Advertisment

Mukesh Sahu

ଚିକିତ୍ସା ପାଇଁ ଚିନ୍ତାରେ ପ୍ରଶାନ୍ତଙ୍କ ପରିବାର । ଦୁଇଟି କିଡନୀ ଖରାପ ହେବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ କଲେ ନିବେଦନ ।

କଡା ସୁରକ୍ଷା ବଳୟ ଭିତରେ ମାଲକାନଗିରିରେ ହେଲା ଜନଶୁଣାଣି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେଲା ଆଲୋଚନା ।

ପ୍ରାଇମ ଟାଇମ ବୁଲେଟିନ : ୦୯/୦୩/୨୦୨୨

ପ୍ରାଇମ ଟାଇମ ବୁଲେଟିନ : ୦୯/୦୩/୨୦୨୨

ଗ୍ରାମ୍ୟ ନିର୍ମାଣ ବିଭାଗର ନାଲିଆଖି ! ନିମ୍ନମାନର କାମ କହି ରାସ୍ତାରେ ପିଚୁ ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ ।

ନିର୍ବାହୀ ଯନ୍ତ୍ରୀଙ୍କ ଘର ଦେଖି ତାଜୁବ ଭିଜିଲାନ୍ସ । ଚଢ଼ାଉ ବେଳେ ଖୋଲିଲେନି ଦୁଆର, କବାଟ ଭାଙ୍ଗି ଘରେ ପଶିଲେ ଭିଜିଲାନ୍ସ ଟିମ୍, ଗଦି ତଳୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା ।

ରୁଷିଆ ତେଲ ଉପରେ ଆମେରିକାର ପ୍ରତିବନ୍ଧକ । ଆକାଶ ଛୁଆଁ ଅଶୋଧିତ ତୈଳର ଦର ।

୧୪ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଲଢ଼େଇ । ୫ଟି ବଡ଼ ସହରରେ ଚାଲିଛି ୧୨ ଘଣ୍ଟିଆ ଅସ୍ତ୍ରବିରତି ।

ଭାରତ ଓ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ଝିଅ । କହିଲେ, କଠିନ ପରିିସ୍ଥିତିରେ ସହାୟତାର ହାତ ବଢ଼ାଇଲା ଶତ୍ରୁରାଷ୍ଟ୍ର ।

ଫଳାଫଳ ଆଗରୁ ଅଖିଳେଶଙ୍କ ସାଂଘାତିକ ଅଭିଯୋଗ । କହିଲେ ଇଭିଏମ ଚୋରି ପାଇଁ ହୋଇଛି ଉଦ୍ୟମ, ଭୋଟ୍ ଜାଲିଆତି ପାଇଁ ସହାୟତା କରୁଛନ୍ତି ସରକାରୀ ବାବୁ ।

ପ୍ରାଇମ ଟାଇମ ବୁଲେଟିନ : ୦୮/୦୩/୨୦୨୨

ପ୍ରାଇମ ଟାଇମ ବୁଲେଟିନ : ୦୮/୦୩/୨୦୨୨

ସବସ୍କ୍ରାଇବ କରନ୍ତୁ