0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Anupama Rout
ନ୍ୟୁଜ୍
ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଚାରିପାଖ, ବଡଦାଣ୍ଡର ଗଳି କନ୍ଦି ସ୍ଥାନ । ସଜାଗ ସ୍ୱତନ୍ତ୍ର ଟିମ୍ ।
By
Anupama Rout
Jan 08, 2024
08:31
IST
ନ୍ୟୁଜ୍
ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ ।
By
Anupama Rout
Jan 08, 2024
08:26
IST
ନ୍ୟୁଜ୍
ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବି, ପୁଣି ତେଲ ସଙ୍କଟ ଆଶଙ୍କା । ଯୋଗ ଦେବନି ଟ୍ରକ ମାଲିକ ସଂଘ ।
By
Anupama Rout
Jan 08, 2024
08:15
IST
ନ୍ୟୁଜ୍
ସାଇକେଲରେ ବୁଲି ବୁଲି ଲୋକଙ୍କ କଥା ବୁଝୁଛନ୍ତି ଥାନା ଅଧିକାରୀ । ଚର୍ଚ୍ଚାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ।
By
Anupama Rout
Jan 07, 2024
14:43
IST
ନ୍ୟୁଜ୍
ଚୋର ଧରାଇଲେ ମିଳିବ ୧୦ ହଜାର ଟଙ୍କା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସର ଅଭିନବ ପ୍ରୟାସ ।
By
Anupama Rout
Jan 07, 2024
14:18
IST
ନ୍ୟୁଜ୍
ବ୍ରାଉନସୁଗାର ଡିଲ୍ ବେଳେ ଛାତ୍ରକୁ ମାଡିବସିଲା ଏସଟିଏଫ୍ । ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ଛାତ୍ର ।
By
Anupama Rout
Jan 07, 2024
12:48
IST
ନ୍ୟୁଜ୍
ମାଲକାନଗିରିରେ ଉଡିଲା ବିମାନ । ରନୱେରେ ହେଲା ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
By
Anupama Rout
Jan 07, 2024
12:44
IST
ନ୍ୟୁଜ୍
ବିଜେଡି-ବିଜେପି ଉପରେ ବର୍ଷିଲେ କଂଗ୍ରେସ ପ୍ରଭାରୀ । କହିଲେ ଦୁଇ ଦଳ ଭିତରେ ଚାଲିଛି ଭିତିରି ବୁଝାମଣା ।
By
Anupama Rout
Jan 07, 2024
12:31
IST
ନ୍ୟୁଜ୍
‘ମୁଁ ସବୁ ଆଶା ହରାଇସାରିଲିଣି... ଏବେ ମୋତେ ଜେଲରେ ମରିବାକୁ ଦିଅ’ ବିଚାରପତିଙ୍କ ଆଗରେ କାନ୍ଦି କାନ୍ଦି କହିଲେ ‘ଜେଟ୍ ଏୟାରୱେଜ୍’ ମାଲିକ ନରେଶ ଗୋୟଲ ।
By
Anupama Rout
Jan 07, 2024
12:11
IST
ନ୍ୟୁଜ୍
ଚର୍ଚ୍ଚାରେ ପ୍ରଭୁ ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ । ବାରଣାସୀର ନଜନିନ୍ ଓ ନଜମା ଅଯୋଧ୍ୟାରୁ ରାମଜ୍ୟୋତି ନେଇ ପହଞ୍ଚାଇବେ ଏକତା, ଭାଇଚାରାର ବାର୍ତ୍ତା ।
By
Anupama Rout
Jan 07, 2024
11:38
IST
Prev
1
...
671
672
673
Next
ସବସ୍କ୍ରାଇବ କରନ୍ତୁ