କରୋନାର ଭଲ ଖବର । ଆଇଏଲଏସ ନିର୍ଦ୍ଦେଶକ କହିଲେ, ରାଜ୍ୟରେ କମିବ ସଂକ୍ରମଣ ସଂଖ୍ୟା, ଲୋକ ସଚେତନ ନ ରହିଲେ ବିପଦ

କନକ ବ୍ୟୁରୋ : ରାଜ୍ୟରେ ଆଗକୁ କମିବ ସଂକ୍ରମଣ ସଂଖ୍ୟା । ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ଟେଷ୍ଟ କମିନି କିନ୍ତୁ ୨୫ ସେପେଟମ୍ବରରୁ ସଂକ୍ରମଣ କମିଛି , ଯାହାକି ଭଲ ଟ୍ରେଣ୍ଡ । ବର୍ଷା ଯୋଗୁଁ ସାମ୍ପୁଲ କଲେକ୍ସନ କମିଥିଲା , କିନ୍ତୁ ଏବେ ଟାର୍ଗେଟ ପୁଣି ୫୦…

କରୋନା : ଦେଶରେ ୭୩ ଲକ୍ଷ ଅତିକ୍ରମ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୬୩ ହଜାର ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ,…

କନକ ବ୍ୟୁରୋ : ଦେଶରେ ଏବେ କମୁଛି ସଂକ୍ରମଣ ହାର । ଏହାରି ଭିତରେ କିନ୍ତୁ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୩ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରା ଦେଶରେ ୬୩ ହଜାର ୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯କୁ…

ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇବା ଦାବିରେ ସିଲିଯୋଡ଼ା ଲୌହ ଓ ମାଙ୍ଗାନିଜ୍ ଖଣି ଆଗରେ ଶ୍ରମିକଙ୍କ ଆନ୍ଦୋଳନ । ୩ ଦିନ…

କନକ ବ୍ୟୁରୋ : ସ୍ଥାନୀୟ ଲୋକଙ୍କୁ ଖଣିରେ କାମ ଯୋଗାଇଦେବା ଦାବିରେ କେନ୍ଦୁଝର ସିଲିଯୋଡ଼ା ଲୌହ ଓ ମାଙ୍ଗାନିଜ୍ ଖଣି ଆଗରେ ଶ୍ରମିକଙ୍କ ଆନ୍ଦୋଳନ । ଏନେଇ ୩ଦିନ ହେଲା ଶ୍ରମିକ ମାନେ ଆନ୍ଦୋଳନ ଜାରି ରଖଛନ୍ତି ।   ସୁଚନା ଅନୁସାରେ ପୂର୍ବରୁ ଏହି ଖଣି ଲିଜ ନେଇଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି…

ଓମସିରେ ଶ୍ରମିକ ଅଶାନ୍ତି । ମେସିନ କାମକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ 

କନକ ବ୍ୟୁରୋ : ଓଏମସିର ଶ୍ରମିକ ମାରଣ ନୀତି । ମେସିନ କାମକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ । ଅଧିକ ଲାଭ ଆଶାରେ ଖଣି କମ୍ପାନୀ ଗୁଡିକ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରତିଶୃତିକୁ ଫୁ କରି ମେସିନ ଦ୍ୱାରା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ…

ଚିକିତ୍ସା ଅବହେଳାକୁ ନେଇ ସମ୍ବଲୁପୁର ନର୍ସିଂ ହୋମରେ ତୁମୁଳକାଣ୍ଡ । ନର୍ସିଂ ହୋମ କର୍ମଚାରୀଙ୍କୁ ଆକ୍ରମଣ ସହ ମେଡିକାଲ…

କନକ ବ୍ୟୁରୋ : ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳାକୁ ନେଇ ସଂବଲପୁରରେ ଏକ ନର୍ସିଂ ହୋମ୍ ଭିତରେ ତୁମୁଳ କାଣ୍ଡ । ନର୍ସିଂ ହୋମ୍ ର କର୍ମଚାରୀଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣ ସହ ଭଂଗାରୁଜା । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧରି ମାଡ ମାରିଛନ୍ତି ନର୍ସିଂ ହୋମ୍ କର୍ମଚାରୀ ।…

ସୁପ୍ରିମକୋର୍ଟରେ ଅନୁଭବ-ବର୍ଷା ବିବାଦ ମାମଲା । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ : ବିଚ୍ଛେଦ ପାଇଁ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ବର୍ଷା ଅନୁଭବ ବିବାଦ ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଅନୁଭବ ବର୍ଷା ଙ୍କୁ କହିଛନ୍ତି କୋର୍ଟ । ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଏର କରିଥିବା ବିବାହ ବିଛେଦ ମାମଲାକୁ କଟକକୁ ସ୍ଥାନାନ୍ତର କରିବାକୁ…