Advertisment
Sibani Panda profile image

Sibani Panda

ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଉପରେ ଗର୍ଜିଲେ ଶିବସେନା ନେତା ସଞ୍ଜୟ ରାଉତ । କହିଲେ , ମହାରାଷ୍ଟ୍ରକୁ ବଦନାମ୍ ଏବଂ ମହାରାଷ୍ଟ୍ର ଜନତାଙ୍କ ସହ ବିଶ୍ୱାସଘାତ କରିଛନ୍ତି ଅଜିତ ପାଓ୍ଵାର ।

ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ବସ୍ ସାମ୍ନାକୁ ଷଣ୍ଢ ଆସିଯିବାରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର୍ । ଦୁର୍ଘଟଣାରେ ୧୧ ମୃତ ୬ ଗୁରୁତର

କଡ଼ ଲେଉଟିଲା ମହାରାଷ୍ଟ୍ର ରାଜନୀତି : ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସରକାର , ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର୍ । 

ସିନେମା ବଜାରରେ ଚର୍ଚ୍ଚା ସାଉଁଟିଛି କମେଡି ଏବଂ ଆକ୍ସନ୍ ଫିଲ୍ମ ‘ମୋଦୀ ଜି କି ବେଟି’ ! ସିନେମାର ଶୀର୍ଷକକୁ ନେଇ କୌତୁହଳ ସିନେପ୍ରେମୀ । 

ଜମ୍ମୁ-କଶ୍ମୀର ପରେ ମୋଦି ସରକାର ନେବାକୁ ଯାଉଛନ୍ତି ଏକ ବଡ଼ ନିଷ୍ପତ୍ତି । ୨ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୋଟିଏ କରିବା ଲକ୍ଷ୍ୟରେ ସରକାର ।

ବିଦେଶ ଗସ୍ତର ବିମାନ ଖର୍ଚ୍ଚ ! ୩ ବର୍ଷର ବିଦେଶ ଗସ୍ତ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଟାର୍ଡ ଫ୍ଲାଇଟରେ ଖର୍ଚ୍ଚ ହୋଇଛି ୨୫୫ କୋଟି ଟଙ୍କା ।

ନକଲି ମେଡିସିନ୍ ଜାଲରେ ଭାରତ ! ବାଂଲାଦେଶରୁ ଭାରତକୁ ଆସୁଛି ଜାଲ ମେଡ଼ିସିନ, ବର୍ଷକୁ ହେଉଛି ୩୦୦ କୋଟିର କାରବାର ।

ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଇଣ୍ଡିଆନ୍ ଆଇଡଲ୍ ସୋ’ରୁ ବିଦା ହେଲେ ସଂଗୀତଜ୍ଞ ଅନୁ ମଲ୍ଲିକ ! କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏନେଇ ଚିଠି ଲେଖିଲେ ଗାୟିକା ସୋନା ମହାପାତ୍ର

ପୁସ୍ତକପ୍ରେମୀ ବିଧାୟକ ! ଫୁଲହାର ବଦଳରେ ଲୋକଙ୍କୁ ପୁସ୍ତକ ଦେବାକୁ ଅନୁରୋଧ କରୁଛନ୍ତି ବିଧାୟକ , ଇଚ୍ଛା ରହିଛି ଗୋଟିଏ ପାଠାଗାର ଖୋଲିବେ

ରାମ୍ପରେ ରାନୁ ମଣ୍ଡଳ ! ସୋସିଆଲ ମିଡିଆରେ ଭାଇରାଲ ହେଲା ରାନୁଙ୍କ ରାମ୍ପ ୱାକ୍ ଭିଡିଓ , ଟ୍ରୋଲ୍ କଲେ ଲୋକେ । 

ରାମ୍ପରେ ରାନୁ ମଣ୍ଡଳ ! ସୋସିଆଲ ମିଡିଆରେ ଭାଇରାଲ ହେଲା ରାନୁଙ୍କ ରାମ୍ପ ୱାକ୍ ଭିଡିଓ , ଟ୍ରୋଲ୍ କଲେ ଲୋକେ । 

Advertisment
ସବସ୍କ୍ରାଇବ କରନ୍ତୁ