କାଲି ଭେଟିଲେ ଆଜି ନେଲେ ବଡ଼ ନିଷ୍ପତ୍ତି! ଚାକିରିକୁ ଫେରିଲେ ସାକ୍ଷୀ, ଭିନେଶ ଓ ବଜରଙ୍ଗ

କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । କେବଳ ଭାରତରେ ନୁହେଁ ଅନ୍ୟରାଷ୍ଟ୍ରରେ ମଧ୍ୟ ଚର୍ଚ୍ଚିତ ବିଷୟ ପାଲଟିଛି । ସୋମବାର ଏହି ଆନ୍ଦୋଳନରେ ଆସିଛି ନୂଆ ମୋଡ । ମାସେରୁ ଅଧିକ ସମୟରେ ଧରି ଯେଉଁ ୩ଜଣ କୁସ୍ତିଯୋଦ୍ଧା ଆନ୍ଦୋଳନର ମଙ୍ଗ ଧରିିଥିଲେ ସେମାନେ ନିଜ ନିଜ ଚାକିରିରେ ପୁଣି…

ଆମେରିକାରେ ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ବୟାନ। ଭାରତୀୟ ନଥିଲେ ମହାତ୍ମା ଗାନ୍ଧୀ, ନେହେରୁ ଓ ସୁବାସ ବୋଷ

କନକ ବ୍ୟୁରୋ: ବିଦେଶରେ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଆମେରିକାରେ ପୁଣି ଏକ ବିସ୍ଫୋରକ ବକ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଦେଶର ରାଜନୀତି ସରଗରମ ହୋଇପଡିଛି । ନ୍ୟୁୟର୍କରେ ଭାରତୀୟ ବଂଶଧରମାନଙ୍କୁ ସମ୍ବୋଧନ କରି ରାହୁଲ…

ରେଳ ଦୁର୍ଘଟଣାକୁ ନେଇ ତେଜୁଛି ରାଜନୀତି। ବିଦେଶରୁ ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇପଡିଛି । ଦୁର୍ଘଟଣାକୁ ନେଇ ବିଜେପିକୁ ବିରୋଧୀ ଦୋଷାରୋପ କରୁଥିବା ବେଳେ ବିଦେଶରୁ ବିଜେପିରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକାର ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେଇ…

ବୃଦ୍ଧା ମାଆଙ୍କୁ ପଚାରିଲେନି ପୁଅ-ବୋହୂ। ୩ କିଲୋମିଟର ଚାଲି ଚାଲି ଯାଇ ଅସ୍ତରଙ୍ଗ ଥାନାରେ ପହଞ୍ଚିଲେ ମୁଣ୍ଡୁକି ଗାଁର…

କନକ ବ୍ୟୁରୋ: ବାପା-ମାଆଙ୍କ ଋଣ କେହି କେବେ ଶୁଝିପାରିବେ ନାହିଁ । ସେମାନଙ୍କ ପାଇଁ ଯେତେକଲେ ବି ସେମାନଙ୍କ ତ୍ୟାଗ ଆଗରେ ସବୁ କମ୍ ପଡିବ । ହେଲେ ଏବେ ଏମିତି କିଛି ଖବର ଆସୁଛି ଯାହା ସଭ୍ୟ ସମାଜକୁ ଆନ୍ଦୋଳିତ କରୁଛି । ବାପା-ମାଆ ବୟସରେ ଅପରାହ୍ଣରେ ପହଞ୍ଚିବା ପରେ ପିଲାମାନଙ୍କ ପାଇଁ ସେମାନେ…

କିଏ ପୋଡ଼ିଦେଲା ଗାଁ? ମାଓବାଦୀଙ୍କ ଭୟରେ ଗାଁ ଛାଡି ଚାଲିଯାଇଥିଲେ ନବରଙ୍ଗପୁର ଲକ୍ଷ୍ମଣପୁରର ଗାଁ ଲୋକ

କନକ ବ୍ୟୁରୋ: ଜଙ୍ଗଲ କାଟି ଜନବସତି କରାଇଥିବା ଅଭିଯୋଗରେ ନାରାୟଣ ନାଗେଶଙ୍କୁ ହତ୍ୟା କରିବା ସହିତ ୯ ଜଣଙ୍କୁ ଗାଁ ଛାଡ଼ି ଚାଲିଯିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲେ ମାଓବାଦୀ । ସେହିଦିନ ଠାରୁ ଭୟଭୀତ ହୋଇ ଗାଁ ଛାଡି ଅନ୍ୟତ୍ର ରହୁଥିଲେ ଗ୍ରାମବାସୀ । ସେହି ଜନଶୂନ୍ୟ ଗାଁର ଅଧିକାଂଶ…

ବ୍ରତଘର ହେବ କହି ବାହା ହୋଇଗଲା ପ୍ରତାରକ ପ୍ରେମିକ। ଘର ଆଗରେ ପହଞ୍ଚିଗଲେ ପ୍ରେମିକା, ଯୁବତୀଙ୍କୁ ଦେଖି ଘର ଛାଡି ଫେରାର…

କନକ ବ୍ୟୁରୋ: ବ୍ରତଘର ହେବ ବୋଲି କହି ବାହା ହୋଇଗଲେ ପ୍ରେମିକ, ଧାରଣାରେ ବସିଲେ ପ୍ରେମିକା । ବିବାହିତ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ହିନ୍ଦୁ ରିତିନୀତିରେ ପ୍ରେମିକର ବାହାଘର ଶେଷ ହୋଇଛି । ରାତିରେ ବାହାଘର ସରିଥିବା ବେଳେ ସକାଳେ ଆସି ବର ଘରେ ହାଜର ପ୍ରେମିକା…