Advertisment

Pranjna Parimita Behera

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ମୋଦି ଷ୍ଟାଇଲ । ଯୋଦ୍ଧାଙ୍କ ପାଇଁ ଗାଆନ୍ତୁ ଆଦ୍ୟ ସଙ୍ଗୀତ । ମେ’ ୩୦ ସଂଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଭିଡିଓ ବାର୍ତ୍ତାରେ ଦେଲେ ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ post image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଦି ଷ୍ଟାଇଲ । ଯୋଦ୍ଧାଙ୍କ ପାଇଁ ଗାଆନ୍ତୁ ଆଦ୍ୟ ସଙ୍ଗୀତ । ମେ’ ୩୦ ସଂଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଭିଡିଓ ବାର୍ତ୍ତାରେ ଦେଲେ ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି । ବରିଷ୍ଠ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ଛାତିରେ ଯନ୍ତ୍ରଣା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ । post image

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି । ବରିଷ୍ଠ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ଛାତିରେ ଯନ୍ତ୍ରଣା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ : ବିପୁଳ ପରିମାଣର ବିସ୍ପୋରକ ଥିବା ଏକ କାରକୁ ନିଷ୍କ୍ରିୟ କଲେ ବୋମା ନିଷ୍କ୍ରିକାରୀ ଦଳ post image

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ : ବିପୁଳ ପରିମାଣର ବିସ୍ପୋରକ ଥିବା ଏକ କାରକୁ ନିଷ୍କ୍ରିୟ କଲେ ବୋମା ନିଷ୍କ୍ରିକାରୀ ଦଳ

କରୋନା ଯୋଦ୍ଧାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମିତ ସରପଞ୍ଚ ଓ ଆଶାକର୍ମୀଙ୍କ ସହ କଥା ହୋଇ ତ୍ୟାଗ ଓ ସାହାସକୁ ପ୍ରଶଂସା କଲେ, ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ post image

କରୋନା ଯୋଦ୍ଧାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମିତ ସରପଞ୍ଚ ଓ ଆଶାକର୍ମୀଙ୍କ ସହ କଥା ହୋଇ ତ୍ୟାଗ ଓ ସାହାସକୁ ପ୍ରଶଂସା କଲେ, ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

କଟକ ନରସିଂହପୁର ମା ବ୍ରାହ୍ମଣୀଦେଇ ମନ୍ଦିରରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୂଜକଙ୍କ ଆତ୍ମସମର୍ପଣ । କହିଲେ, କରୋନା ଦୂର କରିବାପାଇଁ ବଳି ପକାଇବାକୁ ହୋଇଥିଲା ସ୍ୱପ୍ନାଦେଶ । post image

କଟକ ନରସିଂହପୁର ମା ବ୍ରାହ୍ମଣୀଦେଇ ମନ୍ଦିରରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୂଜକଙ୍କ ଆତ୍ମସମର୍ପଣ । କହିଲେ, କରୋନା ଦୂର କରିବାପାଇଁ ବଳି ପକାଇବାକୁ ହୋଇଥିଲା ସ୍ୱପ୍ନାଦେଶ ।

ରାଜ୍ୟରେ ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ । ୧୬୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦିଆଗଲା ସୂଚନା post image

ରାଜ୍ୟରେ ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ । ୧୬୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦିଆଗଲା ସୂଚନା

ମଦ କାଉଣ୍ଟରରେ ଲୋକଙ୍କ ଭିଡ । ଆଗରେ ପଡିଛି ସଟର, ପଛରେ ଚାଲିଛି ବେପାର । ଜୟପୁରରେ ସରକାରୀ ନିୟମ ମାନୁନାହାନ୍ତି ବ୍ୟବସାୟ କି ଗ୍ରାହକ . . . post image

ମଦ କାଉଣ୍ଟରରେ ଲୋକଙ୍କ ଭିଡ । ଆଗରେ ପଡିଛି ସଟର, ପଛରେ ଚାଲିଛି ବେପାର । ଜୟପୁରରେ ସରକାରୀ ନିୟମ ମାନୁନାହାନ୍ତି ବ୍ୟବସାୟ କି ଗ୍ରାହକ . . .

‘ଅମ୍ଫାନ’ରେ ୨୦ ହଜାର ଗଛ ନଷ୍ଟ : ୧.୨୫ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନ post image

‘ଅମ୍ଫାନ’ରେ ୨୦ ହଜାର ଗଛ ନଷ୍ଟ : ୧.୨୫ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନ

ରାଜ୍ୟରେ ଗଡିଲା ଘରୋଇ ବସ । ପ୍ରଥମ ଦିନରେ ବସରେ ଗଲେ କମ ସଂଖ୍ୟାର ଯାତ୍ରୀ । ସାମାଜିକ ଦୂରତା ଉପରେ ଗୁରୁତ୍ୱ post image

ରାଜ୍ୟରେ ଗଡିଲା ଘରୋଇ ବସ । ପ୍ରଥମ ଦିନରେ ବସରେ ଗଲେ କମ ସଂଖ୍ୟାର ଯାତ୍ରୀ । ସାମାଜିକ ଦୂରତା ଉପରେ ଗୁରୁତ୍ୱ

ଜୁନ ପହିଲାରୁ ପୁଣି ବଢିପାରେ ତାଲାବନ୍ଦ ଅବଧି । ରବିବାର ‘ମନ କି ବାତ’ରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ।ଅନେକ କଟକଣା କୋହଳ ହେବା ସମ୍ଭାବନା post image

ଜୁନ ପହିଲାରୁ ପୁଣି ବଢିପାରେ ତାଲାବନ୍ଦ ଅବଧି । ରବିବାର ‘ମନ କି ବାତ’ରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ।ଅନେକ କଟକଣା କୋହଳ ହେବା ସମ୍ଭାବନା

ସବସ୍କ୍ରାଇବ କରନ୍ତୁ