Advertisment

Mukesh Sahu

ଯୁଦ୍ଧଭୂମି ୟୁକ୍ରେନର ସୁମି ସହରରୁ ମୁକ୍ତି ପାଇ ଫେରୁଛନ୍ତି ଫଶି ରହିଥିବା ୬୯୪ ଭାରତୀୟ । ଅସ୍ତ୍ର ବିରତି ଘୋଷଣା ପରେ ସ୍ୱତନ୍ତ୍ର ବସରେ କରାଗଲା ସ୍ଥାନାନ୍ତର । post image

ଯୁଦ୍ଧଭୂମି ୟୁକ୍ରେନର ସୁମି ସହରରୁ ମୁକ୍ତି ପାଇ ଫେରୁଛନ୍ତି ଫଶି ରହିଥିବା ୬୯୪ ଭାରତୀୟ । ଅସ୍ତ୍ର ବିରତି ଘୋଷଣା ପରେ ସ୍ୱତନ୍ତ୍ର ବସରେ କରାଗଲା ସ୍ଥାନାନ୍ତର ।

ୟୁକ୍ରେନର ଦ୍ୱିତୀୟ ଆଣବିକ କେନ୍ଦ୍ରକୁ କବଜାକୁ ନେଲା ରୁଷ୍ ସେନା । ୫ ସହରରେ ଯୁଦ୍ଧବିରତି ଘୋଷଣା ପରେ ବି ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ ଜାରି । post image

ୟୁକ୍ରେନର ଦ୍ୱିତୀୟ ଆଣବିକ କେନ୍ଦ୍ରକୁ କବଜାକୁ ନେଲା ରୁଷ୍ ସେନା । ୫ ସହରରେ ଯୁଦ୍ଧବିରତି ଘୋଷଣା ପରେ ବି ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ ଜାରି ।

ଗୋଟିଏ ୱାର୍ଡରୁ ପୁଅ ବିରୋଧରେ ଲଢ଼ୁଛନ୍ତି ବାପା । ବିଜେଡିରୁ ପୁଅ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଟକ୍କର ଦେବେ ବାପା । post image

ଗୋଟିଏ ୱାର୍ଡରୁ ପୁଅ ବିରୋଧରେ ଲଢ଼ୁଛନ୍ତି ବାପା । ବିଜେଡିରୁ ପୁଅ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଟକ୍କର ଦେବେ ବାପା ।

ପ୍ରାଇମ ଟାଇମ ବୁଲେଟିନ : ୦୮/୦୩/୨୦୨୨ post image

ଭୋଟ୍ କିଣାବିକା ନେଇ ଅପରାଜିତାଙ୍କ ଅଭିଯୋଗ । କହିଲେ ବସ୍ତିରେ ଟଙ୍କା ବାଣ୍ଟି ଭୋଟ୍ କିଣିବାକୁ ଉଦ୍ୟମ କରୁଛି ବିଜେଡି ।

ନାରୀ ଶକ୍ତିକୁ ସଲାମ୍ କରୁଛି ସାରା ବିଶ୍ୱ । ସାମାଜିକ ପ୍ରତିବନ୍ଧକକୁ ପଛରେ ପକାଇ ଆଗକୁ ବଢ଼ୁଛନ୍ତି ନାରୀ । post image

ନାରୀ ଶକ୍ତିକୁ ସଲାମ୍ କରୁଛି ସାରା ବିଶ୍ୱ । ସାମାଜିକ ପ୍ରତିବନ୍ଧକକୁ ପଛରେ ପକାଇ ଆଗକୁ ବଢ଼ୁଛନ୍ତି ନାରୀ ।

ରଙ୍ଗ ବଦଳାଉଥିଲା ବହୁରୂପି ରସିକିଆ ନକଲି ଡାକ୍ତର ରମେଶ । ଫସାଇବା ପାଇଁ କରୁଥିଲେ ଇମୋସନାଲ ଡ୍ରାମା । post image

ରଙ୍ଗ ବଦଳାଉଥିଲା ବହୁରୂପି ରସିକିଆ ନକଲି ଡାକ୍ତର ରମେଶ । ଫସାଇବା ପାଇଁ କରୁଥିଲେ ଇମୋସନାଲ ଡ୍ରାମା ।

ପଞ୍ଚାୟତ ପରାଜୟ ପରେ ପଦାରେ ପଡ଼ିଲା କୋରାପୁଟ କଂଗ୍ରେସ କଳି । ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ଚିଠିରେ ବିସ୍ଫୋରଣ । post image

ପଞ୍ଚାୟତ ପରାଜୟ ପରେ ପଦାରେ ପଡ଼ିଲା କୋରାପୁଟ କଂଗ୍ରେସ କଳି । ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ଚିଠିରେ ବିସ୍ଫୋରଣ ।

ୟୁକ୍ରେନର ୱାର ଜୋନ୍ ଖାରକିଭରୁ ଫେରିବା ପରେ ଅନୂଭୁତି ବଖାଣିଲେ ଓଡ଼ିଆ ଛାତ୍ର । କହିଲେ, ଟ୍ରେନ୍ ବାଥରୁମରେ ବସି ଆସିଥିଲେ ବୋର୍ଡର । post image

ୟୁକ୍ରେନର ୱାର ଜୋନ୍ ଖାରକିଭରୁ ଫେରିବା ପରେ ଅନୂଭୁତି ବଖାଣିଲେ ଓଡ଼ିଆ ଛାତ୍ର । କହିଲେ, ଟ୍ରେନ୍ ବାଥରୁମରେ ବସି ଆସିଥିଲେ ବୋର୍ଡର ।

କରୋନା ମହାମାରୀ ସମୟରେ ମିଳୁଥିବା ରାସନ ପାଉନାହାନ୍ତି ହିତାଧିକାରୀ । ଡିସେମ୍ବରରୁ ଏପର୍ଯ୍ୟନ୍ତ ଖାଦ୍ୟ ସାମ୍ରଗୀ ମିଳିନଥିବା ଅଭିଯୋଗ । post image

କରୋନା ମହାମାରୀ ସମୟରେ ମିଳୁଥିବା ରାସନ ପାଉନାହାନ୍ତି ହିତାଧିକାରୀ । ଡିସେମ୍ବରରୁ ଏପର୍ଯ୍ୟନ୍ତ ଖାଦ୍ୟ ସାମ୍ରଗୀ ମିଳିନଥିବା ଅଭିଯୋଗ ।

ପ୍ରାଇମ ଟାଇମ ବୁଲେଟିନ : ୦୭/୦୩/୨୦୨୨ post image

ଅଶୋଧିତ ତେଲ ବଜାରରେ ଲାଗିଲା ନିଆଁ । ୧୪ ବର୍ଷର ଭାଙ୍ଗିଲା ରେକର୍ଡ, ଖୁବଶୀଘ୍ର ଦେଶରେ ପେଟ୍ରୋଲ, ଡିଜେଲ ହୋଇପାରେ ମହଙ୍ଗା ।

ସବସ୍କ୍ରାଇବ କରନ୍ତୁ