତର୍ଜମା । ବିଜେପି-ବିଜେଡି ମେଣ୍ଟକୁ ନେଇ ବଡ ବୟାନ ରଖିଲେ ବିଧାୟକ ପର୍ଶୁରାମ ଧଡ଼ା । post image

ମେଣ୍ଟ ନିଷ୍ପତ୍ତି ନବୀନ ନେବେ, ଆସନ ବୁଝାମଣାକୁ ନେଇ ଚାଲିଛି ତର୍ଜମା । ବିଜେପି-ବିଜେଡି ମେଣ୍ଟକୁ ନେଇ ବଡ ବୟାନ ରଖିଲେ ବିଧାୟକ ପର୍ଶୁରାମ ଧଡ଼ା ।

ସବସ୍କ୍ରାଇବ କରନ୍ତୁ