Advertisment

ନ୍ୟୁଜ୍

ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଭିଡ଼ । ଟିକେଟ ପାଇଁ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ଆସି ଲବି କରୁଛନ୍ତି ଆଶାୟୀ ।  ବାୟୋଡାଟା ଦେଲେ କେନ୍ଦ୍ରାପଡ଼ାର ଆଶାୟୀ ପ୍ରାର୍ଥୀ ପ୍ରିୟଙ୍କା ମଲ୍ଲିକ । post image

ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଭିଡ଼ । ଟିକେଟ ପାଇଁ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ଆସି ଲବି କରୁଛନ୍ତି ଆଶାୟୀ ।  ବାୟୋଡାଟା ଦେଲେ କେନ୍ଦ୍ରାପଡ଼ାର ଆଶାୟୀ ପ୍ରାର୍ଥୀ ପ୍ରିୟଙ୍କା ମଲ୍ଲିକ ।

କେଉଁଠୁ ଲଢ଼ିବେ ରାହୁଲ ଗାନ୍ଧୀ? ସିପିଆଇ ପ୍ରାର୍ଥୀ ଘୋଷଣା କରିବା ପରେ ରାହୁଲ ୱାଏନାଡ ଛାଡିବା ନେଇ ଚର୍ଚ୍ଚା । କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ପ୍ରାର୍ଥୀ ହେବା ସମ୍ଭାବନା । post image

କେଉଁଠୁ ଲଢ଼ିବେ ରାହୁଲ ଗାନ୍ଧୀ? ସିପିଆଇ ପ୍ରାର୍ଥୀ ଘୋଷଣା କରିବା ପରେ ରାହୁଲ ୱାଏନାଡ ଛାଡିବା ନେଇ ଚର୍ଚ୍ଚା । କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ପ୍ରାର୍ଥୀ ହେବା ସମ୍ଭାବନା ।

ଇଲେକ୍ଟ୍ରିକ୍ ଗାଡିରେ ହେବ ରୋଡ ସୋ’ । ପ୍ରଦୂଷଣ ରୋକିବାକୁ ଶକ୍ତି ବିଭାଗର ପଦକ୍ଷେପ । post image

ଇଲେକ୍ଟ୍ରିକ୍ ଗାଡିରେ ହେବ ରୋଡ ସୋ’ । ପ୍ରଦୂଷଣ ରୋକିବାକୁ ଶକ୍ତି ବିଭାଗର ପଦକ୍ଷେପ ।

ବିଜେଡି ଏକାକୀ ଲଢିବ, ବହୁ ଆସନରେ ଜିତିବ । ମେଣ୍ଟର ନାହିଁ ଆବଶ୍ୟକତା,  ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଲେ ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ ।  post image

ବିଜେଡି ଏକାକୀ ଲଢିବ, ବହୁ ଆସନରେ ଜିତିବ । ମେଣ୍ଟର ନାହିଁ ଆବଶ୍ୟକତା,  ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଲେ ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ । 

‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । post image

‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ମିଶନ ଶକ୍ତି ମା’ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଋଣ, ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର । post image

ମିଶନ ଶକ୍ତି ମା’ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଋଣ, ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର ।

ଶେଷ ପର୍ଯ୍ୟାୟରେ ବରମୁଣ୍ଡା ବସ୍ ଟର୍ମିନାଲ । । ମାର୍ଚ୍ଚ ୧ରେ ହେବ ଲୋକାର୍ପଣ । post image

ଶେଷ ପର୍ଯ୍ୟାୟରେ ବରମୁଣ୍ଡା ବସ୍ ଟର୍ମିନାଲ । । ମାର୍ଚ୍ଚ ୧ରେ ହେବ ଲୋକାର୍ପଣ ।

ତ୍ରୁଟି ମାନିଲା CHSE । ପରୀକ୍ଷା ନିୟନ୍ତ୍ରକ କହିଲେ, ‘ଆଉଟ୍ ଅଫ୍ ସିଲାବସ୍ ନୁହେଁ , ପ୍ରଶ୍ନପତ୍ରରେ ଥିଲା ଚଏସ୍ ଡେଫିସିଟ୍’ । ପ୍ରଶ୍ନର ଉତ୍ତର ଲେଖିଥିଲେ ମିଳିବ ଗ୍ରେସ୍ ମାର୍କ’ । post image

ତ୍ରୁଟି ମାନିଲା CHSE । ପରୀକ୍ଷା ନିୟନ୍ତ୍ରକ କହିଲେ, ‘ଆଉଟ୍ ଅଫ୍ ସିଲାବସ୍ ନୁହେଁ , ପ୍ରଶ୍ନପତ୍ରରେ ଥିଲା ଚଏସ୍ ଡେଫିସିଟ୍’ । ପ୍ରଶ୍ନର ଉତ୍ତର ଲେଖିଥିଲେ ମିଳିବ ଗ୍ରେସ୍ ମାର୍କ’ ।

ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ୨ଟି ପର୍ଯ୍ୟାୟରେ ଦେଖା ହେବ ଖାତା । ୧୫ ହଜାର ପରୀକ୍ଷକ ଦେଖିବେ ଖାତା । post image

ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ୨ଟି ପର୍ଯ୍ୟାୟରେ ଦେଖା ହେବ ଖାତା । ୧୫ ହଜାର ପରୀକ୍ଷକ ଦେଖିବେ ଖାତା ।

ରାଜ୍ୟରେ ବିଜେପି- ବିଜେଡି ମେଣ୍ଟ ନେଇ ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ । କହିଲେ ମେଣ୍ଟ ନେଇ କେନ୍ଦ୍ର ନେବ ନିଷ୍ପତ୍ତି । post image

ରାଜ୍ୟରେ ବିଜେପି- ବିଜେଡି ମେଣ୍ଟ ନେଇ ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ । କହିଲେ ମେଣ୍ଟ ନେଇ କେନ୍ଦ୍ର ନେବ ନିଷ୍ପତ୍ତି ।

ସବସ୍କ୍ରାଇବ କରନ୍ତୁ