Browsing Category

ଖଟି ଖବର

ଟ୍ୱିନସିଟିରେ ଶାହରୁଖ-ସଲମାନ । ନବୀନଙ୍କ ବ୍ରାଣ୍ଡ୍ ସିନା ବଢ଼ାଇଲେ, ହେଲେ ଭୋଟ୍ ଆଣିପାରିବେ କି ?

କନକ ବ୍ୟୁରୋ: ଏବେ ଚାରିଆଡ଼େ ଚର୍ଚ୍ଚା ହକି ବିଶ୍ୱକପ ଜରିଆରେ ନବୀନ କଲେ ପ୍ରଚାର । ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ହକି ବିଶ୍ୱକପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । ସେହିଭଳି ଖଟିରେ ମଧ୍ୟ ଏବେ ଚର୍ଚ୍ଚା ହେଉଛି ଯେ, ହକି…
Read More...

ଆଗ ହିରୋ ନା ହକି ? ଶାହରୁଖଙ୍କ ପାଇଁ ଟିକେଟ୍ ଦରରେ ସୁନାମୀ ।

କନକ ବ୍ୟୁରୋ: ହକି ପାଇଁ ଲୋକଙ୍କ ମନରେ କି ଉକ୍ରଣ୍ଠା ଯେ, କହିଲେ ନ ସରେ । ଯେଉଁଥି ପାଇଁ ଲୋକମାନେ ଏବେ ୫୦୦ ଟଙ୍କାର ଟିକେଟ୍ ୫ ହଜାରରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ପଛାଉନାହାନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ହକି ପାଇଁ ଏମିତି…
Read More...

ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଅଲଗା ଅନ୍ଦାଜ୍ ! ଖେଳରୁ ଶିଳ୍ପ ମିଳୁଛି ସଫଳତା, ବନୁଛି ବ୍ରାଣ୍ଡ୍ ।

କନକ ବ୍ୟୁରୋ: ଆଗକୁ ୨୦୧୯ ସାଧାରଣ ନିର୍ବାଚନ । ଆଉ ରାଜ୍ୟ ରାଜନୀତିରେ ଶାସକ ବିଜେଡ଼ିକୁ ମାତ୍ ଦେବା ପାଇଁ ବିରୋଧୀଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ୨୦୧୯ରେ ରାଜ୍ୟରେ କେବଳ ଗୋଟିଏ ହାୱା ବ୍ରାଣ୍ଡ୍ ନବୀନ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘ ୨ରୁ ୩ ବର୍ଷ ହେବ…
Read More...

ଇତିହାସ କହୁଛି ନବୀନଙ୍କ ଶାସନ ସମୟରେ ତିଷ୍ଠି ପାରି ନାହିଁ ଆଞ୍ଚଳିକ ଦଳ, ଏବେ ଦାମଙ୍କ ନୂଆ ଦଳ ପାଳି ? 

କନକ ବୁରୋ: ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମୋଦର ରାଉତ । ଆଉ ଦଳରୁ ବିଦା ହେବା ପରେ ଅନେକ ସମୟରେ ନୂଆଦଳ ଗଢ଼ିବା ନେଇ ପ୍ରତିକ୍ରିୟା ରଖୁଥିଲେ । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ବିଜୁଙ୍କ ନାଁରେ ଗଢ଼ିଛନ୍ତି ବିଜୁ…
Read More...

ଦିଲ୍ଲୀ ରାଜନୀତି ସହ ବିଜେଡ଼ିର କେଉଁ ଉପକୂଳିଆ ନେତାଙ୍କ ଭିତିରି ବୁଝାମଣା !

କନକ ବ୍ୟୁରୋ: ଆଗାମୀ ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି । କାହିଁକି ନା ଠିକ୍ ନିର୍ବାଚନ ସମୟରେ କେଉଁ ପାଣି କେଉଁ କୂଳ ଦେଇ ବୋହିଯିବ ତାହା କାହାକୁ ଜଣା ନାହିଁ । ସେହିଭଳି ନିର୍ବାଚନୀ ବୈତରଣୀ ନଦୀରେ ପାରି ହୋଇ କିଏ କେଉଁ ଦଳରେ ସାମିଲ…
Read More...

‘ସୁନ୍ଦରୀ’ ଦେଇଥିଲା ଆଶ୍ୱସ୍ତି ! ହେଲେ ୭ ହାତୀ ଓ ‘ମହାବୀର’ ମୃତ୍ୟୁ ଦେଲା ପିସିସିଏଫଙ୍କୁ ଟେନସନ୍ ।

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚା ଜଙ୍ଗଲ ବିଭାଗକୁ ଲାଗିଛି କାହାର ନଜର ଆଉ ପେଷି ହୋଇଗଲେଣି ପିସିସିଏଫ । ଗତ ଗୋଟିଏ ମାସ ମଧ୍ୟରେ ଦୁଇଟି ବାଘ ଓ ୭ଟି ହାତୀ ମରିଥିବା ଘଟଣା ଏବେ ରାଜ୍ୟ ଓ ଜାରତୀୟ ଗଣାମଧ୍ୟର ଶିରୋନାମା ପାଲଟିଛି । ଆଉ ଏସବୁ ଭିତରେ ଅଫିସର ମାନଙ୍କ ବୟାନ…
Read More...

ବାଘ ମରୁଛି, ହାତୀ ମରୁଛି । ଜଙ୍ଗଲ ବିଭାଗ ଶୋଇ ରହିଛି?

କନକ ବ୍ୟୁରୋ : ଜଙ୍ଗଲ ବିଭାଗ ଉପରେ ଉପରେ ଏବେ ଶନିଙ୍କର କୋପ ପଡିଥିବା ଚର୍ଚ୍ଚା ହେଉଛି । କେତେବେଳେ ଯେ କେଉଁ ଜଙ୍ଗଲ ଉପରେ ବିପଦ ମାଡି ଆସୁଛି ତାହାର ଟେର ପାଉନାହିଁ ଜଙ୍ଗଲ ବିଭାଗ । ବାଘ ଓ ହାତୀଙ୍କୁ ନେଇ ଏବେ ହଲପଟା ହେଉଛି ଜଙ୍ଗଲବିଭାଗ । ଗୋଟିଏ ମାସ ମଧ୍ୟରେ ଦୁଇଟି ବାଘ ଓ ୭ଟି ହାତୀ…
Read More...

ଦିଲ୍ଲୀରୁ ପଲ୍ଲୀକୁ ଆସି ପାରୁନି କଂଗ୍ରେସର ଫାଇନାଲ ଟିକେଟ । ସମୟ ବିତୁଛି, ଆଶାୟୀଙ୍କ ଟେନସନ ବଢୁଛି । 

କନକ ବ୍ୟୁରୋ : କଂଗ୍ରେସ ରାଜନୀତିକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ । ପିସିସି ସଭାପତି ନିଯୁକ୍ତି ଠାରୁ ଆରମ୍ଭ କରି ନିର୍ବାଚନ ଲଢିବା ପର୍ଯ୍ୟନ୍ତ ସବୁବେଳେ ରାଜ୍ୟବାସୀଙ୍କ ଫୋକସରେ ଥାଏ କଂଗ୍ରେସ ।  ଠିକ୍ ସେହିଭଳି ପୁଣିଥରେ କଂଗ୍ରେସ ରାଜନୀତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରାଜଧାନୀର…
Read More...

ସାଥୀ ଥିଲେ, ବଇରୀ ହେଲେ କି? ବୈଜୟନ୍ତଙ୍କୁ ନେଇ ଦାମ କାହିଁକି ଓଗାଳିଲେ ବିଷ? ଭାଇରାଲ ହେଉଛି ଭିଡିଓ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ଗସିପ୍ ଟପିକ୍ ପାଲଟିଛି ଦାମ-ବୈଜୟନ୍ତଙ୍କ ଯୋଡ଼ି । ଚା’ଖଟିରୁ ଆରମ୍ଭ କରି ଯେଉଁଠି ଦେଖିବ ଏହି ଦୁଇ ନେତାଙ୍କୁ ନେଇ ଚାଲୁଛି ଚର୍ଚ୍ଚା । ନିକଟରେ ବିଜେଡ଼ିରୁ ତଡ଼ା ଖାଇବା ପରେ ଦୁହେଁ ଦୁହିଁଙ୍କୁ ସମବେଦନା ଜଣାଇ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ଉଭୟ ଅନେକ…
Read More...

ସୋସିଆଲ ମିଡିଆ ଚଳାଇବାକୁ ନେତାଙ୍କ ପୁଅ ଦେଉଛନ୍ତି ଦରମା । କାମ କମ୍, ପ୍ରଚାର ବେଶୀ ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସଜବାଜ ହେଉଛନ୍ତି ଶାସକ ଓ ବିରୋଧୀ । ଆଉ ଆଗାମୀ ନିର୍ବାଚନ ମଇଦାନରେ ହେବ କାଣ୍ଟେ କା ଟକ୍କର । ତେଣୁକରି କାହାକୁ ଟିକେଟ୍ ମିଳିବ ଏବଂ କାହାକୁ ନୁହେଁ ତାକୁ ନେଇ ଜାରି ରହିଛି ସସପେନ୍ସ  । ତେବେ ଟିକେଟ ବଣ୍ଟନକୁ ନେଇ ଶାସକ ବିଜେଡ଼ି ଓ…
Read More...