Advertisment

Dharmendra Pradhan

ତୃତୀୟଥର ଚୀନ୍ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ଖେଳିଲେ ବଡ଼ ଚାଲ୍। ଭାରତୀୟ ସୀମାରେ କାର୍ଯ୍ୟରତ ପିଏଲଏର ତିନି ଅଧିକାରୀଙ୍କୁ ଦେଲେ ପଦୋନ୍ନତି।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଲାଗିଲା ବଡ ଝଟକା। ଇମ୍ରାନଙ୍କ ଆବେଦନକୁ ଖାରଜ କଲେ ଇସଲାମବାଦ ହାଇକୋର୍ଟ।

କାର୍ଗିଲରେ ପହଞ୍ଚି ବୀର ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ। ଯବାନଙ୍କୁ ମିଠା ଖୁଆଇ ଜଣାଇଲେ ଶୁଭେଚ୍ଛା।

ବିଶ୍ୱ ବାୟୁମାନ ସୂଚକାଙ୍କରେ ପ୍ରକାଶ ପାଇଲା ଚିନ୍ତାଜନକ ରିପୋର୍ଟ। ସମଗ୍ର ଏସିଆ ମହାଦେଶର ପ୍ରଦୁଷିତ ୧୦ ସହର ମଧ୍ୟରେ ରହିଛି ଭାରତର ୮ଟି ସହର।

ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଧରିବେ ବ୍ରିଟେନ ମଙ୍ଗ।

ପ୍ରାଇମ ଟାଇମ ବୁଲେଟିନ: ୨୩/୧୦/୨୦୨୨

ପ୍ରାଇମ ଟାଇମ ବୁଲେଟିନ: ୨୩/୧୦/୨୦୨୨

ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପେନି ମୋର୍ଡାଣ୍ଟ।

ଲାଞ୍ଚ ନଦେଲେ ହେବନି ଡାଏଲିସିସ। ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଡାଏଲିସିସ ସେଣ୍ଟର ନାଁରେ ଅଭିଯୋଗ।

ଦୀପାବଳିରେ ବାସନ୍ତୀଙ୍କ ମୁହଁରେ ଫୁଟିଲା ହସ। ବସ୍ତା ପତ୍ରଝଡାରୁ ଖବର ପ୍ରସାରଣ ପରେ ଛୁଟିଲା ସହାୟତାର ସୁଅ।

ଦୀପାବଳିରେ ମହଙ୍ଗା ଉପହାର ଦେଇ ଚର୍ଚ୍ଚାରେ କର୍ଣ୍ଣାଟକର ମନ୍ତ୍ରୀ। ଉପହାର ଡବାରେ ୧ ଲକ୍ଷ ଟଙ୍କା, ୧ କିଲୋ ରୂପା, ୧୪୪ ଗ୍ରାମ ସୁନା।

ସବସ୍କ୍ରାଇବ କରନ୍ତୁ