Browsing Category

ବିଜେଡି

ବିଜେଡିକୁ ବାହୁଡ଼ିବେ କି ଦାମ ? ପୁଅ କହିଲେ, ପଦ୍ମ ଶିବିରରେ ଖୁସି ନାହାନ୍ତି ବାପା, ସୁପ୍ରିମୋ ଚାହିଁଲେ ହେବ ଘରବାହୁଡ଼ା…

କନକ ବ୍ୟୁରୋ: ବିଜେଡିକୁ ଫେରିବେ କି ବରିଷ୍ଠ ନେତା ଦାମ ରାଉତ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି କାରଣ ବାପା ଦାମ ରାଉତଙ୍କ ରାଜନୈତିକ ଭବିଷ୍ୟତ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ୍ କହିଛନ୍ତି କି, ମୁଁ ଅନୁଭବ କରୁଛି ସେ…
Read More...

ବିଜେପୁର ଆସନକୁ ନେଇ ଜୋରଧରିଲା ଚର୍ଚ୍ଚା ! ବିଜେଡିରୁ ପ୍ରାର୍ଥୀ ହେବ କିଏ? 

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରବିବାର ବିଜେପୁର ଆସନରୁ ଇସ୍ତଫା ଦେବା ପରେ ବିଜେପୁର ପୁଣି ଥରେ ଉପନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଏହି ଆସନରୁ ଇସ୍ତଫା ଦେବା ପୂର୍ବରୁ ବିଜେପୁରବାସୀଙ୍କ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଅଧିକାଂଶ ପ୍ରକଳ୍ପ…
Read More...

ବିଜେପୁର ପାଇଁ ବିଜେଡିର ପ୍ରାର୍ଥୀ କିଏ ? ରୀତାଙ୍କୁ ରିପିଟ୍ ନା ଆଉ କାହାକୁ ଭରସିବେ ନବୀନ, ଆରମ୍ଭ ହେଲା ଅଙ୍କ କଷା ।

କନକ ବ୍ୟୁରୋ: କିଏ ହେବ ବିଜେପୁର ବିଜେଡି ବିଧାୟକ ପ୍ରାର୍ଥୀ ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କାରଣ ବିଜେପୁର ବିଧାନସଭା ସିଟ୍ ଛାଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧିବିଦ୍ଧଭାବେ ବାଚସ୍ପତିଙ୍କ ନିକଟକୁ ବିଜେପୁର ବିଧାୟକ ପଦ ଛାଡ଼ି ଇସ୍ତଫା ପତ୍ର…
Read More...

ନବୀନଙ୍କ ନୂଆ ଟିମରେ ବାଦ୍ ପଡିଲେ ୮ ପୁରୁଣା ମନ୍ତ୍ରୀ। ଜାଣନ୍ତୁ କିଏ ଆଉ କାହିଁକି ହେଲେ ମନ୍ତ୍ରୀପଦରୁ ବଞ୍ଚିତ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଦ୍ବିତୀୟ ପର୍ଯ୍ୟାୟରେ ଥିବା ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କୁ ବାଦ୍ ଦେଲେ ସମସ୍ତେ ନିର୍ବାଚନରେ ଜିତିଥିଲେ। କିନ୍ତୁ ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ସେମାନଙ୍କ ମଧ୍ୟରୁ ୮ ଜଣ ବାଦ୍…
Read More...

ନବୀନ ନିବାସରୁ କଲ୍ ପରେ କଲ୍ । ପ୍ରମିଳା ମନ୍ତ୍ରୀ ନୁହେଁ ହେବେ ମୁଖ୍ୟ ସଚେତକ !

କନକ ବ୍ୟୁରୋ: ମନ୍ତ୍ରୀ ପଦ ନେଇ ନବୀନ ନିବାସରୁ କଲ୍ ପରେ କଲ୍ ଆସିବାରେ ଲାଗିଛି । ସେପଟେ ଦଳର ପୁରୁଣା ସଦସ୍ୟଙ୍କୁ କିଭଳି ଥଇଥାନ୍ କରିବେ ସେନେଇ ମଧ୍ୟ ନବୀନ ନିବାସରେ କସରତ ଚାଲିଛି । ତେବେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ପଦ…
Read More...

ଶପଥ ନେବେ ସୁପ୍ରିମୋ । ଯୋଗଦେବେ ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ହୋଇଛି । ଲଗାତାର ପଂଚମ ଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଦର୍ଶନୀ ପଡିଆରେ ବୁଧବାର ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ସଜବାଜ ଚାଲିଛି । ବୁଧବାର ସକାଳ ସାଢେ ୧୦ଟାରେ ଶପଥଗ୍ରହଣ ଉତ୍ସବ ହେବ ।…
Read More...

ପଲିଟିକ୍ସ ପରୀକ୍ଷାରେ ପ୍ରମିଳା ପାସ୍ । ଜଣେ ସାଧାରଣ ଏସଏଚଜି ସଂଗଠକରୁ ସଂସଦ ପର୍ଯ୍ୟନ୍ତ ରାସ୍ତା ।

କନକ ବ୍ୟୁରୋ: ଆଜି ନବନିର୍ବାଚିତ ବିଜେଡି ସଂସଦୀୟ ଦଳର ବୈଠକରେ ଦେଖିବାକୁ ମିଳିଥିଲା ପ୍ରମିଳା ବିଶୋୟୀଙ୍କୁ । ଆସିକା ଲୋକସଭା ଆସନରୁ ନିକଟ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ହରାଇ ସାଂସଦ ବନିଛନ୍ତି ପ୍ରମିଳା । ଭାରତୀୟ ଗଣତନ୍ତ୍ରର ମୌଳିକ ମୂଳ୍ୟବୋଧ ଯୋଗୁଁ ପ୍ରମିଳାଙ୍କ ଭଳି ଜଣେ ସାଧାରଣ…
Read More...

ବିଜୟ ପରେ ବିଧାୟକମାନଙ୍କୁ ନବୀନଙ୍କ ଟିପ୍ସ । କହିଲେ, ସରଳ ଜୀବନଯାପନ କର, ଲୋକଙ୍କ ନିକଟତର ହୁଅ ।

କନକ ବ୍ୟୁରୋ: ବିଜେଡି ବିଧାୟକଦଳ ନେତା ଭାବେ ନିର୍ବାଚିତ ହେବାପରେ ନବୀନ ବଖାଣିଲେ ସଫଳତାର ସୂତ୍ର । କହିଲେ, “ପଞ୍ଚମ ଥର ପାଇଁ ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋ ଉପରେ ବିଶ୍ୱାସ ରଖି ତାଙ୍କ ସେବା କରିବାରେ ସୁଯୋଗ ଦେଇଛନ୍ତି, ତେଣୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି । ଆଉ ବିଜେଡି ଉପରେ…
Read More...

ମହିଳା ଆଣିଦେଲେ ମହାବିଜୟ । କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ: ଶେଷରେ ମହିଳାଙ୍କୁ ଧନ୍ୟବାଦ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୯ ଯୁଦ୍ଧରେ ବାଜିମାତ୍ କରିବା ପଛରେ ଏଥର ବିଜେଡି ପାଇଁ ମହିଳାମାନେ ଥିଲେ ପ୍ରମୁଖ ଅସ୍ତ୍ର, ଆଉ ଏହି ଅସ୍ତ୍ରକୁ ନବୀନ ସଠିକ୍ ସ୍ଥାନ ଏବଂ ସଠିକ ସମୟରେ ଉପଯୋଗ କରି ବିରୋଧୀଙ୍କୁ ଚେକ୍ ଦେବାରେ ସକ୍ଷମ…
Read More...

ବିଜେଡି ସଂସଦୀୟ ଦଳ ବୈଠକ ଜାରି । କେନ୍ଦ୍ର ବିରୋଧରେ ଦଳର ଆଭିମୁଖ୍ୟ ନେଇ ତିଆରି ହେବ ଏଜେଣ୍ଡା

କନକ ବ୍ୟୁରୋ: ନବୀନ ନିବାସରେ ଆରମ୍ଭ ହେଲା ବିଜେଡି ସାଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି । ବୈଠକରେ ନବନିର୍ବାଚିତ ହୋଇଥିବା ୧୨ ଜଣ ସାଂସଦ ତଥା ରମେଶ ଚନ୍ଦ୍ର ମାଝି, ଚନ୍ଦ୍ରଶେଖର ସାହୁ, ପ୍ରମୀଳା ବିଶୋଇ, ଅଚ୍ୟୁତ ସାମନ୍ତ, ଚନ୍ଦ୍ରାଣୀ ମୂର୍ମୁ, ମଂଜୁଲତା ମଣ୍ଡଳ, ଶର୍ମୀଷ୍ଠା ସେଠୀ, ପିନାକୀ…
Read More...