Advertisment
Manini Pattanayak profile image

Manini Pattanayak

ସ୍ବାମୀଙ୍କ ଲାଇଭ ଆତ୍ମହତ୍ୟା

ପତ୍ନୀଙ୍କଠୁ ଅତିଷ୍ଠ ହୋଇ ଜୀବନ ହାରିଲେ ସ୍ବାମୀ । ଆତ୍ମହତ୍ୟା ପୂର୍ବରୁ ଭିଡିଓ ଜାରି କରି ପତ୍ନୀ ଓ ପରିବାରଙ୍କୁ କଲେ ଦାୟୀ ।

ଟିକିଙ୍କ ମନ ଜିଣିବାକୁ ୫ ବର୍ଷ

ଦଣ୍ଡାବାଳୁଙ୍ଗା ଫିଲ୍ମ ସୁଟିଂ ବେଳେ ବଡ଼ ହୃଦୟ ଦେଖାଇଥିଲେ ଉତ୍ତମ । ନିଜ ଖାଇବାକୁ ତିନି ଭାଗ କରିଥିଲେ ଉତ୍ତମ ।

ମଣିପାଲ ହସ୍ପିଟାଲ

ମଣିପାଲ ହସ୍ପିଟାଲ ପକ୍ଷରୁ କିଡନୀ ରୋଗ  ଓ  ମୂତ୍ରରୋଗ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ

ଭୟଙ୍କର ଦୁର୍ଘଟଣା

ଭୟଙ୍କର ଦୁର୍ଘଟଣା : ୩ ମୃତ, ୨ ଗୁରୁତର

ଜାତିବାଦ ମାରିଦେଲା ମଣିଷପଣିଆ

ସମୟ ବଦଳୁଛି, ବଦଳୁନି ମଣିଷର ମାନସିକତା । ଭିନ୍ନ ଜାତିରେ ବିବାହ କରିବାରୁ ପର କରିଦେଲା ପରିବାର ।

ଚାଉଳ ମାଗଣା, ବାଟଖର୍ଚ୍ଚ ୫ଶହ

ଜଙ୍ଗଲ ଭିତରେ ଗଂଜାମର ଝିରଝିରା ଗାଁ । ମାଗଣା ଚାଉଳ ପାଇଁ ଖର୍ଚ୍ଚ କରିବାକୁ ପଡ଼େ ୫ଶହ ଟଙ୍କା ।

 ଭେଣ୍ଡିଂଜୋନ୍ ଭେଳିକି

ବ୍ୟବସାୟୀଙ୍କୁ ଆବଣ୍ଟନ ହେଉନି ଭେଣ୍ଡିଂଜୋନ୍ । ବ୍ୟାସନଗରରେ ରାସ୍ତାକଡ଼ରେ ବସୁଛି ହାଟ ।

 କେତେ କଷ୍ଟ ସହିବ କୃଷ୍ଣପୁର?

ରାଜଧାନୀ ନିକଟ ଗ୍ରାମାଂଚଳରେ ମିଳୁନି ପିଇବା ପାଣି । ଜଳକଷ୍ଟ ଭୋଗୁଛି ଖୋର୍ଦ୍ଧାର କୃଷ୍ଣପୁର ଗାଁ ।

ଘର ଓଡ଼ିଶାରେ, ପରିଚୟ ପଡ଼ିଶାରେ

ଭୋଟ ଓଡ଼ିଶାରେ, ଘର ବି ଓଡ଼ିଶାରେ । ରାଜସ୍ୱ ଠିକଣା କିନ୍ତୁ ପଶ୍ଚିମବଙ୍ଗରେ ..

ଆସିଲେନି ଅଧିକାରୀ ବସିଲେନି ନେତା

ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସମିତି ସଭ୍ୟ ।  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନପ୍ରତିନିଧିଙ୍କ ଧାରଣା ।

ସବସ୍କ୍ରାଇବ କରନ୍ତୁ