ମାଳଦ୍ୱୀପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : କେନ୍ଦ୍ରାପଡା ଅଲଇଲୋ ଗାଁରେ ଶୋକର ଛାୟା

କନକ ବ୍ୟୁରୋ : ମାଳଦ୍ୱୀପରେ ପ୍ରବାସୀ ଓଡିଆ ଶ୍ରମିକ ମୃତ । କେନ୍ଦ୍ରାପଡା ଜିଲ୍ଲା ଅଳେଇଲୋ ଗାଁର ସୁଧୀର ସେଠି ମାଲଦୀପରେ ଆଖି ବୁଜିଛନ୍ତି । ମାଳଦ୍ୱୀପର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିବାରୁ ସୁଧୀରଙ୍କ ମୃତ୍ୟୁ ହୋଇଛି । ଏହି ଖବର ମିଳିବା ପରେ ପରିବାରରେ…

ହମାସ ବିରୋଧରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ : ୱେଷ୍ଟ ବ୍ୟାଙ୍କର ଅଲ-ଅନସାର ମସଜିଦ ଉପରେ ବୋମାମାଡ

କନକ ବ୍ୟୁରୋ : ମସଜିଦ ଉପରେ ଇସ୍ରାଏଲର ଆକ୍ରମଣ । ରବିବାର ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଥିବା ଏକ ମସଜିଦ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ହମାସ ଆତଙ୍କବାଦୀମାନେ ଏହି ମସଜିଦରେ ରହିଥିଲେ । ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛି । ଆତଙ୍କବାଦୀମାନେ…

ଧିରେ ଧିରେ ପଡୁଛି ଶୀତ ପ୍ରଭାବ : ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ; ନିଳ ଜଳରାଶିରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ…

କନକ ବ୍ୟୁରୋ : ଶୀତଋତୁ ଆଗମନରେ ଚିଲିକା ନିଳ ଜଳରାଶିରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ ଗଠନ କରାଯାଇଛି । ଏଥିସହ ମୋବାଇଲ ଟିମ…

ବର୍ଷାରେ ଭିଜିପାରେ ଦଶହରା : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା…

କନକ ବ୍ୟୁରୋ : ଦଶହରା ବାଧାକ ସାଜିପାରେ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ମୁତବାକ, ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଆହୁରୀ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବାର…

ଖଲ୍ଲିକୋଟ ବଡରାମପଲ୍ଲୀ ଗାଁରେ ବିଭତ୍ସ ହତ୍ୟା : ୨ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଗଲେ ଦୁର୍ବୃତ୍ତ; ଜଣେ…

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟ ବ୍ଲକ ବଡରାମପଲ୍ଲୀ ଗାଁ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି କୋମଣ୍ଡ ଗାଁର କେ ପଦ୍ମରେଡି । ସେହିପରି ଗୁରୁତର ଯୁବକ ଜଣଙ୍କ ଗୁଡିଝର ଗାଁର ନୃସିଂହ ନାଥ…

ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତରଯାତ୍ରା : ଜେନା ଖାଲରୁ ପୀଠକୁ ଫେରୁଛି ମାଆଙ୍କ ଛତର

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଆଜି ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି । ପ୍ରଶାସନର…