Browsing Category

ଦେଶ ବିଦେଶ

ସହରର ନାଁ ବଦଳିଥିଲା, ଏବେ ହାଇକୋର୍ଟର ନାଁ ବଦଳିବ! ସଂସଦରେ ମୋଦି ସରକାର ଆଣିପାରନ୍ତି ବିଧେୟକ

ସହର ଓ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନର ଟ୍ରେଣ୍ଡ ଏବେ ଚାଲିଥିବା ବେଳେ ଏବେ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ମାଡ୍ରାସ, କାଲକାଟା ଓ ବମ୍ବେ ଐତିହାସିକ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ସରକାର ସଂସଦରେ ନୂଆ ବିଧେୟକ ବିଲ୍ ଆଗତ…
Read More...

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ହେବ ଏୟାରପୋର୍ଟ ଓ ରେଳଷ୍ଟେସନ !

ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଦିନକୁ ଦିନ ଦର୍ଶକ ସଂଖ୍ୟା ବଢିଚାଲିଛି । ଏହା ଫଳରେ ଆୟ ମଧ୍ୟ ବଢିଚାଲିଛି । କିନ୍ତୁ ଏହି ମୂର୍ତ୍ତି…
Read More...

ତେଲେଙ୍ଗାନାର ଫୋନ୍ ଅଡିଓରୁ ଓଡିଶାରେ ଝଡ ! ପୁଅ ପାଇଁ ଅଡୁଆରେ ଭକ୍ତ ଚରଣ ଦାସ ।

କନକ ବ୍ୟୁରୋ : ତେଲେଙ୍ଗାନାରେ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପାଇଁ କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ ୩ କୋଟି ଟଙ୍କା ଦାବି କରିଥିଲେ ବୋଲି ଚର୍ଚ୍ଚା ହେବା ପରେ ଆଜି ମୁହଁ ଖୋଲିଛନ୍ତି ଭକ୍ତ ଦାସ । ସେ କହିଛନ୍ତି, ଏନେଇ ସେ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି । ତାଙ୍କ…
Read More...

କିଛି ସମୟ ପାଇଁ ଠପ୍ ହୋଇଗଲା ଫେସବୁକ୍ ! ଖୋଲିଲାନି ପେଜ୍, ଟ୍ୱିଟ କରି ବର୍ଷିଲେ ୟୁଜର୍ସ

ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକ୍ ରବିବାର ବିଶ୍ୱର କିଛି ସ୍ଥାନରେ କିଛି ସମୟ ପାଇଁ ଏକରକମ ଠପ୍ ହୋଇଯାଇଥିଲା । ଯେଉଁଥିପାଇଁ ଫେସବୁକ ୟୁଜର୍ସ ମାନେ କିଛି ସମୟ ପାଇଁ ନ୍ୟୁଜ୍ ଫିଡ ଦେଖି ପାରିନଥିଲେ । କିନ୍ତୁ ଫେସବୁକ୍ ଆପ୍ ଠିକ୍ ଭାବେ କାମ କରୁଥିଲା । ଫେସବୁକ୍ ସର୍ଭର ଡାଉନ ଥିବା ବେଳେ…
Read More...

ଛାଡ ପାଇଲେନି ଟ୍ରାଫିକ ପୋଲିସର ବଡବାବୁ । ନୋ ପାର୍କିଂ ଜୋନରେ ଗାଡି ରଖିଥିବାରୁ ଗଣିଲେ ତଣ୍ଡ

ଦେଶରୁ ଭିଭିଆଇପି ସଂସ୍କୃତି ଲୋପ କରିବାକୁ ମୋଦି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଯାହାର ଝଲକ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ହାଇଦ୍ରାବାଦ ଟ୍ରାଫିକ ପୋଲିସର ଏଭଳି ଏକ କାମ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ସାଧାରଣ ଲୋକେ ।…
Read More...

ଦୁନିଆର ସବୁଠୁ ଶସ୍ତା ପେଟ୍ରୋଲ ! ଲିଟର ପିଛା ଦର ମାତ୍ର ୬୦ ପଇସା ।

ଭାରତରେ ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ରହିବା ପରେ ଏବେ ତୈଳ ଦର ପୁଣି ଥରେ ଖସୁଛି । ଗତ ୧ ସପ୍ତାହ ମଧ୍ୟରେ ପେଟ୍ରୋଲ ଦର ୬ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି । କିନ୍ତୁ ତୈଳ ଦରକୁ ନେଇ ଏମିତି ଏକ ଖବର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଏମିତି ବି କେତେକ…
Read More...

ରାମ ମନ୍ଦିର ନିର୍ମାଣ ନ ହେଲେ ଦେଶରେ ବିଦ୍ରୋହ ହେବ । ଜାଣନ୍ତୁ କାହିଁକି ଏଭଳି କହିଲେ ବାବା ରାମଦେବ

ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ରାମମନ୍ଦିର ନିର୍ମାଣ ନିଷ୍ପତି କୋର୍ଟରେ ନୁହେଁ ବରଂ ସଂସଦରେ ହେବ । ରାମମନ୍ଦିର ନିର୍ମାଣର ରାସ୍ତା ସଂସଦରୁ ସ୍ପଷ୍ଟ ହେବ ବୋଲି ରାମଦେବ କହିଛନ୍ତି । ହରିଦ୍ୱାରରେ ସ୍ଥାନୀୟ…
Read More...

ପାକିସ୍ତାନ ଖେଳାଳୀଙ୍କୁ ମିଳିଲା ଭିସା ! ଭୁବନେଶ୍ୱରରେ ହେବ କାଣ୍ଟେ କା ଟକ୍କର ।

ଭୁବନେଶ୍ବର ହକି ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସୃଷ୍ଟି ହୋଇଥିବା ସମସ୍ତ ସଂଶୟ ଶନିବାର ଦୂର ହୋଇଛି । ଋଣବୋଝ ଦଳରେ ଦବି ରହିଥିବା ବିଶ୍ବକପର ସଫଳତମ ଦଳକୁ ନୂଆ ପ୍ରାୟୋଜକ ମିଳିଛି। ସେହିଭଳି ପାକିସ୍ତାନ ଖେଳାଳିଙ୍କ ଆଗରେ ଥିବା ଭିସା ବାଧା ବି ଦୂର ହୋଇଛି । ଭାରତୀୟ ଦୂତାବାସ…
Read More...

ଧର୍ମ ଉତ୍ସବରେ ଧମାକା: ଅମୃତସରରେ ନିରଙ୍କାରୀ ଭବନରେ ଗ୍ରେନେଡ୍ ହମଲା, ୩ ମୃତ, ୧୦ ଗୁରୁତର

କନକ ବ୍ୟୁରୋ: ଅମୃତସରରେ ବଡ଼ ବିସ୍ଫୋରଣ । ଅମୃତସର ଆଦଲିୱାଲ ଅଂଚଳରେ ଥିବା ନିରଙ୍କରୀ ଭବନରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିସ୍ଫୋରଣ ହେବାରୁ ୩ ଜଣ ପ୍ରାଣ ହରାଇଛନ୍ତି  । ୧୦ ଜଣ ଆହତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ କାର୍ଯ୍ୟକ୍ରମସ୍ଥଳକୁ ଦୁଇଟି ମୋଟର ବାଇକ୍ରେ ଦୁବୁର୍ତ ଆସି…
Read More...

ଜୁକରବର୍ଗଙ୍କୁ ଫେସବୁକ୍ ଚେୟାରମ୍ୟାନ ପଦରୁ ହଟାଇବାକୁ ଦାବି, ଆସିଲା ଏହି ଗମ୍ଭୀର ଅଭିଯୋଗ

ଫେସବୁକ୍ ନିଜର ଆଲୋଚନାକୁ ଲୁଚାଇବା ପାଇଁ ପିଆର କମ୍ପାନୀ ନିଯୁକ୍ତ କରିବାର ଖବର ଆସିବା ପରେ ନିବେଶକମାନେ ମାର୍କ ଜୁକରବର୍ଗଙ୍କୁ ଚେୟାରମ୍ୟାନ ପଦବୀରୁ ଇସ୍ତଫା ଦେବା ପାଇଁ ଦାବି କରିଥିଲେ । ନିକଟରେ ଏକ ରିପୋର୍ଟ ପ୍ରକାଶିତ କରି ଏହାର ଖୁଲାସା କରାଯାଇଛି କି, ଫେସବୁକ୍ ଅନେକ ଥର ନିଜର…
Read More...