Advertisment

Pranjna Parimita Behera

ରାଜ୍ୟରେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୨୧୪ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୩୧ ଜଣ । ଗଞ୍ଜାମରୁ ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି  post image

ରାଜ୍ୟରେ ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୨୧୪ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୩୧ ଜଣ । ଗଞ୍ଜାମରୁ ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି 

ଗାଁ ଲୋକଙ୍କୁ ସହର ମନା । ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ । ଆବଶ୍ୟକତା ନଥିଲେ ୧୫ଦିନ ପାଇଁ ନଆସିବାକୁ ନିବେଦନ । post image

ଗାଁ ଲୋକଙ୍କୁ ସହର ମନା । ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ । ଆବଶ୍ୟକତା ନଥିଲେ ୧୫ଦିନ ପାଇଁ ନଆସିବାକୁ ନିବେଦନ ।

ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲା । ଆଜି ହୋଇପାରେ ଶୁଣାଣି, ସାମାଜିକ ଦୂରତା ନରହିବା ଆଶଙ୍କା କରି ହୋଇଛି ଆବେଦନ post image

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ । ସୁପ୍ରିମକୋର୍ଟ କହିଲେ ବିକଳ୍ପ ମୂଲ୍ୟାୟନରେ ଦିଆଯିବ ମାର୍କ । ବିଚାରକୁ ନିଆଯିବ ୩ଟି ବିଷୟର ସର୍ବାଧିକ ମାର୍କ । ଜୁଲାଇ ୧୫ ସୁଦ୍ଧା ଆସିବ ରେଜଲ୍ଟ

ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ‌ଶୀର୍ଷରେ । ସରକାରଙ୍କୁ ଘାରିଲାଣି ହାତୀ ସୁରକ୍ଷା ଚିନ୍ତା । ତୃଣମୂଳସ୍ତରରୁ କାର୍ଯ୍ୟ କରିବ କଣ୍ଟ୍ରୋଲ ରୁମ୍‌ post image

ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ‌ଶୀର୍ଷରେ । ସରକାରଙ୍କୁ ଘାରିଲାଣି ହାତୀ ସୁରକ୍ଷା ଚିନ୍ତା । ତୃଣମୂଳସ୍ତରରୁ କାର୍ଯ୍ୟ କରିବ କଣ୍ଟ୍ରୋଲ ରୁମ୍‌

କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା । ମୃତ୍ୟୁ ପରେ ୨.୫ ଲକ୍ଷ ଟଙ୍କା ଆଦାୟ କରି ସହାୟତା ଦେଲେ ସ୍ଥାନୀୟ ଲୋକେ post image

କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା । ମୃତ୍ୟୁ ପରେ ୨.୫ ଲକ୍ଷ ଟଙ୍କା ଆଦାୟ କରି ସହାୟତା ଦେଲେ ସ୍ଥାନୀୟ ଲୋକେ

ନୃଶଂସ ବାପା : ମା’ ପାଖକୁ ଯିବାକୁ ଅଝଟ କଲା ବୋଲି ଝିଅକୁ ହତ୍ୟା କଲା ବାପା post image

ନୃଶଂସ ବାପା : ମା’ ପାଖକୁ ଯିବାକୁ ଅଝଟ କଲା ବୋଲି ଝିଅକୁ ହତ୍ୟା କଲା ବାପା

ବିପର୍ଯ୍ୟୟର ଆଉ ଏକ ଭୟଙ୍କର ଦିଗ । ଦୈନିକ ହାରାହାରି ୧୮ ଜଣଙ୍କର ମୃତ୍ୟୁ । ବୁଡି, ବଜ୍ରପାତ, ସାପକାମୁଡା ମୃତ୍ୟୁ ଚିନ୍ତାଜନକ post image

ବିପର୍ଯ୍ୟୟର ଆଉ ଏକ ଭୟଙ୍କର ଦିଗ । ଦୈନିକ ହାରାହାରି ୧୮ ଜଣଙ୍କର ମୃତ୍ୟୁ । ବୁଡି, ବଜ୍ରପାତ, ସାପକାମୁଡା ମୃତ୍ୟୁ ଚିନ୍ତାଜନକ

ଜୁଲାଇ ମାସରେ ବଢିବ କରୋନା ପରୀକ୍ଷା । ପ୍ରତିଦିନ ୫ହଜାର ଟେଷ୍ଟ ପାଇଁ ଲକ୍ଷ୍ୟ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଲେ, ଓଡିଶାରେ ଏଯାଏ ହୋଇନି ଗୋଷ୍ଠୀ ସଂକ୍ରମଣ । ଆଗକୁ ହେବାକୁ ପଡିବ ଅଧିକ ସଚେତନ ।  post image

ଜୁଲାଇ ମାସରେ ବଢିବ କରୋନା ପରୀକ୍ଷା । ପ୍ରତିଦିନ ୫ହଜାର ଟେଷ୍ଟ ପାଇଁ ଲକ୍ଷ୍ୟ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଲେ, ଓଡିଶାରେ ଏଯାଏ ହୋଇନି ଗୋଷ୍ଠୀ ସଂକ୍ରମଣ । ଆଗକୁ ହେବାକୁ ପଡିବ ଅଧିକ ସଚେତନ । 

ଡିଜେଲ ଏବଂ ପେଟ୍ରୋଲ ପରେ ସୁନା ଦର ବୃଦ୍ଧି । କରୋନା ସଂକଟ ମଧ୍ୟରେ ଓଡିଶାରେ ୫୦ ହଜାର ଛୁଇଁଲା ସୁନା ଦର, ଷ୍ଟକ ବଜାର ପ୍ରଭାବିତ ହେବାରୁ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ସୁନା post image

ଡିଜେଲ ଏବଂ ପେଟ୍ରୋଲ ପରେ ସୁନା ଦର ବୃଦ୍ଧି । କରୋନା ସଂକଟ ମଧ୍ୟରେ ଓଡିଶାରେ ୫୦ ହଜାର ଛୁଇଁଲା ସୁନା ଦର, ଷ୍ଟକ ବଜାର ପ୍ରଭାବିତ ହେବାରୁ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ସୁନା

ନାରୀ ଶକ୍ତିର ଅନନ୍ୟ ଉଦାହରଣ ଛାୟାରାଣୀ । ନିଜ ଚାଷ ଜମିରେ ପାୱାର ଟିଲର ଧରି ହଳ କଲେ ଭଦ୍ରକ ଜିଲ୍ଲାର ସଫଳ ମହିଳାଚାଷୀ . . . ଜଣେ ମହିଳା ରୂପେ ସେ ଯେତକି ମମତାମୟୀ ସେତିକି ସୂୟଂସମ୍ପୂର୍ଣ୍ଣ । post image

ନାରୀ ଶକ୍ତିର ଅନନ୍ୟ ଉଦାହରଣ ଛାୟାରାଣୀ । ନିଜ ଚାଷ ଜମିରେ ପାୱାର ଟିଲର ଧରି ହଳ କଲେ ଭଦ୍ରକ ଜିଲ୍ଲାର ସଫଳ ମହିଳାଚାଷୀ . . . ଜଣେ ମହିଳା ରୂପେ ସେ ଯେତକି ମମତାମୟୀ ସେତିକି ସୂୟଂସମ୍ପୂର୍ଣ୍ଣ ।

ସବସ୍କ୍ରାଇବ କରନ୍ତୁ