Browsing Tag

ଧାମନଗର

ଧାମନଗର ଉପ-ନିର୍ବାଚନ ଫଳାଫଳ : ତୃତୀୟ ରାଉଣ୍ଡ ସୁଦ୍ଧା କିଏ ଆଗରେ କିଏ ପଛରେ ?

କନକ ବ୍ୟୁରୋ : ଆସୁଛି ଧାମନଗର ଉପ-ନିର୍ବାଚନ ଫଳାଫଳ । ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୩ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୨୦୩୩ ଖଣ୍ଡ ଭୋଟରେ ଆଗରେ…

ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତାଲିକାରେ ରହିଛି କେଉଁ…

କନକ ବ୍ୟୁରୋ : ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତେବେ ଏହି ତାଲିକାରେ ରହିଛି କେଉଁ ପରିବାରର ନାଁ  । ପିପିଲି ପ୍ରଦୀପ ମହାରଥୀ/ରୁଦ୍ର ମହାରଥୀ - ରାଜ୍ୟ ରାଜନୀତିରେ ଉପନିର୍ବାଚନରେ ଏକ ଧାରା ଦେଖିବାକୁ ମିଳିଛି -…

ଦ୍ୱିତୀୟ ରାଉଣ୍ଡରେ ବି ବିଜେପି ଆଗରେ । ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କ ଠାରୁ ୧୩୭୯ ଖଣ୍ଡ ଭୋଟରେ ଆଗୁଆ ସୁରଜ । 

କନକ ବ୍ୟୁରୋ : ଆସୁଛି ଧାମନଗର ଉପ-ନିର୍ବାଚନ ଫଳାଫଳ । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୨ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୧୩୭୯ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ…

ଧାମନଗର ଉପନିର୍ବାଚନ ଫଳାଫଳ : ବିଜେଡିର ଭୋଟକୁ କାଟିବେ କି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ?

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ବିଜେଡିର ଭୋଟକୁ କାଟିବେ କି ସ୍ୱାଧୀନ ପ୍ରାର୍ଥୀ ? ବିଦ୍ରୋହୀ ଭାବେ…

ଧାମନଗର ଉପନିର୍ବାଚନ ଫଳାଫଳ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

କନକ ବ୍ୟୁରୋ : ଧାମନଗରରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୭୭୯ରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୪ହଜାର ୭୪୯ ଭୋଟରେ ଆଗୁଆ ରହିଛନ୍ତି ।…

ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି : ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ ହେବ କାଉଟିଂ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ…