Browsing Category

ଦେଶ ବିଦେଶ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଡାକ୍ତର ସାମ୍ନାରେ ପିଅନ୍ ପକାଇଲେ ଷ୍ଟିଚ୍ 

ସ୍ୱାସ୍ଥ୍ୟସେବାର ବିଚିତ୍ର ନମୁନା । ଡାକ୍ତରଙ୍କ ଉପସ୍ଥିତିରେ ରୋଗୀଙ୍କ ଷ୍ଟିଚ୍ ପକାଇଛନ୍ତି ପିଅନ୍ । ଏହା କୌଣସି ବେସରକାରୀ ହସ୍ପିଟାଲ ନୁହେଁ ବରଂ ସରକାରୀ ହସ୍ପିଟାଲରେ ଘଟିଛି ଘଟଣା । ହରିୟାଣାର ଏକ ସରକାରୀ ହସ୍ପିଟାଲରେ ଘଟଣା ଘଟିଛି ।  ହରିୟାଣା ରୋହତକ ସିଭିଲ ହସ୍ପିଟାଲର ପିଅନ ରୋଗୀଙ୍କ…
Read More...

ପୁଣି ଥରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ଶଶି ଥରୁର : କହିଲେ, ନେହେରୁଙ୍କ ପାଇଁ ଆଜି ଜଣେ ଚାବାଲା ଦେଶର…

କନକ ବ୍ୟୁରୋ : ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଥରୁର ବୟାନ ଦେବା ପରେ ଏହା ଏବେ ଧୀରେ ଧୀରେ ବିବାଦ ଆଡକୁ ଘନଉଛି । ଥରୁର କହିଛନ୍ତି ଯେ, ଆଜି ଯଦି ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ…
Read More...

ମହିଳାଙ୍କୁ ଠକିଲେ ଭଣ୍ଡବାବା : ୭ଟି ଗୋଡ଼ି ଆଣିବାକୁ କହି ସୁନା ଅଳଙ୍କାରକୁ ଧରି ଛୁ ମାରିଲେ

କନକ ବ୍ୟୁରୋ : ଧର୍ମ ନାଁରେ ଆଜିକାଲି ଲୋକ ଠକାମିରେ ପଡ଼ୁଛନ୍ତି । ଧର୍ମର ଦ୍ୱାହି ଦେଇ କିଛି ଅସାଧୁ ଲୋକ ନୀରିହ ଲୋକଙ୍କୁ ଠକୁଛନ୍ତି । ତଥାପି ଚେତୁନାହାନ୍ତି ଲୋକେ । ପିଲାପିଲି ନହେଲେ ବିବାହ ନହେଲେ କିମ୍ବା ଘରେ ଅଶାନ୍ତି ହେଲେ କିଛି ଲୋକେ ଏହାର ପ୍ରକୃତ କାରଣ ନଖୋଜି ପହଞ୍ଚିଯାଆନ୍ତି ଭଣ୍ଡ…
Read More...

ସିଙ୍ଗାପୁରରେ ମୋଦି ! କହିଲେ, ନିବେଶ ପାଇ ଉତ୍କୃଷ୍ଟ ସ୍ଥାନ ଭାରତ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ-ଇଣ୍ଡିଆ ସମିଟରେ ଯୋଗ ଦେବାପାଇଁ ସିଙ୍ଗାପୁରରରେ ପହଞ୍ଚିଛନ୍ତି । ଏଠାରେ ଫିନଟେକ୍ ଫେଷ୍ଟିଭାଲରେ ମୋଦି ଉଦବୋଧନ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ସାରା ବିଶ୍ୱରେ ଜ୍ଞାନକୌଶଳ ଜରିଆରେ ସବୁ…
Read More...

ମହାକାଶରେ ମହାମିଶନ: ଯୋଗାଯୋଗ କ୍ଷେତ୍ରରେ ଆସିବ ନୂଆ ବିପ୍ଲବ, ଆଜି ଜିସାଟ୍-୨୯ ର ଉଦକ୍ଷେପଣ

କନକ ବ୍ୟୁରୋ : ଜିସାଟ୍-୨୯ ମିଶନ୍ ପାଇଁ ଇସ୍ରୋର କାଉଁଟଡାଉନ୍ ଆରମ୍ଭ । ଆଜି ସନ୍ଧ୍ୟାରେ ଶ୍ରୀହରିକୋଟ୍ଟା ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ହେବ ଜିସାଟ୍ ଉତକ୍ଷେପଣ । ଇସ୍ରୋର ହେଭିଲିଫ୍ଟ ରକେଟ୍ ଜିଏସଏଲଭି ଏମକେ ଥ୍ରି ଏହି ଜିସାଟକୁ କକ୍ଷପଥ ପର୍ଯ୍ୟନ୍ତ ପହଁଚାଇବ  । ସୀମାନ୍ତ ଅଂଚଳର ତଥ୍ୟ…
Read More...

କୁକୁର ଓ ମଣିଷର ଅତୁଟ ପ୍ରେମ ! ରାସ୍ତା କଡରେ ୮୦ ଦିନ ହେବ ମାଲିକର ଫେରିବା ବାଟକୁ ଚାହିଁ ବସିଛି ନିରିହ କୁକୁର ।

କୁକୁର ଗୋଟେ ଏପରି ପଶୁ ଯିଏ ତାର ମଣିଷ ପାଇଁ ସବୁବେଳେ ଭରସା ଯୋଗ୍ୟ ହୋଇ ରହିଥାଏ । ଯଦି ତାର ମାଲିକ ବାହାରକୁ ଯାଇଥାଏ ତେବେ ମାଲିକର ଫେରିବା ବାଟକୁ ଚାହିଁ ବସିଥାଏ । ଏପରି ବି ଦେଖିବାକୁ ମିଳିଛି କି, ଅନେକ ଥର କୁକୁର ତା ମାଲିକର ଜୀବନ ମଧ୍ୟ ବଞ୍ଚାଇଛି । ନିଜ ଜୀବରକୁ ପରୱା ନକରି ତା…
Read More...

ରାଷ୍ଟ୍ରପତି ସିରିସେନାଙ୍କୁ ବଡ ଝଟକା ଦେଲେ ଶ୍ରୀଲଙ୍କା ସୁପ୍ରିମକୋର୍ଟ । ସିରିସେନାଙ୍କ ସଂସଦ ଭଙ୍ଗ କରିବା ନିଷ୍ପତିକୁ…

ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ବରଖାସ୍ତ ଓ ସଂସଦକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଲନିନ…
Read More...

ଭାରତ ଆସିବାକୁ ପ୍ରସ୍ତୁତ ଦୁର୍ଦ୍ଦଷ ଯୁଦ୍ଧ ବିମାନ ରାଫେଲ!

କନକ ବ୍ୟୁରୋ : ଭାରତ ଆସିବାକୁ ପ୍ରସ୍ତୁତ ରାଫେଲ ଯୁଦ୍ଧ ବିମାନ । ଆଜି ଫ୍ରାନ୍ସ ଏୟାରବେସରେ ବିଶ୍ୱର ଏହି ଦୁର୍ଦ୍ଦଷ ଲଢୁଆ ବିମାନର ଝଲକ ଦେଖିବାକୁ ମିଳିଛି । ସେପଟେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଡାସଲ୍ଟର ସିଇଓ କହିଛନ୍ତି,…
Read More...

ମା’ ନା ରାକ୍ଷସୀ । ମାତ୍ର ୧୦୦୦ ଟଙ୍କା ପାଇଁ ନରରାକ୍ଷସଙ୍କ ହାତରେ ଟେକିଦେଲା ଝିଅର ଇଜ୍ଜତ

ଏମିତି ମା’କୁ ଛି । ମାତ୍ର ୧୦୦୦ ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ଦେହ ରାକ୍ଷସଙ୍କୁ ସମର୍ପି ଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ହରିୟାଣାରୁ ସାମ୍ନାକୁ ଆସିଛି । ନାବାଳିକା ଝିଅ ଏ ସର୍ମ୍ପକରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ଉପରୁ ପରଦା ଉଠିଛି । ପୀଡିତାଙ୍କ କହିବା…
Read More...

ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମୋଦି ସରକାର ଆଣିଲେ ବଡ ଯୋଜନା ! ନିର୍ବାଚନ ପୂର୍ବରୁ…

ଯଦି ଆପଣ ମଧ୍ୟ ବେସରକାରୀ ଅଫିସରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ମୋଦି ସରକାର ଆଣିଛନ୍ତି ଖୁସି ଖବର । କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ କୋଟି କୋଟି ବେସରକାରୀ କର୍ମଚାରୀଙ୍କୁ ସୁବିଧା ଯୋଗାଇଦେବା ପାଇଁ ଯୋଜନା କରିଛନ୍ତି । ସୂତ୍ର ଅନୁସାରେ , ଚଳିତ ବର୍ଷର ଅନ୍ତିମ ସମୟ ପର୍ଯ୍ୟନ୍ତ…
Read More...