Advertisment

Sunil Bhuyan

ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ, ଦେଶରେ ଓଡ଼ିଶା ପ୍ରଥମ । ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଲେ, ଆଗାମୀ ଦଶନ୍ଧି ଯୁବବର୍ଗଙ୍କ ପାଇଁ ସମର୍ପିତ । post image

ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ, ଦେଶରେ ଓଡ଼ିଶା ପ୍ରଥମ । ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଲେ, ଆଗାମୀ ଦଶନ୍ଧି ଯୁବବର୍ଗଙ୍କ ପାଇଁ ସମର୍ପିତ ।

ବୁଝିଗଲେ ଜ୍ୟୋତି, ବୁଝାଇଦେଲା ବିଜେଡି । ଇସ୍ତଫାର ୨୪ ଘଣ୍ଟା ପରେ ପୁଣିଥରେ ଦଳକୁ ଫେରିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦଳ ଦେଲା ନୂଆ ଦାୟିତ୍ୱ । post image

ବୁଝିଗଲେ ଜ୍ୟୋତି, ବୁଝାଇଦେଲା ବିଜେଡି । ଇସ୍ତଫାର ୨୪ ଘଣ୍ଟା ପରେ ପୁଣିଥରେ ଦଳକୁ ଫେରିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦଳ ଦେଲା ନୂଆ ଦାୟିତ୍ୱ ।

ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ଆସିବେ ପ୍ରଧାନମନ୍ତ୍ରୀ । ୨୯ରେ ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦୀ । post image

ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ଆସିବେ ପ୍ରଧାନମନ୍ତ୍ରୀ । ୨୯ରେ ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦୀ ।

ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ନବୀନଙ୍କ ଲକ୍ଷ୍ୟ । ପ୍ରଚାର ବେଳେ ପାଣ୍ଡିଆନ କହିଲେ, ପୁରୀ ପାଲଟିବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ । post image

ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ନବୀନଙ୍କ ଲକ୍ଷ୍ୟ । ପ୍ରଚାର ବେଳେ ପାଣ୍ଡିଆନ କହିଲେ, ପୁରୀ ପାଲଟିବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ।

ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବୁ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ଛେଣ୍ଡିପଦାରେ ଭୋଟ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ । post image

ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବୁ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ଛେଣ୍ଡିପଦାରେ ଭୋଟ ଭିକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ ।

ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ । କହିଲେ, ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ । post image

ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ । କହିଲେ, ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ ।

ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ସୋଲାର ଲାଇଟ ଓ ଫୁଟ୍ ଓଭରବ୍ରିଜ୍ କରି ଭୁବନେଶ୍ୱର ସାଂସଦ କହୁଛନ୍ତି ବିକାଶ ହୋଇଛି, ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ । post image

ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ସୋଲାର ଲାଇଟ ଓ ଫୁଟ୍ ଓଭରବ୍ରିଜ୍ କରି ଭୁବନେଶ୍ୱର ସାଂସଦ କହୁଛନ୍ତି ବିକାଶ ହୋଇଛି, ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ ।

ପାଣ୍ଡିଆନଙ୍କ ହିସାବ କିତାବ । କହିଲେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୨୦୧୯ ଅପେକ୍ଷା ଅଧିକ ଆସନ ପାଇ ରେକର୍ଡ କରିବ ବିଜେଡି ।  post image

ପାଣ୍ଡିଆନଙ୍କ ହିସାବ କିତାବ । କହିଲେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୨୦୧୯ ଅପେକ୍ଷା ଅଧିକ ଆସନ ପାଇ ରେକର୍ଡ କରିବ ବିଜେଡି । 

ବିଜେଡିର ନିର୍ବାଚନ ଇସ୍ତାହାରକୁ ନେଇ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ମଧ୍ୟବିତ୍ତଙ୍କ ପାଇଁ ହୋଇଛି ବଡ ଘୋଷଣା, ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା । post image

ବିଜେଡିର ନିର୍ବାଚନ ଇସ୍ତାହାରକୁ ନେଇ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ମଧ୍ୟବିତ୍ତଙ୍କ ପାଇଁ ହୋଇଛି ବଡ ଘୋଷଣା, ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ, କହିଲେ ସିମୁଳିଆ ଓ ଖଇରାବାସୀଙ୍କ ସେବା ଜାରି ରଖିବି । post image

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ, କହିଲେ ସିମୁଳିଆ ଓ ଖଇରାବାସୀଙ୍କ ସେବା ଜାରି ରଖିବି ।

ସବସ୍କ୍ରାଇବ କରନ୍ତୁ