କନକ ବ୍ୟୁରୋ : ଭୟଙ୍କର ଦୁର୍ଘଟଣା । ୩ ମୃତ, ୨ ଗୁରୁତର । ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା । ବ୍ରହ୍ମପୁରର ମେଲଛାମୁଣ୍ଡା ଥାନା ଘେଁସଠାରେ ସଡକ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା କାର୍ । ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା ।
ଭୟଙ୍କର ଦୁର୍ଘଟଣା : ୩ ମୃତ, ୨ ଗୁରୁତର
ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ।
/kanak/media/media_files/2025/02/28/XqI4LWoaGVHBeF1jNLKa.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)