Advertisment

smruti sangita giri

ଦୈନିକ ଖବରକାଗଜ ସମ୍ବାଦର ଆଜି ୩୭ ତମ ସ୍ୱନକ୍ଷତ୍ର । ୧୯୮୪ ମସିହା ଆଜିର ଦିନରେ ଓଡ଼ିଶା ଖବରକାଗଜ ଜଗତରେ ନୂଆ ବିପ୍ଳବ ନେଇ ଆସିଥିଲା ସମ୍ବାଦ

ବିପଦସଙ୍କେତ ଉପରେ ଜଳକା । ଲଘୁଚାପ ପ୍ରଭାବରେ ବସ୍ତାରେ ଲାଗି ରହିଛି ଲଗାଣ ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ଜଳସ୍ତର ବୃଦ୍ଧି

ଶେଷଯାତ୍ରାରେ ମହାରଥୀ, ଶବାଧାର ସହିତ ଲଂବିଛି ଲୋକଙ୍କ ଭିଡ: ପୈତୃକ ଗାଁରୁ ପୁରୀ ଅଭିମୁଖେ ପ୍ରଦୀପଙ୍କ ପାର୍ଥିବ ଶରୀର; ରାଷ୍ଟ୍ରିୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

ମହାରଥୀଙ୍କୁ ଝୁରୁଛି ବିଧାନସଭା: ଶୋକ ପ୍ରସ୍ତାବ ବେଳେ ଭାବବିହ୍ୱଳ ହେଲେ ବିରୋଧୀ ଦଳ ବିଧାୟକ; ଅମର ଶତପଥୀ କହିଲେ ମରିନାହାନ୍ତି ମହାରଥୀ, ସରିନାହିଁ ରାଜନୀତି: କାଲିଯାଏଁ ଗୃହ ମୁଲତବୀ

ରାଜ୍ୟରେ ଖସୁଛି କରୋନା ମିଟର: ଦିନକରେ ୩୩୨୬ ଆକ୍ରାନ୍ତ, ୧୫ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୬୩୮, କଟକରୁ ୨୬୮ ପଜିଟିଭ୍

ପ୍ରଦୀପ ମହାରଥୀଙ୍କ ପାଇଁ ଗୃହରେ ଶୋକପ୍ରସ୍ତାବ ଆଗତ: ଶୋକପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମହାରଥୀଙ୍କ ଶେଷକୃତ୍ୟ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ ହେବା ନେଇ ବାଚସ୍ପତିଙ୍କ ସୂଚନା

କୋଭିଡ ସହ ଲଢେଇ କରୁଥିବା ଆମେରିକା ରାଷ୍ଟ୍ରପତି ସେୟାର କଲେ ଭିଡିଓ: ଟ୍ରମ୍ପ କହିଲେ, ମୁଁ ପୂର୍ବପେକ୍ଷା ବହୁତ ସୁସ୍ଥ, ମୋତେ ଫେରିବାକୁ ହେବ; ମୋତେ ଆମେରିକାକୁ ମହାନ କରିବାର ଅଛି

ଆଉ ନାହାନ୍ତି ମହାରଥୀ: ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା

ଆଜିଠାରୁ ଖୋଲିଲା ନନ୍ଦନକାନନ...ଅନଲାଇନ ସହ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ: ପର୍ଯ୍ୟଟକଙ୍କୁ ମୁହଁରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ

ସବସ୍କ୍ରାଇବ କରନ୍ତୁ