ବିନା ଲାଇଟରେ କିଭଳି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରିଥିଲେ ଭାରତୀୟ ଯବାନ ! କ’ଣ ରହିଥିଲା ଏହା ପଛର ଟେକନିକ୍ ? 

ଆପଣ କେବେ ଭାବିଛନ୍ତି ସେନାର ଯବାନ ରାତି ଅଧରେ କିଭଳି ଭାବେ ଶତ୍ରୁଦେଶରେ ପଶି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରନ୍ତି? ଯଦି ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ  କହିରଖୁଛୁ ରାତିରେ ସେନାର ଯବାନ ନାଇଟ୍ ଭିଜନ୍ ଗଗଲ୍ସ ପିନ୍ଧି ଯୁଦ୍ଧକ୍ଷେତ୍ରକୁ ଓହ୍ଲାନ୍ତି । ଯାହା ତାଙ୍କୁ ରାତିର ଅନ୍ଧକାରରେ…

ସିସିଟିଭିରେ କଏଦ୍ ହେଲା ଲୋମଟାଙ୍କୁରା ଦୃଶ୍ୟ ! ଲିଫ୍ଟ ଭିତରେ ୪ ବର୍ଷର ଝିଅ ସାଙ୍ଗେ ଏଭଳି କିଛି ହେଲା ……

ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇର ସବବର୍ଣ୍ଣ ଟାମୱେ ବିଲ୍ଡିଙ୍ଗର ଏକ ଲିଫ୍ଟରେ । ଲିଫ୍ଟ ଭିତରେ ଜଣେ ମହିଳା ୪ ବର୍ଷର ଏହ ଛୋଟ ଝିଅକୁ ଅମଣିଷ ଭଳି ପିଟୁଥିବାର ଭିଡିଓ ସିସିଟିଭିରେ ଦେଖିବାକୁ ମିଳିଛି । କୁନିଝିଅଟିକୁ ପିଟିବା ପରେ ମହିଳା ଜଣକ ଝିଅଟିକୁ ଅପହରଣ କରିବାକୁ ମଧ୍ୟ…

ପ୍ରସ୍ତୁତ ହେଲା ଦୁନିଆର ପ୍ରଥମ ଜୈବ ଇଟା ! ଘରକାମରେ ଲାଗିବ ମୂତ୍ରରେ ତିଆରି ଇଟା ।

ଦକ୍ଷିଣ ଆଫ୍ରିକାରେ ଏକ ୟୁନିଭର୍ସିଟିରେ ବୈଜ୍ଞାନିକମାନେ ମନୁଷ୍ୟ ମୂତ୍ର ସାହାଯ୍ୟରେ ଇଟା ତିଆରି କରିଛନ୍ତି। ଏହା ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ। ପର‌୍ୟ୍ୟାବରଣକୁ ନିର୍ମଳ ରଖିବା ପାଇଁ ବୈଜ୍ଞାନିକମାନେ ଏଭଳି ଉଦଭାବନ କରିଛନ୍ତି। ଅର୍ଥାତ୍ ଭବିଷ୍ୟତରେ ମାନବ ମୂତ୍ରକୁ ନେଇ ଘର ନିର୍ମାଣ ଲାଗି…

ଖାଇବା ପରେ ଏହି ୫ ଟି କାମ କରୁଥିଲେ ସାବଧାନ ହୋଇଯାଆନ୍ତୁ ! ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ ।

ଉତ୍ତମ ଖାଦ୍ୟ ଖାଇଦେଲେ ଯେ ଜଣେ ସ୍ୱାସ୍ଥ୍ୟବାନ ହୋଇଯିବେ ତାହା ନୁହେଁ,ଏଥିପାଇଁ ଦରକାର କିଛି ନୀତିନିୟମ । ଅଧିକାଂଶ ଲୋକ ଖାଇବା ପରେ ଏଭଳି କିଛି କାମ କରନ୍ତି ଯାହା ହଜମ ପ୍ରକ୍ରିୟାକୁ ବ୍ୟାଘାତ କରିଥାଏ । ଯାହା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଏ । ତେବେ ଆସନ୍ତୁ ଏହିଭଳି ୫ ଟି କାରଣ…

ରାତି ବିହୀନ ଦେଶ ! ଦୁନିଆର ଏଭଳି ୬ ଟି ଦେଶ ଯେଉଁଠି ହୁଏନାହିଁ ରାତି ।

ନୂଆ ନୂଆ ସ୍ଥାନକୁ ବୁଲିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ବୁଲିବାର ଖୁବ ମଜା ନେଇ ପାରିବେ । ଏହି ଦେଶ ଗୁଡିକର ସବୁଠାରୁ ଖାସ କଥା ହେଉଛି ଏଠାରେ ରାତି ହୁଏ ନାହିଁ । ଆସନ୍ତୁ ଜାଣିବା ଏପରି କିଛି ଦେଶ ବିଷୟରେ…

କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର ! ଆଜିଠାରୁ ଆରମ୍ଭ ହେଉଛି ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ଦେଖନ୍ତୁ ଭିଡିଓ

ଭଗବାନ ଶ୍ରୀରାମଙ୍କ କ୍ଷେତ୍ରରେ ଆସ୍ଥା ରଖୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର । ଆଜିଠାରୁ ସ୍ପେଶାଲ୍ ଟୁରିରିଷ୍ଟ୍ ଟ୍ରେନ୍ ଶ୍ରୀ ରାମାୟଣ ଏକ୍ସପ୍ରେସ୍ ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନ୍ ଅଯୋଧ୍ୟା,ଚିତ୍ରକୁଟ,ରାମେଶ୍ୱରମ୍ ଭଳି ତୀର୍ଥସ୍ଥଳୀକୁ ଯିବ ଯାହାର ସଂବନ୍ଧ ଭଗବାନ ରାମଙ୍କ ସହ…